Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବରିଷ୍ଠ ଓକିଲ ତଥା ସମାଜସେବୀ ବୁଲିୟନଙ୍କ ହୃଦଘାତରେ ପରଲୋକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟାନ ନାୟକଙ୍କ ଶୁକ୍ରବାର ସକାଳୁ ହୃଦଘାତରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା l ବୁଲିୟାନଙ୍କ ଅକାଳ ମୃତ୍ୟୁରେ ଜି. ଉଦୟଗିରି ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି!-->…
ଗୋଟିଏ ଯୁଇରେ ଜଳିଲା ମା ଓ ଝିଅର ମରଶରୀର
ଫୁଲବାଣୀ : ଗୋଟିଏ ଯୁଇରେ ଜଳିଲା ମା ଓ ଝିଅର ମରଶରୀର | ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ ଗତକାଲି ଅପରାହ୍ନ ସମୟରେ ଫୁଲବାଣୀ ତ୍ରିଦେବ ନଗରରେ ବାସ କରୁଥିବା ବ୍ରଜବନ୍ଧୁ ମାଝୀଙ୍କ ଘର କାନ୍ଥ ପଡିଯିବାରୁ ପରିବାର ୪ ଜଣ ଚାପି ହୋଇ ରହିଯାଇଥିଲେ ଘଟଣା ସ୍ଥଳରେ!-->…
କଳିଙ୍ଗ ଟିଭିର ପ୍ରତିଷ୍ଠା ଦିବସ
ବ୍ରହ୍ମପୁର : ମିଡ଼ିଆ ଜଗତରେ ତଥା ଲୋକଙ୍କ ମହଲରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା କଳିଙ୍ଗ ଟିଭିର ଆଜି ହେଉଛି ଅଷ୍ଟମ ସ୍ୱନକ୍ଷତ୍ର ଦିବସ । ୨୦୧୫ ମସିହା ଆଜିର ଦିନରେ କିଟ୍ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଏହା ଜନ୍ମ!-->…
ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସାଙ୍ଗଠନିକ ବୈଠକ
ବ୍ରହ୍ମପୁର (୧୫/୦୭) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ବାଲାଜୀ ପେଣ୍ଠ ସାହି ସ୍ଥିତ ମଞ୍ଚଜ୍ୟୋତି କାର୍ଯ୍ୟାଳୟ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅପରାହ୍ନ ଚାରି ଘଟିକାରେ ସଂଘ!-->…
ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ଗିରଫ
ବ୍ରହ୍ମପୁର : ଜଣେ ଆଳୁ ପିଆଜ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୦ ହାଜର ଟଙ୍କା ଦାଦାବଟି ମାଗିବା ସହ ମାଡ ମାରିବା ଅଭିଯୋଗ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୁଲିସ ଥାନା କେସ ନଂ ୩୦୧/୨୨ରେ ଏକ ମାମଲା ରୁଜୁ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ!-->…
ବ୍ରାହ୍ମଣୀଗାଁରେ ବିଏସଏନଏଲ ସେବା ଠପ, ସାଧାରଣ ଜନତା ହନ୍ତସନ୍ତ
ଦାରିଙ୍ଗବାଡ଼ି, (୧୫/୦୭) : ଡିଜିଟାଲ ଇଣ୍ଡିଆର ନାରା ବାଜି ଦିଆ ଯାଉଥିବା ବେଳେ ବ୍ରାହ୍ମଣୀଗାଁ ଅଞ୍ଚଳ ଏହି ସେବା ପାଇବାରୁ ବହୁ ପଛରେ ରହିଛି। ଏକ ମାତ୍ର ବିଏସଏନଏଲ ନେଟ ୱାର୍କ ସେବା ରହିଛି ସତ ହେଲେ ଦିନେ ଚାଲିଲେ ୫ଦିନ ବନ୍ଦ ରହୁଛି। କରେଣ୍ଟ ନାହିଁତ ନେଟୱାର୍କ ନାହିଁ। କୋଭିଡ ପରଠାରୁ!-->…
ଟ୍ରକର ଗୁପ୍ତ ଚାମ୍ବର ଭିତରେ ଗଞ୍ଜେଇ ଚାଲାଣ ବେଳେ ଜବତ, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ
ଚିତ୍ରକୋଣ୍ଡା (୧୪/୦୭) : ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଠାରୁ ମିଳିଥିବା ସୂଚନା ଅନୁଯାଇ ଗଲା କାଲି ଚିତ୍ରକୋଣ୍ଡା ଏସଆଇ ଏକେ ପରିଡ଼ା ପାଟ୍ରୋଲିଙ୍ଗ କରୁଥିବା ସମୟରେ ଇସାର ଛକ ନିକଟରୁ ଏକ ଆଇଚର ଟ୍ରକର ଗୁପ୍ତ ଚାମ୍ବର ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ରଖି ଚାଲାଣ!-->…
ଢ଼ାବା ହୋଟେଲ ଚଢାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ମାଲିକ ଗିରଫ
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା ଗ୍ରାମ ବଜାର ନିକଟରେ ଥିବା ଏକ ଢ଼ାବା ହୋଟେଲ ଉପରେ ପୋଲିସ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ମାଲିକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ଫାସିଗୁଡ଼ା ଗ୍ରାମର ପଞ୍ଚାନନ ପ୍ରଧାନ!-->…
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଗାଡି ଚାଳକ ଗିରଫ
ବ୍ରହ୍ମପୁର : ଆଜି ଗୋଟିଏ କଣ୍ଟେନର ରେ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଳନ ହେଉଥିବା ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଗାଡି ଚାଳକ କୁ ଗିରଫ କରିଛି | ସୂଚନା ପ୍ରକାରେ ଆଜି ଭୋର ରେ ଗୋଟିଏ କଣ୍ଟେନୋର ରେ ଗଞ୍ଜେଇ ଚୋରା ଚାଲନ!-->…
ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର : ଉତ୍କଳ ଭୂମି ଭୂମାର ବାଣୀପୀଠ, ଜ୍ଞାନର ସମୁଦ୍ର, ବିଦ୍ୟାର ଭଣ୍ଡାର ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ସେଇ ବିଦ୍ୟାର ଭଣ୍ଡାରରେ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦ୍ୱାରା, ଲେଖକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ " ସମ୍ବିଧାନର ଜନକ ବାବାସାହେବ!-->…