Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପର୍ତ୍ତମାହା ଓ ଉଲିପଦର ସେବାଶ୍ରମ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ
ଦାରିଙ୍ଗବାଡ଼ି(୧୩/୭) : ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ପର୍ତ୍ତମାହା ପଞ୍ଚାୟତ ସ୍ଥିତ ସେବାଶ୍ରମ ସ୍କୁଲର କେତକ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଶିକ୍ଷା ଦାନରେ ବାଧା ଉପୁଜିଛି। ଯାହାରି ଫଳରେ ପିଲାଙ୍କ ଭବିଷ୍ୟତ ନେଇ ଅଭିଭାବକ ମହଲରେ ଭାଳେଣି ପଡିଛି । ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ!-->…
ମାଲାକାନଗିରିର ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳରେ ୪ଜି ସେବା
ମାଲକାନଗିରି(୧୩/୦୭) : ମାଲକାନଗିରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୮୦ କିମି ଦୂର ଓ ମାଥିଲି ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୩୫ କିମି ଦୂରରେ ଥିବା ଏହି ତିନି ଗ୍ରାମ ପଂଚାୟତ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ଉପଯୁକ୍ତ ମୋବାଇଲ୍ ତଥା ଇଂଟରନେଟ୍ ସଂଯୋଗ ଉପଲବ୍ଧ!-->…
୩୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ
ମାଲକାନଗିରି : ମାଲକାନଗିରି ଠାରୁ ୧୫କିମି ଦୂର ୩୨୬ ନମ୍ବର ଜାତୀୟ ରାଜପଥ ରେ ପିକ୍ପ ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କାରେ ବାଇକ ଆରୋହି ମୃତ । ସୂଚନାରୁ ପ୍ରକାଶ ମୃତ ଅଜିତ ଢାଲି ନାମକ ଯୁବକ ଶିକ୍ଷପାଲ୍ଲୀ ହାଟରୁ ସଉଦା କ୍ରୟ କରି ନିଜ ଗାଁ ଏମ ଭି ୧୫ କୁ ଫେରିବା ବା ସମୟରେ ବିପରୀତ!-->…
ଲଗାଣ ବର୍ଷା ଯୋଗୁଁ ଗବରୀ ଓ ପୂର୍ଲା ରାସ୍ତାରେ ଯୋଗାଯୋଗ ବିଛିନ୍ନ, ଯାତାୟତ ବାଧାପ୍ରାପ୍ତ
ଉମରକୋଟ : ଆଜି ଦିନ ସାରା ବର୍ଷା ଯୋଗୁଁ ପୂର୍ଲା ଓ ଗବରୀ ରାସ୍ତାର ଅବସ୍ଥା ବଡ଼ ଶୋଚନୀୟ ହୋଇପଡ଼ିଛି | ଏହି ରାସ୍ତାରେ ଆଖ ପାଖ ଗାଁ ଚାଟିଗୁଡ଼ା, ପୂର୍ଲା, ଗବରୀ, କୋଦଭାଟା, ଛଟାଗୁଡ଼ା, ସନସା, ଭିକିୟା, ରତାଖଣ୍ଡୀଗୁଡ଼ା ଓ ତେଲକୋନୀୟ ଗାଁର ଯିବା ଆସିବା ବାଧାପ୍ରାପ୍ତ ହେଲା, ଏହି ଭଲି ଏକ!-->…
ବାଘଲଟି ଜଳ ଭଣ୍ଡାରରୁ ଜଳ ନିଷ୍କାସନ ହେଲା
ପାତ୍ରପୁର : ପାତ୍ରପୁର ତହସିଲ ଅନ୍ତର୍ଗତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଯେ କୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ କରାଯିବ ବୋଲି କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇଥିଲା ବେଳେ ମଙ୍ଗଳବାର ରାତିରେ ଜଳ ନିଷ୍କାସନ କରାଯାଇଛି । ଲଘୁଚାପ ଯୋଗୁଁ ବାଘଲଟି ଅଞ୍ଚଳରେ ତଥା ଜଳ ଭଣ୍ଡାର ଉପର!-->…
ସମ୍ବାଦ ସାହିତ୍ୟ ଘର ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ
ଫୁଲବାଣୀ : ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ତରଫରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଜିଲ୍ଲା ସଂଯୋଜକ ଡ଼ଃ ରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଓ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଓ କୋଷାଧ୍ୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ପ୍ରଚେଷ୍ଟାରେ ବୃକ୍ଷ ରୋପଣ କରା ଯାଇଥିଲା l ସ୍ଥାନୀୟ!-->…
ସରକାରଙ୍କ ଜମି ଉନ୍ନତିକରଣ କାର୍ଯ୍ୟ ପ୍ରଶଂସନୀୟ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ସୁଡୁରୁକୁମ୍ପା ପଞ୍ଚାୟତର ରାଣିପଥର, ଖାନ୍ଧୀକୁଟି ଗ୍ରାମରେ ଜମିର ଉନ୍ନତି କରିବା ପରେ ଅତି ସୁନ୍ଦର ଦେଖାଯାଉଛି। ଜମି ଉନ୍ନତିକରଣରେ ସରକାର ବର୍ଷ କୁ କୋଟି କୋଟି ଖର୍ଚ୍ଚ କରି ଦିନ ମଜୁରିଆଙ୍କ ପେଟ ପୋଷିବାରେ ମାହିର ଅଛନ୍ତି । ଏହି କାମରେ!-->…
୨୦୨୨-୨୩ ଖରିଫ୍ ଋତୁର ଚାଷୀ ପଞ୍ଜିକରଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
ଛତ୍ରପୁର (୧୨/୦୭) : ୨୦୨୨ ଆଗାମୀ ୨୦୨୨-୨୩ ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ କିଣାଯିବ । ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ ଗ୍ରହଣ କରିବା ସକାଶେ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ବରାନ୍ବୀତ କରାଯିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କର ଅନ୍ ଲାଇନ୍ ପଞ୍ଜିପରଣ ନିମନ୍ତେ ପ୍ରଥମ!-->…
ଜିଲ୍ଲାସ୍ତରୀୟ ସମନ୍ବୀତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକ
ଛତ୍ରପୁର (୧୨/୦୭) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ବୀତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଭି.ଏଚ୍.ଏସ୍.ଏନ୍.ଡି. ବୈଠକ ଗୁଡିକୁ ଶତ ପ୍ରତିଶତ ସଫଳ କରିବା!-->…
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଲହୁଣୀପଡ଼ା ଗସ୍ତ
ସୁନ୍ଦରଗଡ଼/ବଣାଇଁ, ୧୨ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ସୋମବାର ଦିନ ସେ ଲହୁଣୀପଡ଼ା ବ୍ଲକ ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ!-->!-->!-->…