Browsing Category

ଆଞ୍ଚଳିକ

ସ୍ତ୍ରୀର ବେକ କାଟିଲା ସ୍ୱାମୀ

ଫୁଲବାଣୀ :-କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହା ରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସ୍ତ୍ରୀର ବେକକୁ କଟୁରୀ ରେ କାଟିଦେଲା ସ୍ୱାମୀ l ଗୁରୁବାର ସକାଳୁ ପାରିବାରିକ କହଳରୁ ଏଭଳି ଦୁଖଦ ଘଟଣା ଘଟିଛି l ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ…

ପ୍ରସିଦ୍ଧ ଶିକ୍ଷାବିତ୍ ଓ ସୁଲେଖକ ଅମୂଲ୍ୟକୃଷ୍ଣ : ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଗୋୖରବ

ଭୁବନେଶ୍ୱର : ପ୍ରସିଦ୍ଧ ଶିକ୍ଷାବିତ୍ ଓ ସୁଲେଖକ ଅମୂଲ୍ୟକୃଷ୍ଣ ମିଶ୍ରଙ୍କର ଆଜି ୯୦ତମ ଜନ୍ମବାର୍ଷିକୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଯାଇଛି । ସେ ଏକାଧାରରେ ଜଣେ ଗାଳ୍ପିକ, ନାଟ୍ୟକାର, ପ୍ରବନ୍ଧକ, ଔପନ୍ୟାସିକ ଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ସେ ମୋଟ ୩୫ଟି ପୁସ୍ତକ ଭେଟି…

କୁଡୁମୁଲୁଗୁମ୍ମା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଦିବ୍ୟାଙ୍ଗ ଛାତ୍ର ବିଶ୍ଵଜିତ୍ ସମ୍ମାନିତ

ମାଲକାନଗିରି (୦୭/୦୭) : ଦୃଢ ଇଛାଶକ୍ତି ଯୋଗୁଁ ସବୁ ଅସମ୍ଭବକୁ ସମ୍ଭବ କରିହୁଏ ;ଏହି ଉକ୍ତିର ସାର୍ଥକତା ଆଜି ସମ୍ଭବ କରିଦେଖାଇଛନ୍ତି, ଦିବ୍ୟାଙ୍ଗ ଛାତ୍ର ବିଶ୍ଵଜିତ୍ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ଚଳିତ ବର୍ଷ ୨୦୨୨ ର ମାଟ୍ରିକ ପରୀକ୍ଷାରେ ସେକେଣ୍ଡ ଡିଭିଜନରେ…

ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡଃ କୋମଳ ଲୋଚନ ମିଶ୍ରଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ପ୍ରଦୀପ କୁମାର ସାହୁ,…

ଦୌଡ଼ରାଣୀ ପିଟି ଉଷା ଓ ସଂଗୀତଜ୍ଞ ଇଲିୟା ରାଜା ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ତାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲିୟା…

ବିବାହ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

ଚଣ୍ଡିଗଡ: ମୁଣ୍ଡରେ ହଳଦିଆ ପଗଡି, ହାତରେ ପାରମ୍ପରିକ ଖଣ୍ଡା। ସେରୱାନି ପିନ୍ଧି ବର ବେଶରେ ନଜର ଆସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ସେପଟେ ନାଲି ଲେହେଙ୍ଗା ପିନ୍ଧି କନିଆଁ ବେଶରେ ସେଜଇ ହୋଇଛନ୍ତି ଡାକ୍ତର ଗୁରପ୍ରୀତ କୌର। ଗୁରୁଦ୍ୱାରାରେ ଗୁରପ୍ରୀତଙ୍କ ସହ ବିବାହ କରିଛନ୍ତି ୪୮ ବର୍ଷୀୟ…

୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ, ଏ. ଅଭିନାଶ ବ୍ଳକ ଟପ୍ପର

ହିଞ୍ଜିଳିକାଟୁ ବ୍ଳକରେ ପାସ ହାର ୯୯ % ଏ-୧ରେ ୪୬ ପରିକ୍ଷାର୍ଥୀହିଞ୍ଜିିଳିକାଟୁ (୬/୭) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୯୦% ରହିଥିବା ବେଳେ ହିଞ୍ଜିିଳିକାଟୁ ବ୍ଳକରେ ପାସ…

ଦୁଷ୍କର୍ମ ମାମଲା : ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ପୋଇଗୁଡ଼ା ଗ୍ରାମ ରେ ଜୈନକ ମହିଳାଙ୍କୁ ଉକ୍ତ ଗ୍ରାମର ଜହନ ମୁଠା ମାଝୀ ଦୁଷ୍କର୍ମ କରିବା ସହ ଘରର ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରି ଚୋରୀ କରିଥିବା ନେଇ ବ୍ରାହ୍ମଣୀ ଗାଁ…

ବାଲିଶଙ୍କରା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ଼ (୬/୭) : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ବୁଧବାର ଦିନ ବାଲିଶଙ୍କରା ବ୍ଲକ୍ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ଜିଲ୍ଲାପାଳ ହିତାଧିକାରୀ ଏବଂ ବିଭାଗୀୟ…

ଏସଏସଭିଏମ ଫୁଲବାଣୀର ରେକର୍ଡ ବ୍ରେକ ମାଟ୍ରିକ ଫଳାଫଳ

ଫୁଲବାଣୀ:-ପ୍ରତୀକ୍ଷାର ଫଳ ସର୍ବଦା ମଧୁର ହୋଇଥାଏ।ଅଧୁନା ସମସ୍ତ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଫଳାଫଳ ହାସଲ କରିବା ନିମନ୍ତେ ପ୍ରତୀକ୍ଷାରତ ଥିବାବେଳେ ଆଜି ସେହି ପ୍ରତୀକ୍ଷାର ଅନ୍ତ ଘଟି ମାଟ୍ରିକ ପରୀକ୍ଷା ଫଳା ଫଳ ବାହାରିଛି। ସମ୍ପୃକ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର…