Browsing Category

ଆଞ୍ଚଳିକ

ଅଗଷ୍ଟ ୧ରୁ ନୂତନ ସଂଶୋଧିତ ଭୋଟର ଆଇନ ଲାଗୁ…

ଭୋଟର ତାଲିକାରେ ସାମିଲ ହେବାକୁ ବର୍ଷକୁ ୪ଟି ସୁଯୋଗ ପାଇବେ ଯୁବପିଢ଼ି ସୁନ୍ଦରଗଡ଼ : ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ନୂତନ ସଂଶୋଧିତ ଭୋଟର ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟର ତାଲିକାରେ ସାମିଲ ହେବା ପାଇଁ ଏବେ ଯୁବପିଢ଼ିଙ୍କୁ…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ସାଧାରଣ ଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିବା ଲାଗି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ…

କୋଇଡ଼ା ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ଜିଲ୍ଲାପାଳ…

ନିର୍ମାଣାଧୀନ ଟ୍ରକ ଟର୍ମିନାଲ, ମାର୍କେଟ ୟାର୍ଡ ଏବଂ ଖଣି ଶ୍ରମିକଙ୍କ ରହଣିସ୍ଥଳ ଆଦି ପ୍ରକଳ୍ପ ବୁଲି ଦେଖିଲେ ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଦିନିକିଆ କୋଇଡ଼ା ବ୍ଲକ୍ ଗସ୍ତରେ ଆସିଥିଲେ। ରବିବାର ଦିନ ସେ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ…

ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ଆହୁରି ହେଲା ସହଜ…

ଅଗଷ୍ଟ ୧ରୁ ନୂତନ ସଂଶୋଧିତ ଭୋଟର ଆଇନ ଲାଗୁ ଛତ୍ରପୁର : କେନ୍ଦ୍ର ସରକାରଙ୍କ ଆଇନ୍ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ୍ ୧୯୫୦/୧୯୫୧ ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡିଏ ସଂଶୋଧନ କରାଯାଇଛି, ଯାହାକି ଅଗଷ୍ଟ ୧ ତାରିଖ ଠାରୁ କାର୍ଯ୍ୟକାରୀ ହୋଇଅଛି…

ବ୍ଲକସ୍ତରୀୟ ଏସିଏମ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦଯାପିତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍‌ ଓ ପମ୍ପ ଡ୍ରାଇଭର ମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ…

ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ପଣ୍ଡା ଙ୍କ ବିୟୋଗ : ଅଞ୍ଚଳ ରେ ଶୋକ…

ଛତ୍ରପୁର: ଛତ୍ରପୁର ର ବରିଷ୍ଠ ସାମ୍ବାଦିକ ତଥା ଛତ୍ରପୁର ପ୍ରେସ କ୍ଳବର ସଦସ୍ଯ କୃପାସିନ୍ଧୁ ପଣ୍ଡା (72)ଙ୍କ ଆଜି ହୃତଘାତ ରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ରେ ବିୟୋଗ ଘଟିଛି l ତାଙ୍କ ଦେହ ଅସୁସ୍ଥ ଥିବା ରୁ ସେ ବ୍ରହ୍ମପୁର ଏମ କେସି ଜି ମେଡିକାଲ ରେ କିଛି ଦିନ ଧରି…

ଜିଲ୍ଲାପାଳ ଙ୍କ ବଣ୍ଡାଘାଟି ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା ।

ମାଲକାନଗିରି : ଜିଲ୍ଲାର ବଣ୍ଡା ଘାଟି ଅଞ୍ଚଳଟି ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ମଧ୍ୟରେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରୟାସରେ ଧୀରେ ଧୀରେ ଅଞ୍ଚଳରେ ବିକାଶ ପହଞ୍ଚି ପାରିଛି । ତେବେ ସମୁଦ୍ର ପତ୍ତନଠାରୁ ପ୍ରାୟ ୫୦୦୦ ଫୁଟ ଉପରେ ଥିବା ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି ଏହି ଆଦିମ…

ରାଉରକେଲା ସ୍ମାର୍ଟସିଟିର ଉର୍ନତିକରଣ ପାଇଁ ଅନେକ ଲୋକମୁଖୀ କାର୍ଯ୍ୟର ଶୁଭାରମ୍ଭ…

ରାଉରକେଲା : ରାଉରକେଲା ଜନସାଧାରଣ ଏବଂ ବ୍ୟବସାଇ ମାନଙ୍କର ଅଧିକରୁ ଅଧିକ ସୁବିଧା ପାଇଁ ଆରଏମସି ତରଫରୁ,ଏସଟିଆଇ ଗଣେଶ ମାର୍କେଟ ନିକଟରେ ପାଖାପାଖି ଚାରି କୋଟି ଟଙ୍କା ବ୍ୟୟରେ ତ୍ରୀସ୍ତରୀୟ ବିଲ୍ଦିଙ୍ଗ (ଦୋକାନ ଗୃହ ପାଇଁ),ଏବଂ ସେଇଭଳି ଭାବେ ବାସନ୍ତିକଲୋନୀ ଜଗନ୍ନାଥ ମନ୍ଦିର ନିକଟରେ…

ଫୁଲବାଣୀର ରାଜା ମାର୍କେଟର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ:-ଫୁଲବାଣୀ ରାଜା ମାର୍କେଟ କମିଟିର ନିର୍ବାଚନ ମାର୍କେଟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ରାଜା ମାର୍କେଟ କମିଟିର ପରାମର୍ଶଦାତା ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା।ତାପରେ ସଭାପତିତ୍ୱ…

କୁମାରୀ କତା ଗୌଡ଼ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ଗୌଡ଼ ସମାଜ…

ପୋଲିସ ର ତଦନ୍ତ କୁ ନେଇ ସନ୍ଦେହ..! ପୋଲିସ ଛତ୍ରଛାୟାତଳେ ମୁଖ୍ୟ ଆସାମୀ...! ଉମରକୋଟ : ଗତ ଜୁଲାଇ ୧୯ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ କୁମାରୀ କତା ଗୌଡ଼ ଫାଶୀ ହୋଇଥିବା ଖବର ପଛର ଅନେକ କାରଣ କୁ ନେଇ ଅନେକ ତଥ୍ୟ ପୁଲିସ ତଦନ୍ତରୁ ପଦାକୁ ଆସିଛି | ସୂଚନା ଥାଉକି ଘଟଣା ଅନୁଯାୟୀ ହଳଦୀ…