Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକ ବେଆଇନ୍ ଲଘୁ ଖଣିଜ ଚାଲାଣ ଉପରେ ଜୋରଦାର ଲଗାମ ଲଗାଯିବ – ଜିଲ୍ଲାପାଳ
ଛତ୍ରପୁର (୦୫/୦୭) : ଗଞ୍ଜାମ ଜିଲ୍ଲାରେ ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ!-->…
ନୂଆ ବିଏମ୍ସି କମିଶନରଙ୍କୁ ସ୍ବାଗତ
ବ୍ରହ୍ମପୁର : ବ୍ରହ୍ମପୁର ସହର ତଳି ଅଞ୍ଚଳକୁ ମହାନଗର (BMC) ସହ ଶୀଘ୍ର ମିଶାଇବା, ବିପର୍ଯ୍ୟସ୍ତ ରାସ୍ତାଘାଟ ର ଅବସ୍ଥା ସୁଧାରିବା, ଗେଟ ବଜାର, ଫାଷ୍ଟ ଗେଟ ଓ କମାପଲ୍ଲୀ ଠାରେ ଫ୍ଲାଇଓଭର ନିର୍ମାଣ କରିବା, ଶାରୀରିକ ଅକ୍ଷମ ମାନଙ୍କୁ ଦୃଷ୍ଟି ରେ ରଖି ଟ୍ରାଫିକ ବ୍ୟବସ୍ଥା କରିବା,!-->!-->!-->…
ଅତ୍ୟଧିକ ଫାଇନକୁ ବିରୋଧ କରି ଟ୍ରାକ୍ଟର ମାଲିକମାଙ୍କ ଜିଲ୍ଲାପାଳଙ୍କୁ ଦାବୀପତ୍ର
ଫୁଲବାଣୀ : ଆଜି ସମସ୍ତ ଟ୍ରାକ୍ଟର ମାଲିକ ମାନେ ମିଳିତ ହୋଇ ଅତ୍ୟଧିକ ପେନାଲ୍ଟି ଫୁଲବାଣୀ ତହସିଲଦାର ଆଦାୟ କରୁଥିବା ଅଭିଯୋଗ କରିବା ସହ ଏ ସଂକ୍ରାନ୍ତରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ର ରେ ଯାହା ଲିଖିତ ଅଛି ଯେ ଟ୍ରାକ୍ଟର ମାଲିକ!-->!-->!-->…
କୁଠାରୀ ମନ୍ଦିରରୁ ମା’ ଠାକୁରାଣୀଙ୍କ ଅଳଙ୍କାର ଚୋରି
ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର କୁଠାରୀ ମନ୍ଦିର ସାହି ସ୍ଥିତ ମା କୁଠାରୀ ମନ୍ଦିରରୁ ସୁନା ଓ ରୂପା ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏ ନେଇ ମନ୍ଦିର କମିଟି କର୍ମକର୍ତ୍ତାମାନେ ବଡ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ପୁଲିସ!-->!-->!-->…
ସାମ୍ବାଦିକ ମହାଦେଵ ସାହୁଙ୍କ ପୁତ୍ର ଶଶାଙ୍କଙ୍କ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ
ଫୁଲବାଣୀ : ଆଜି ମଙ୍ଗଳବାର ଟ୍ରାକ୍ଟର ଦୂର୍ଘଟଣାରେ ଫୁଲବାଣୀର ଜଣା ଶୁଣା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ପୁତ୍ର ଶଶାଙ୍କ ଶେଖର ସାହୁଙ୍କ ଅକାଳ ମୃତ୍ଯୁ ଘଟିଛି l ଶଶାଙ୍କ ଖଜୁରୀପଡା ବ୍ଲକର ଖଲି ବେରଣା ସ୍ଥିତ ନିଜ ଫାର୍ମ ରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ
ଚିତ୍ରକୋଣ୍ଡା (୦୪/୦୭) : ମାନବ ସମାଜ ତିଷ୍ଠି ରହିବା ପାଇଁ ବନ ଜଙ୍ଗଲ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ସହିତ ଅନାବଶ୍ୟକ ବୃକ୍ଷଚ୍ଛେଦନରେ ରୋକ୍ ଲଗାଇ ବଣ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହିଁ ବନ ମହୋତ୍ସବ ର ଏକ ବଡ଼!-->!-->!-->…
ଶୁଭାରମ୍ଭ ର ଦୁଇ ବର୍ଷ ପରେ ମଧ୍ୟ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ କୁ ଗଡ଼ିଲାନି ଗାଡି…
ଚିତ୍ରକୋଣ୍ଡା :- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତକୁ ଶୁଭାରମ୍ଭ ର ଦୁଇ ବର୍ଷ ପରେ ମଧ୍ୟ ଚାଳିପାରିଲାନି ଓଏସଆରଟିସି ବସ l ଜିଲ୍ଲା ସଦର ମହକୁମା ସହିତ ଯୋଡ଼ାମ୍ବ ପଞ୍ଚାୟତ କୁ ସିଧସଳଖ ଯୋଗାଯୋଗ ସ୍ଥାପନ ପାଇଁ ୨୦୨୦ ଜୁଲାଇ ୧୦ ରେ!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ…
ଚିତ୍ରକୋଣ୍ଡା : ମାନବ ସମାଜ ତିଷ୍ଠି ରହିବା ପାଇଁ ବନ ଜଙ୍ଗଲ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ସହିତ ଅନାବଶ୍ୟକ ବୃକ୍ଷଚ୍ଛେଦନରେ ରୋକ୍ ଲଗାଇ ବଣ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହିଁ ବନ ମହୋତ୍ସବ ର ଏକ ବଡ଼ ଲକ୍ଷ l ଯଦି!-->!-->!-->…
ଏମ୍ ଭି – ୫୯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୩ ତମ ବନମହୋତ୍ସବ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି - ୫୯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି କାଳିମେଳା ବନାଞ୍ଚଳର କୃର୍ତ୍ତୀ ସେକ୍ସନ ବନ ବିଭାଗ ତରଫରୁ ୭୩ ତମ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କରାଯାଇଛି । କୃର୍ତ୍ତୀ ବନବିଭାଗ!-->!-->!-->…
ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ବଂଧଗଡ଼ ଏମ.ଇ.ସ୍କୁଲ ପରିସର ରେ ୭୩ ତମ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ ମଲିକ ଯୋଗଦେଇ ଥିବା ବେଳେ!-->…