Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନାରୀ ସୁରକ୍ଷା ପାଇଁ ସବୁ ବେଳେ ଲଢ଼ିଛି ଆଉ ସବୁ ବେଳେ ଲଢ଼ିବି : ସୁଭଦ୍ରା ଶୁକ୍ଳା
ବ୍ରହ୍ମପୁର : ଭୁବନେଶ୍ୱରସ୍ଥିତ ବିଜେବି କଲେଜର ରାଗିଙ୍ଗ ରେ ମୃତ ଛାତ୍ରୀ ରୁଚିକା ମହାନ୍ତି କୁ ନ୍ୟାୟ ଦେବା ଦାବିନେଇ ଯେଉଁ ପରି ଭାବରେ ରୁଚିକା ଙ୍କ ମାଆ ଏବଂ ତାଙ୍କ ଭଉଣୀ କୁ ପୋଲିସ ଉଠାଇ ନେଇଯାଇଥିଲେ ସେଇ ଘଟଣା ର ନ୍ୟାୟ ପାଇଁ ପ୍ରଗତିଶୀଳ ଉତ୍କଳସମାଜ ତରଫରୁ ଦକ୍ଷିଣାଞ୍ଚଳ ଡିଆଇଜି!-->…
ବନ ମହୋତ୍ସବ ଉପଲକ୍ଷେ ଚାରା ରୋପଣ
କାଲିମେଳା ବ୍ଲକ ଏମ ଭି - ୭୯ ଡ. ଶ୍ୟାମ ପ୍ରସାଦ ଡିଗ୍ରୀ କଲେଜ ପରିସରରେ ବନ ମହୋତ୍ସବ ଉପଲକ୍ଷେ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ଆୟୋଜନ କରିଥିଲେ। ଚାରା ରୋପଣ ପୂର୍ବରୁ ଏକ ସଚେତନ ସଭା ଅଧ୍ୟକ୍ଷା ପ୍ରଭାସିନୀ ମହାପାତ୍ର ଙ୍କ!-->…
ଲଗାଣ ବର୍ଷା ଯୋଗୁଁ କୁଶମୀ ସାହି ରାସ୍ତା ଜଳମଗ୍ନ, ଲୋକେ ହନ୍ତସନ୍ତ
ଉମରକୋଟ(୧୪/୭) : ଲଗାଣ ବର୍ଷା ଯୋଗୁଁ କୁଶମୀ ସାହି ରାସ୍ତାରେ ଓ ସାହି ଭିତରେ ଜଳମଗ୍ନ ହୋଇଯାଇଥିବାରୁ ଲୋକେ ନାହିଁନଥିବା ଅବସ୍ଥା ଭୋଗୁଛନ୍ତି | ଦୁଇ ଦିନ ସାରା ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ କୁଶମୀ ଗାଁରେ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ!-->…
ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟ ପ୍ରତିବାଦରେ ରାହୁଳଙ୍କ କୁଶପୁତ୍ତଳିକା ଦାହ
ବ୍ରହ୍ମପୁର : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟ ଅତି ନିନ୍ଦନୀୟ । ଜଣେ ମହିଳା,ଆଦିବାସୀ,ଦଳିତଙ୍କୁ କଂଗ୍ରେସ କରିଛି ଅପମାନିତ । କଂଗ୍ରେସର ଏହି ମନ୍ତବ୍ୟ ଓଡ଼ିଆ ଭାବାବେଗକୁ ଆଘାତ ଦେବା ସହ ଏହା ଓଡ଼ିଶା ବାସୀଙ୍କୁ କଷ୍ଟ ଦେଇଛି ।!-->…
ନବଜାତ ଶିଶୁପୁତ୍ରର ହତ୍ୟା ସନ୍ଦେହ, ପୁଲିସର ତଦନ୍ତ ଆରମ୍ଭ
ମାଲକାନଗିରି ( ୧୪/୦୭) : ମାଲକାନଗିରି ଜିଲ୍ଲାର ଏମପିଭି ୮୩ ଗ୍ରାମରେ ଏକ ନବଜାତ ଶିଶୁର ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ଶ୍ୟାମଳା ପାଇକର ଜୁଲାଇ ୨ ତାରିଖରେ ଏକ ଶିଶୁ ପୁତ୍ରଜନ୍ମ ହୋଇଥିଲା । ତେବେ ସକାଳ ସମୟରେ!-->…
ଲଘୁଚାପ ବର୍ଷାରେ କାନ୍ଥ ଭୁଶୁଡି ଦୁଇ ମୃତ ଜଣେ ଗୁରୁତର
ଫୁଲବାଣୀ : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବିଗତ ଚାରି ପାଞ୍ଚଦିନରୁ ଉର୍ଦ୍ଧ୍ବଧରି ପ୍ରବଳ ବର୍ଷା ଲାଗିରହିଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି। ଆଜି ସକାଳୁ ବର୍ଷା ଲାଗିରହିଛି। ଇତି ମଧ୍ୟରେ ଫୁଲବାଣୀ ସହର ନାରାୟଣୀ ରୋଡ଼ ନିକଟସ୍ଥ ତ୍ରୀଦେବ ନଗରରୁ ଏକ ଦୁଃଖଦ ଖବର!-->…
କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ ନେଇ ଏବିଭିପିର ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ : ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆଜି ଗୁରୁବାର ପ୍ରେସ କ୍ଲୁବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏବିଭିପି ଦାବୀ କରିଛି l ଏ ନେଇ!-->…
ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟର ଫାଟକରେ ତାଲା ପକାଇଲେ ଛାତ୍ର ଛାତ୍ରୀ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେବାଗାଁ ପଂଚାୟତ ଅନ୍ତର୍ଗତ କୁରୁବେଲା ଗ୍ରାମର ବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ସମସ୍ୟା ଲାଗି ରହିଛି | ବିପଦ ସଂକୁଳ ଅବସ୍ଥାରେ ସ୍କୁଲର ଶ୍ରେଣୀ ଗୃହର କାନ୍ଥ ଫାଟି ପାଣି ପଶୁଛି | କିନ୍ତୁ ପ୍ରଶାସନକୁ ଜଣଇବା ସତ୍ତ୍ବେ କୌଣସି ଧ୍ୟାନ ଦେଉ ନ!-->…
ରୋଲରରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ ବିଭାଗ
ଦାରିଙ୍ଗବାଡ଼ି(୧୩/୭) : ଦାରିଙ୍ଗବାଡ଼ି ଚାରିଛକ ନିକଟରେ ଆରକେଡି କମ୍ପାନୀର ଏକ ରୋଲରରେ ସର୍ଟସର୍କିଟ ଯୋଗୁଁ ଲାଗିଲା ନିଆଁ । ସନ୍ଧ୍ୟା ସାଢ଼େ ୮ ଟା ସମୟରେ ଘଟିଛି ଏଭଳି ଘଟଣା । ଚାରିଛକ ନିକଟରେ ରୋଲର ଟି ଠିଆ ହୋଇ ରହିଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ହୁ ହୁ ହୋଇ ଜଳିବା ଆରମ୍ଭ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦୁଇ ଲକ୍ଷ ଜରିମାନା
ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୨୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ କରନ କୁମାର!-->…