Browsing Category

ଆଞ୍ଚଳିକ

ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଜଳାଭିଷେକ କଲେ ମାନସିକଧାରୀ

ମାଲକାନଗିରି : ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠ ବାବା ମଲ୍ଲିକେଶ୍ୱର,ବିଶ୍ୱେଶ୍ୱର,ରକୁଣେଶ୍ୱର ପୀଠରେ ବୋଲ୍ ବମ୍ ଭକ୍ତଙ୍କ ଭିଡ଼ ଲାଗିଛି । ପ୍ରାୟ ଏକ ମାସଧରି ପାଳିତ ହେଉଥିବା ଶ୍ରାବଣ ମାସରେ ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟରୁ ବୋଲବମ୍…

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣୀ

ଭଞ୍ଜନଗର (୨୫/୦୭) : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ…

ବ୍ରହ୍ମହପୁର ସେଲେସରିପ୍ରେଜେଣ୍ଟେଟିଭ ୧୦ତମ ସମ୍ମିଳନୀ

ବ୍ରହ୍ମପୁର : ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଓଡିଶା ସେଲେସ ରିପ୍ରେଜେଣ୍ଟିଭ ସଂଘର ୧୦ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ଭେଷଜ ବିସେସଜ୍ଞ ଡାକ୍ତର ନିହାର ରଞ୍ଜନ ଯୋଗଦେଇ ସଙ୍ଘର କର୍ମକର୍ତ୍ତା ମାନଙ୍କୁ ଉଚ୍ଚାହିତ କରିଥିଲେ |…

ଜନ ଶୁଣାଣି ବେଳେ ଅଘଟଣ : ଜିଲାପାଳ,ଏସ୍‌ପିଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର : ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି ସର୍ବଣା…

କଲିକତାରେ ଅନୁଷ୍ଠିତ କିକ ବକ୍ସିଂରେ କନ୍ଧମାଳ ଜିଲ୍ଲାର ମୁକେଶ ଦିଗାଲ ବ୍ରୋଞ୍ଜ ପଦକ ଆଣିଲେ

ଫୁଲବାଣୀ : କନ୍ଧମାଳରୁ ଜୁଲାଇ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କୋଲକାତାରେ ଅନୁଷ୍ଠିତ ହେଇଥିବା ୱାକୋ ଇଣ୍ଡିଆ ଚିଲଡ୍ରେନ କ୍ୟାଡ଼େଟ ଏବଂ ଜୁନିଅର ନେସନାଲ କିକ ବକ୍ସିଂ ଚମ୍ପିୟାନ ସିପରେ ଭାଗ ନେବା ପାଇଁ କନ୍ଧମାଳ ଜିଲ୍ଲାରୁ କିକ ବକ୍ସିଂ ଆସୋସିଏସନ ତରଫରୁ ମୁଖ୍ୟ କୋଚ ତଥା ସାଧାରଣ…

କୋଷାଗୁମୁଡ଼ାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର (୨୫/୭) : କୋଷାଗୁମୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୪ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ…

ଲୋକାଲ ବାଲିର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ଟ୍ରାକ୍ଟର ସଙ୍ଘ ରାଲି ଓ ବିକ୍ଷୋଭ

ଫୁଲବାଣୀ : ସୋମବାର ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ଠାରୁ କନ୍ଧମାଳ ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ।ପରେ ପରେ ୧୧ ଦଫା ଦାବି ବିଶିଷ୍ଟ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ : ବଡ଼ଗାଁ ବ୍ଲକ କାର୍ଯ୍ୟାଳୟଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ଼ ଏସପି ସାଗରିକା ନାଥ…

ଜନ ଆରୋଗ୍ୟ ସମିତି ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଘାଟିତ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ର କୁକୁଡାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ କେ. ଏସ. ନଗର ଠାରେ ଗୋଷ୍ଠୀ ପ୍ରକ୍ରିୟା ସାଧନ କେନ୍ଦ୍ର ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ସହାୟତା ଓ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ର ସହଯୋଗ ରେ ଜନ ଆରୋଗ୍ୟ ସମିତି ର ଦକ୍ଷତା ବୃଦ୍ଧି ତାଲିମ ଶିବିର…

ଶିକ୍ଷକ ମରୁଡି : ଶିକ୍ଷକ ନିଯୁକ୍ତି ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…

ବ୍ରହ୍ମପୁର : ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସଜାଡ଼ିବା ସହ ସରକାରୀ ସ୍କୁଲ ଗୁଡିକରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦାବି କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଗଞ୍ଜାମ ଜିଲ୍ଲାରେ ଶିକ୍ଷକଙ୍କ ଅଭାବ ଯୋଗୁଁ ଶିକ୍ଷା ଦାନ ପ୍ରକ୍ରିୟା ସମ୍ପୂର୍ଣ ଭାବେ ଧ୍ବଂସ ପାଇଛି l ବର୍ତମାନ…