Browsing Category

ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଖସଡା ଉପସ୍ଥାପନ…

ଛତ୍ରପୁର : ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଖସଡା ଉପସ୍ଥାପନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲାରେ କୌଣସି ବି ଶିଶୁ ଯେପରି…

ଯୁବ ବିଜେଡ଼ି ନେତାଙ୍କ ବିୟୋଗ : ଅଞ୍ଚଳରେ ଶୋକର ଛାୟା…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଯୁବ ଵିଜେଡି ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୌଡଙ୍କ ୩୮ ବର୍ଷ ବୟସରେ ଵୁଧବାର ଚିକିତ୍ସାଧୀନ ଅବସ୍ଥାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ହିଞ୍ଜିଳିକାଟୁ ବିଜେଡି ଓ ଯୁବ ମହଲରେ ଶୋକର ଛାୟା…

ଲଗାଣ ବର୍ଷାରେ ସ୍ୱାଭିମାନ ଅଂଚଳର ଲୋକଙ୍କ ବଢିଛି ଦୁର୍ଦଶା : ଚିକିତ୍ସା ଓ ଖାଦ୍ୟ ସାଜିଛି ବାଧକ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ବାଭିମାନ ଅଂଚଳ ଆଜି ବି ଏକ ପ୍ରକାର ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଲୋକେ ସେହି ଅଂଚଳରେ ଅତି ଶୋଚନୀୟ ଜୀବନ ଯାପନ କରୁଛନ୍ତି।ଏବେ ଜିଲ୍ଲାର ସବୁଠାରୁ ବେଶୀ ବର୍ଷା ସ୍ବାଭିମାନ ଅଂଚଳରେ ହେଉଥିବା ଦେଖିବାକୁ ମିଳିଛି। ଲଗାଣ…

ବର୍ଦ୍ଧିତ ଘର ଟିକସ ଆଦାୟ ଓ ଖଲିକୋଟ କଲେଜର ଇତିହାସକୁ ବିକୃତ କରିବା ବନ୍ଦ କର.. !

ନାମଫଳକ ପୂର୍ବବତ ନ ରଖିଲେ କଲେଜ ଆଗରେ କଂଗ୍ରେସ ଦଳ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ କରିବ ସତ୍ୟାଗ୍ରହ...! ବ୍ରହ୍ମପୁର : ବ୍ରହ୍ମପୁର ପୌର ନିଗମ ଥରକୁଥର ବର୍ଦ୍ଧିତ ହାରରେ ଘର ଟିକସ ଆଦାୟ କରି ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ୟମ କରୁଛନ୍ତି। ଗତ ତିନି ବର୍ଷ ଧରି ଏହି ଅଭ୍ୟାସ…

ଆର୍ମୀ ପବ୍ଲିକ୍ ସ୍କୁଲ୍ ଆନୁକୂଲ୍ୟରେ ପାଳିତ ହୋଇଛି କାର୍ଗିଲ ବିଜୟ ଦିବସ…

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବହୁ ପୁରାତନ ଗୋପାଳପୁର ମିଲିଟାରୀ ଷ୍ଟେସନ୍ ଅଧିନସ୍ଥ ଆର୍ମୀ ପାବ୍ଲିକ୍ ସ୍କୁଲ୍ ଠାରେ ବହୁ ଆଡମ୍ବର ସହକାରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ୍ ଶ୍ରୀ ପ୍ରଦୀପ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ବରିଷ୍ଠ ଭେଷଜ ଡାକ୍ତର ତ୍ରିନାଥ ପଣ୍ଡାଙ୍କ ଦେହାନ୍ତ

ଚିକିଟି : ଚିକିଟି ପେଣ୍ଠସ୍ଥିତ ଅଭିଜ୍ଞ ବରିଷ୍ଠ ଭେଷଜ ଡାକ୍ତର ତ୍ରିନାଥ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଗତ କାରଣ ରୁ ୭୫ବର୍ଷ ବୟସରେ ସୋମବାର ରାତ୍ରିରେ ଦେହାନ୍ତ ହୋଇଯାଇଛି । ସେଜଣେ ମେଳାପୀ ମିଷ୍ଟଭାଷୀ ସଚ୍ଚୋଟ ଓ ଆଦର୍ଶ ଡାକ୍ତର ଭାବେ ସାରା ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ…

ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ମାଡ଼ ମାମଲା : ଏସ.ଡି.ପି.ଓ ନାଁ ରେ ରୁଜୁ ହେଲା ଦୁଇଟି ମାମଲା

ମାଲକାନଗିରି : ମାଲକାନଗିରି RAC13 ଗ୍ରାମରେ ରାତିଅଧିଆ ଗଞ୍ଜେଇ ଜବତ ବେଳେ ଦୁଇ ମହିଳାଙ୍କୁ ମାଡ଼ ସହ ଦୁର୍ବ୍ୟବହାର କୁ ନେଇ ବିବାଦିୟ ହୋଇ ପଡ଼ିଥିବା ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦ୍ବିବେଦୀଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ ଦୁଇଟି ଏତଲା ରୁଜୁ ହେଇଛି । ଜି.ଆର. କେସ୍ ନମ୍ବର ୪୬୮ ଓ…

ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ମାଲକାନଗିରି : ମାଲକାନଗିରି ଆଜି ଆସନ୍ତା ଅଗଷ୍ଟ ୧୫ ପାଇଁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଦର ମହକୁମା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇ ଯାଇଛି ।…

୮ ମୋବାଇଲ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ (୨୬।୭) : ହିଞ୍ଜିଳିକାଟୁ ସିନେମା ହଲ ଛକ ମୁନା ମୋବାଇଲ ଦୋକାନ ରୁ ଗତ ମଇ ମାସରେ ହୋଇଥିବା ଚୋରି ଘଟଣାରେ ହିଞ୍ଜିଳି ପୋଲିସ୍ କୁ ସଫଳତା ମିଳିଛି । ଘଟଣାର ତଦନ୍ତ କରି ପୋଲିସ ବୁରୁପୋଡା ଗ୍ରାମ ର ବବୁଲ ଦଳାଇ କୁ ଗିରଫ କରିଛି । ଖବର ଅନୁଯାୟୀ ଗତ ମଇ ମାସ ୧୧ତାରିଖ ରାତ୍ରିରେ…

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଭୁକ୍ତ ୬୨ଟି କୃଷି ସେବା କେନ୍ଦ୍ରଗୁଡିକୁ ଉପକରଣ ବଣ୍ଟନ

ଛତ୍ରପୁର (୨୬/୦୭) : ମିଶନ ଶକ୍ତି ବିଭାଗର ଓଡ଼ିଶା ଜୀବିକା ମିଶନ ପ୍ରୟାସରେ ଗଞ୍ଜାମ ଜିଲ୍ଲାର ୬୨ ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ୱାରା ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ କୃଷି ସେବାକେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଟ୍ରାକ୍ଟର, ରୋଟାଭେଟର, ପାୱାର ଟିଲର, ପାୱାର…