Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡିଶା ପ୍ରଶାସନିକ ସେବା କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣର ଦୃଢ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ
ଛତ୍ରପୁର(୦୬/୦୮) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡା ଥାନା ଅନ୍ତର୍ଗତ ବୁଢୀଘାଟି ଗାଁ ରେ ମଦ ଧରପଗଡ ବେଳେ ତହସିଲଦାର ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ ମାରିଥିବା ଘଟଣାର ଘୋର ନିନ୍ଦା କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ ଅନୁପାଳନ ନିମନ୍ତେ ତହସିଲଦାର ଅମୀତ୍!-->…
ତ୍ୱରିତ ବେଗରେ ନଳକୂପ ମରାମତି କରାଇଲେ ସରପଞ୍ଚ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତର ସରପଞ୍ଚ କର୍ଣ୍ଣେଲ କହଁରଙ୍କ ଉଦ୍ୟମ ଲାଗି ବିଦ୍ୟାଳୟର ନଳକୂପ ତୁରନ୍ତ ମରାମତି ହୋଇ ପାରିଛି | ପଧାନପଡ଼ା ପ୍ରାଥମିକ ବିଦ୍ୟାଳୟରେ ନଳକୂପ ଖରାପ ହେବା ଶୁଣିବା ମାତ୍ରକେ ସେ ନିଜେ ବିଦ୍ୟାଳୟରେ ଉପସ୍ଥିତ ରହି!-->…
ଅଗଷ୍ଟ ୨୫ ଓ ୨୬ ତାରିଖରେ ଛତ୍ରପୁରଠାରେ ପେନସନ୍ ଅଦାଲତ ହେବ
ଛତ୍ରପୁର(୦୬/୦୮): ପ୍ରଧାନ ମହାଲେଖାଗାର ( ପିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ) ଙ୍କ ଦ୍ବାରା ସାଧାରଣ ପ୍ରଶାସନ ଏବଂ ଜନ ଶୁଣାଣୀଙ୍କ ମିଳିତ ସହଯୋଗ କ୍ରମେ ଗଞ୍ଜାମ ଜିଲ୍ଲାରେ ପେନସନ୍ ଅଦାଲତ ହେବାର କାର୍ଯ୍ୟକ୍ରମ ରହିଅଛି । ଚଳିତ ଅଗଷ୍ଟମାସ ୨୫ ତାରିଖ ଏବଂ ୨୬ ତାରିଖ ଦିନ ଏହି ଜନ ଶୁଣାଣୀ!-->…
ଗୋପାଳପୁର ବନ୍ଦର ପକ୍ଷରୁ କାଲିପଲ୍ଲୀ ପଞ୍ଚାୟତରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାକେନ୍ଦ୍ର ଆୟୋଜିତ
ଗୋପାଳପୁର(୬/୮) : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ!-->…
ଦାରିଙ୍ଗବାଡିରେ ବ୍ଲକ, ତହସିଲ, ଥାନା ଓ ପଞ୍ଚାୟତ ପକ୍ଷରୁ ସାମୁହିକ ସଫେଇ କାର୍ଯ୍ୟକ୍ରମ
ଦାରିଙ୍ଗବାଡି(୬/୮) : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ସୁନ୍ଦର, ନିର୍ମଳ, ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଦାରିଙ୍ଗବାଡ଼ି ପ୍ରଶାସନ ପାଦେ ଆଗକୁ ଆସି, ଦାରିଙ୍ଗବାଡିରେ ଆଜି ବ୍ଲକ ପ୍ରଶାସନ, ତହସିଲ, ପଞ୍ଚାୟତ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ସାମୁହିକ ସଫେଇ!-->…
ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପଞ୍ଚାୟତି ରାଜ ଓ!-->…
ଜଣେ ମାତ୍ର ପ୍ରାଣୀ ଚିକିତ୍ସକଙ୍କ ଭରସାରେ ୨୫ ଗୋଟି ଗ୍ରାମ ପଞ୍ଚାୟତର ଚାଷୀ
ଦାରିଙ୍ଗବାଡ଼ି, ୬/୮, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳବାସୀ ପ୍ରାଣୀଧନ ସୁରକ୍ଷା ନେଇ ଚିନ୍ତାରେ। ଏକବର୍ଷ ହେବ ଜଣେ ଡ଼ାକ୍ତରରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ। ଦାରିଙ୍ଗବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାର ବୃହତ ବ୍ଲକ ଅଟେ। ୨୫ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ଏହି ବ୍ଲକ ଗଠିତ।!-->…
ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ
ନବରଙ୍ଗପୁର (୦୬/୦୮) : ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲ୍ଲା ପ୍ରଶାସନ । ,ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀମାନଙ୍କୁ ବିଦ୍ୟାଳୟ କୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ଅଭିଯାନ ଆରମ୍ଭ!-->…
ଅମୃତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଫୁଲବାଣୀ : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଅମୃତ ମହୋତ୍ସବ ପାଳନ ପାଇଁ ବିଦ୍ୟାଭାରତୀ ତଥା ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ଏହି ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ!-->…
କଡ଼କନାଥ କୁକୁଡ଼ା ଚାଷ ତାଲିମ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୂ ମିଶନ ଜୀବିକା ମାଧ୍ୟମରେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ କଡ଼କ ନାଥ କୁକୁଡ଼ା ପାଳନ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ!-->…