Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଷଧର ସାପ କାମୁଡାରେ ଯୁବକର ମୃତ୍ୟ
ଭଞ୍ଜନଗର : ବିଷଧର ସାପ କାମୁଡାରେ ଯୁବକର ମୃତ୍ୟୁ । ଏମିତିଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ । ମୃତ ଯୁବକ ବଳରାମ ଜେନା(୩୦) । ଏହି ଘଟଣା ଶୁକ୍ରବାର ଅପରାହ୍ନ ରେ ଘଟିଛି। ଖବର ନେବାରେ ଜଣାପଡିଛି , ବଳରାମ ନିଜ ଘର ସଫା କରୁଥିବା ସମୟରେ ଘରର!-->…
ପରକିୟା ପ୍ରୀତିର କରୁଣ ପରିଣତି, ଚଳନ୍ତା ଟ୍ରେନରେ ସ୍ତ୍ରୀର ପ୍ରେମିକକୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ
ଛତ୍ରପୁର: ପରକୀୟା ପ୍ରିତିର କରୁଣ ପରିଣତି l ନିଜ ସ୍ତ୍ରୀ ସହ ଜୈନେକ ଯୁବକଙ୍କ ଅନୈତିକ ସମ୍ପର୍କ ସହ୍ୟ କରିପାରିନଥିଲେ ସ୍ୱାମୀ । ଫଳରେ ବ୍ୟାଗ ଭିତରେ ରଖିଥିବା ଛୁରୀ ବାହାର କରି ଚଳତା ଟ୍ରେନ ମଧ୍ୟରେ ଉକ୍ତ ଯୁବକକୁ ଭୂସୀ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର!-->!-->!-->…
ଶାଗୁଆନ କାଠ ସହ ପିକ୍ଅପ ଜବତ…
ଉମରକୋଟ (୧୫/୦୭) : ରାଇଘର ବନ ବିଭାଗ କୁ ମିଳିଛି ଏକ ବଡ଼ ସଫଳତା | ଗତକାଲି ଵିଲୋମ୍ବିତ ରାତି ରେ ନବରଙ୍ଗପୁର ଜିଲ୍ଲା ରାଇଘର ରେଞ୍ଜର ଙ୍କ ନେତୃତ୍ୱ ରେ ଏକ ଟିମ ପାଟ୍ରୋଲିଂ କରିବା ସମୟରେ କୁସୁମପୁର ପଟରୁ ଆସୁଥିବା ଏକ ପିକ ଅପ ଗାଡି ନଂ OR 24B 1959 ଜେଲଗୁଡା ଠାରେ ଦେଖି ବନ ବିଭାଗ!-->…
ଜିିଲ୍ଲା ଆଇନଜୀବୀ ସଂଘ ତରଫରୁ ଦୁଇ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା
ନବରଙ୍ଗପୁର : ନବରଙ୍ଗପୁର ଅଦାଲତ ର ରେଜିଷ୍ଟ୍ରାର ତଥା ସହକାରୀ ଦୌରାଜଜ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଓ ଏସ୍. ଡି. ଜେ. ଏମ୍. ଶ୍ରୀ ପ୍ରିୟରଞ୍ଜନ ଓଝା ଙ୍କ ବଦଳି ଅବସରରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଂଘ ସଭାପତି ନରସିଂହ ନାଥ!-->!-->!-->!-->!-->…
ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ
ମାଲକାନଗିରି : ସଶକ୍ତ ପଞ୍ଚାୟତିରାଜ୍ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଦୁଇ ସପ୍ତାହ ଧରି ପର୍ଯ୍ୟାୟ କ୍ରମେ ଚାଲିଥିବା ଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ସମାପ୍ତ ହୋଇ ଯାଇଛି। ପ୍ରଥମ!-->…
ଯୋଗ ବିଜ୍ଞାନ ଓ ସମାଜ ମଙ୍ଗଳ ସମିତି ପକ୍ଷରୁ ଵୃକ୍ଷ ରୋପଣ
ଚିକିଟି : ଚିକିଟି ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ୠଷିଦଲଦୀ ପାହାଡ଼ ନିକଟସ୍ଥ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମାଜ ନେତୃତ୍ୱରେ ଔଷଧୀୟ ବୃକ୍ଷ ସାଙ୍ଗକୁ ୩୦୦ସହରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତି ର ବୃକ୍ଷ ରୋପଣ କରି ଅସନ୍ତୁଳନ!-->…
ଆସନ୍ତା ୧୫ରେ ଏନସିଏସସିଡିଏ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ମେଳା
ସୁନ୍ଦରଗଡ଼/ ଭୁବନେଶ୍ୱର : ଉଭୟ ଦିବ୍ୟାଙ୍ଗ ଏବଂ ଅଣ ଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କ ଲାଗି ଭୁବନେଶ୍ବରସ୍ଥିତ ଏନସିଏସସିଡିଏ (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା ଅୟୋଜନ କରାଯିବ । ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ!-->…
ଭ୍ରମରବାଡି ପଞ୍ଚାୟତ ମହକୁମା ରାସ୍ତା ପାଲଟିଛି ମରଣ ଯନ୍ତା
ଦାରିଙ୍ଗବାଡି, (୧୫/୭) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ମହକୁମାକୁ ଗ୍ରାମ୍ୟ ଉନ୍ନୟ (ଆରଡି) ବିଭାଗ ରାସ୍ତା ରହିଛି। ବ୍ଲକ ମହକୁମା ଠାରୁ ଏହି ପଞ୍ଚାୟତ ମହକୁମାର ଦୂରତା ପ୍ରାୟ୧୫ କି.ମି । ଆରଡି ବିଭାଗର ରକ୍ଷଣବେକ୍ଷଣ ଅଭାବରୁ ପ୍ରାୟ ପାଞ୍ଚ!-->…
ନାଟକ ହେବ ଅପସଂସ୍କୃତି ରହିତ : ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ
ବ୍ରହ୍ମପୁର, (୧୫/୦୭) : ମା' କୁରେଈଶୁଣୀ ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ସ୍ଥାନୀୟ ଭାଲିଆଗଡ ବିଶ୍ଵକର୍ମା ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଏଣିକି ଲୋକ ନାଟକ ଅପସଂସ୍କୃତି ବିହୀନ ପରିବେଷଣ ହେବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସଂଘ ଉପଦେଷ୍ଟା ସୀମାନ୍ତ ନଟରାଜ ଡ଼ା!-->…
ବିଶ୍ୱ ଯୁବଦକ୍ଷତା ଦିବସ ପାଲିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର!-->…