Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବାକୁ ଜିଲ୍ଲା ପ୍ରଶାସନର କଡା ନିର୍ଦ୍ଦେଶ
ଛତ୍ରପୁର (୨୨/୦୭) : ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ରହିଥିବା ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ସକାଶେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କଡା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିଶେଷ କରି ଜଙ୍ଗଲ ଜମି ଅଞ୍ଚଳରେ ରହୁଥିବା ସୈରାତ୍ ଉତ୍ସ ଗୁଡିକର ଚୋରା ଚାଲାଣ କେମିତି ହେବ ନାହିଁ ସେଥି!-->…
ଏଡସ ରୋଗର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି(୨୨/୦୭) : ମାଲକାନଗିରି ମହାବିଦ୍ୟାଳୟରେ ରେଡ ରିବନ କ୍ଲବ ଦ୍ୱାରା ଏଡସ ରୋଗର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ରେଡକ୍ରସ ଏବଂ ସି.ଆଇ.ଏନ.ଆର ର ମିଳିତ ଉଦ୍ୟମରେ କରାଯାଇଥିଲା । ଏହି ସଭାରେ!-->…
ଗଣମାଧ୍ୟମ ପ୍ରଭାବ, କୂଅରୁ ଔଷଧ ଉଭାନ
ଫୁଲବାଣୀ(୨୨/୦୭) : ସରକାର ଗ୍ରାମାଞ୍ଚଳର ଗରିବ ରୋଗୀଙ୍କୁ ନିରାମୟ ଯୋଜନା ରେ ମାଗଣା ଔଷଧ ଦେଉଛନ୍ତି ହେଲେ ସେହି ଔଷଧ ରୋଗୀଙ୍କୁ ନଦେଇ ନିଜେ ରଖୁଥିବା ଔଷଧକୁ ଏହା ଭଲ କହି ଲୋକଙ୍କୁ ଶୋଷଣ ସରକାରୀ ଔଷଧ ରଖି ପରେ ଏକ୍ସପାଇର ଦେଖାଇ ଓ ଏହାସହିତ ଏକ୍ସପାଇର ହୋଇ ନ ଥିବା ଔଷଧକୁ ଶେଷରେ କୂଅ!-->…
ଗଞ୍ଜାମ ଜିଲ୍ଲା ବିଜପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଉତ୍ସବ ପାଳନ
ବ୍ରହ୍ମପୁର : ଓଡ଼ିଶା ମାଟିର ଝିଅ, ଆମ ସମସ୍ତଙ୍କର ଗର୍ବ ଓ ଗୌରବ ମାନନୀୟା ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେଇଛନ୍ତି । ଶ୍ରୀମତି ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ!-->…
ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ କନ୍ଧମାଳ ବିଜେଡି ଓ ବିଜେପି ଖୁସି ବ୍ୟକ୍ତ କଲେ
ଫୁଲବାଣୀ : ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟୀରେ କନ୍ଧମାଳ ବିଜେଡି ଖୁସି ବ୍ୟକ୍ତ କରିବାସହ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।ଆଜି ସନ୍ଧ୍ୟାରେ ଜିଲା!-->…
ଶ୍ମଶାନ ସୀମା ନିର୍ଦ୍ଧାରଣ ଓ ନଳକୂପ ଖନନ ପାଇଁ ଦାବୀପତ୍ର
ପାତ୍ରପୁର : ପାତ୍ରପୁର ଗ୍ରାମରେ ଥିବା ସମସ୍ତ ଶ୍ମଶାନର ସୀମା ନିର୍ଦ୍ଧାରଣ ଓ ଶ୍ମଶାନରେ ନଳକୂପ ଖନନ ପାଇଁ ଗୁରୁବାର ପାତ୍ରପୁର ଗ୍ରାମର ଯୁବ ଗୋଷ୍ଠୀ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ଓ ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର!-->…
ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କଲେ ମାଲକାନଗିରି ବିଜୁ ଜନତା ଦଳ କର୍ମୀ
ମାଲକାନଗିରି,୨୧।୭: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ବିଜୟ ଉତ୍ସବ ପାଳନ କରଯାଇଥିଲା । ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନଗର ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା!-->…
ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବୃକ୍ଷରୋପଣ
ଭଞ୍ଜନଗର : ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ବିଶିଷ୍ଟ ସମାଜ ସେବୀ ଶୂଳପାଣି ଶତପଥୀ, ବନପାଳ !-->…
ନିର୍ମାଣାଧୀନ ବ୍ରିଜର ଛାତ ଭୁଷୁଡି ଜଣେ ଶ୍ରମିକ ମୃତ
ମାଲକାନଗିରି(୨୧।୭) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଏହି ବ୍ରିଜର ସେଣ୍ଟ୍ରିଂ ଛାତ ହଠାତ୍ ଭୁଷୁଡି ପଡିବା ଯୋଗୁଁ ଜଣେ ଯୁବକ ସେହି ସେଣ୍ଟ୍ରିଂ ତଳେ ଚାପି ହୋଇ ଗୁରୁତର!-->…
ଛାତ୍ରୀଙ୍କୁ ଗୁରୁଛାତ୍ର କଲ୍ୟାଣପାଣ୍ଠିରୁ ସହାୟତା
ପାତ୍ରପୁର : ପାତ୍ରପୁର ବ୍ଳକ ରାଙ୍କୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ବଡମୁଣ୍ଡି ଗତକିଛି ଦିନ ହେବ ଅସୁସ୍ଥ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ରୋଗ ଗୁରୁତର ହେବାକୁ ଲାଗିଲା। ପାତ୍ରପୁର ଅଞ୍ଚଳର କେତେକ!-->…