Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲକାନଗିରି ଜିଲ୍ଲାରେ ଜୀବିକା, କୋରାପୁଟ ଜିଲ୍ଲାରେ ବସବାସ
ମାଲକାନଗିରି : ମାଥିଲି ଅଞ୍ଚଳରେ ଛିଡୁନି ସିମବିବାଦ କୋରାପୁଟ ଜିଲ୍ଲା ରେ ବସବାସ, ଏବଂ ଜିଲ୍ଲା ମାନ୍ୟତା ବି ପାଉଛନ୍ତି କୋରାପୁଟ ,କିନ୍ତୁ ହାତେଇଛନ୍ତି ମାଲକାନଗିରି ଜିଲ୍ଲା ର ସୁବିଧା ସୁଯୋଗ । ଏ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଞ୍ଚଳବାସୀ ଚେଷ୍ଟା କରୁଥିଲେ ମଧ୍ୟ ଅଦ୍ୟାବଧି ତାହା!-->…
ନାବାଳିକାକୁ କାର୍ ଭିତରେ ବଳାତ୍କାର କରିଥିବା ଅଭିଯୋଗ : ଘଟଣା ପରେ ଅଭିଯୁକ୍ତ ଫେରାର
ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ!-->…
ମହାନଗରରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଟେଣ୍ଡର ଆହ୍ବାନ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ଉଦ୍ୟମରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ପାଇଁ ଡେପୁଟି କମିଶନର ତଥା ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଆଶୀର୍ବାଦ ପରିଡ଼ାଙ୍କ ସଭାପତିତ୍ୱରେ ମହାନଗର ନିଗମ ସମ୍ବିଳିନୀ କକ୍ଷରେ ଏକ ବୈଠକ ଶନିବାର ଦିନ!-->…
୫୪୦୦୧ ଟଙ୍କାରେ ନିଲାମ ହେଲା ତେଲୁଗୁ ସାହି ଗଣେଶ ପୂଜା ଭୋଗ ଲଡୁ…
ମାଲକାନଗିରି,୫।୯ ମାଲକାନଗିରି ଜିଲ୍ଲା ସଦରରେ ଥିବା ତେଲୁଗୁ ସାହିରେ ସ୍ଥାନୀୟ ୟୁଥ କ୍ଲବ୍ ତରଫରୁ ଗଣେଶ ପୂଜା ବେସ ଧୁମ୍ ଧାମ୍ ରେ ପାଲନ ହେବା ପରେ ଆଜି ଭଷାଣିରେ ବିଶେଷ ଆକର୍ଷଣ ଥିଲା ଶ୍ରୀ ଗଣେଷଙ୍କ ନିକଟରେ ଭୋଗ ଲାଗିଥିବା ୧୧କିଲୋଗ୍ରାମର ଲଡ଼ୁ। ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଲଡ଼ୁର!-->…
ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ପରିବାର…
ଚିକିଟୀ :ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ଶାନ୍ତି ନଗର ସାହି ନରି ସାହୁଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ। ସୂଚନା ପ୍ରକାରେ ଆଜି ସନ୍ଧ୍ୟାରେ ଚିକିଟୀ ପେଣ୍ଠ ଶାନ୍ତି ନଗର ସାହିର ନରି ସାହୁ ଙ୍କ ଘରେ ରୋଷେଇ ସମୟରେ ଗ୍ୟାସ ସରିଯିବା ଫଳରେ ନୂଆ ଗ୍ୟାସ!-->…
ପିଷ୍ଟା ସଂଗଠନ ପକ୍ଷରୁ ଗୁରୁଦିବସ ପାଳିତ…
କୋଟପାଡ଼:05/09/2025 - କୋଟପାଡ଼ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା) ପକ୍ଷରୁ ଗୁରୁଦିବସ କୋଟପାଡ଼ ସ୍ଥିତ ପିଷ୍ଟା କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।ଏହି ଅବସରରେ ସଂଘ ସଭାପତି ସନ୍ତୋଷ କୁମାର ଦୁର୍ବେ ସଭାପତିତ୍ବ କରିଥିଲାବେଳେ ସଂଘର କର୍ମକର୍ତ୍ତାମାନେ ଦେଶର!-->…
ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ଙ୍କୁ ସମ୍ୱର୍ଦ୍ଧନା…
ମାଲକାନଗିରି:- ତା:୫/୯/ ୨୦୨୫ :ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲା ବର୍ଗ ରେ ଚୟନ ହୋଇ ଥିବା ଶ୍ରେଷ୍ଠ ଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ପ୍ରଶାସନ!-->…
କୋରାପୁଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି ଟିପିଏସ୍ଓଡିଏଲ୍
ନୂତନ ୩୩ କେଭି ଲାଇନ ଓ ଟ୍ରାନ୍ସଫର୍ମର ଯୋଗେ ଉତ୍ସର୍ଗୀକୃତ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା
ବ୍ରହ୍ମପୁର : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ୍ ପାଇଁ ୫୦୦ କେଭି କ୍ଷମତା ବିଶିଷ୍ଟ ବିତରଣ ଟ୍ରାନ୍ସଫର୍ମର ସହ!-->!-->!-->…
ରଘୁନାଥ ଜୀଉଙ୍କ ଭୂସମ୍ପତ୍ତି ଜବରଦଖଲ ଉଚ୍ଛେଦ ପାଇଁ ଦାବି
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ଭୂସମ୍ପତ୍ତି ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବା ପାଇଁ ସୁଶାନ୍ତ କୁମାର ସାହୁ, ପ୍ରତାପ କୁମାର ଦାସ, ତପନ କୁମାର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନ ସମେତ ୨୦ ଜଣ ରୁ ଉର୍ଦ୍ଧ୍ବ ଅଭିଯୋଗକାରୀ ମନ୍ଦିର ପରିଚାଳକଙ୍କ ଜରିଆରେ ନୟାଗଡ଼!-->…
ଜଗା ଦର୍ଶନ କରିବା ଇଚ୍ଛା ଇଚ୍ଛାରେ ରହିଗଲା, ଅଧା ବାଟରେ ଚାଲିଗଲା ଜୀବନ
ଚିକିଟୀ : ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ରେ ଘଟିଛି ଏକ ଅଭାବନୀୟ ଘଟଣା। ସୂଚନା ପ୍ରକାରେ ଆଜି ପ୍ରାତଃ ଆଠଟା ବେଳେ ଚିକିଟୀ ପେଣ୍ଠ ବସ ଷ୍ଟାଣ୍ଡ ସାମ୍ନା ମୁଖ୍ୟ ରାସ୍ତାରେ ଏକ ସାର ବୋଝେଇ ଟ୍ରାକ୍ଟର ଧକ୍କା ରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର!-->…