Browsing Category

ଆଞ୍ଚଳିକ

ଅଲ ଓଡ଼ିଶା ପେଣ୍ଟି ଆର୍ଟିଷ୍ଟ ପ୍ରାକର୍ସ ଆସୋସିଏସନ୍ ଗଂଜାମ ଜିଲ୍ଲା କମିଟିର ସାଧାରଣ ସଭା ଅନୁଷ୍ଠିତ…

ସଂଘର ଦାବୀ ପୁରଣ ନହୋଲେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ରଙ୍ଗମୂଳୀ କଳାକାର... ବ୍ରହ୍ମପୁର : ଅଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାକର୍ସ ଆସୋସିଏସନ୍ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗେଟ୍ ବଜାର ନିକଟ ଏନ୍.ଜି.ଓ. ହଲ୍ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି…

ବ୍ରହ୍ମପୁର ମହାନଗର ନିଗମରେ ଜଳବନ୍ଦୀ ରହୁଥିବା ଅଞ୍ଚଳର ନାଳକୁ ସଫେଇ କରିବା ପାଇଁ ବୈଠକ

ବ୍ରହ୍ମପୁର : ଯୁଦ୍ଧକାଳୀନ ଭିତ୍ତିରେ ବ୍ରହ୍ମପୁର ମହାନଗର ନିଗମରେ ଜଳବନ୍ଦୀ ରହୁଥିବା ଅଞ୍ଚଳର ନାଳକୁ ସଫେଇ କରିବା ପାଇଁ ଆଜି ନିଗମର ଏକ ବୈଠକ ଏକଅନୁଷ୍ଠିତ ହୋଇଥିଲା। ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିସିନର ଜେ. ସୋନାଲ, ଡେ଼ପୁଟି ମେୟର ଇ. ବିବେକ ରେଡି,…

ଶିଶୁସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ (୨୮/୬) : ମଙ୍ଗଳବାର ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଉପସ୍ଥିତିରେ ଶିଶୁସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ଶିଶୁ ସୁରକ୍ଷା ନେଇ ଜିଲ୍ଲାରେ ଚାଲିଥିବା ପିଏମକେଆର,…

ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଖା ଶିବିର ଅନୁଷ୍ଠିତ…

ଫୁଲବାଣୀ:-ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ଆନୁକୂଲ୍ୟରେ ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଖା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହା ସଂକୁଳ ସ୍ତରୀୟ …

ହିଞ୍ଜିଳି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପରିସରରେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଅଚିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇଥିଲେ l ଵୁଧବାର ଦିନ ହିଞ୍ଜିଳି ଥାନା ଆମ ପୋଲିସ…

ମିଳିଲା ନିଖୋଜ ଥିବା ସାମ୍ବାଦିକଙ୍କ ପିତାଙ୍କ ମୃତଦେହ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…

ସାମ୍ବାଦିକ ମହଲରେ ଗଭୀର ଶୋକ... ଫୁଲବାଣୀ -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳ ରଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁ ଙ୍କ ପିତା ବନମାଳୀ ସାହୁ,୭୭ଙ୍କ ସୋମବାର ମୃତଦେହମିଳିଛି l ଭୁବେନଶ୍ୱର ସ୍ଥିତ ଏ ଏମ ଏସ ହସ୍ପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ମୃତଦେହ ମିଳିଥିବା କଥା…

ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ଯାଗ୍ରହ ଆନ୍ଦୋଳନ…

ରାଉରକେଲା : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ନିର୍ଦ୍ଦେଶ କ୍ରମେ ବଣାଇଁ କଂଗ୍ରେସ ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ଅଗ୍ନିପଥ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଥିବା ଦେଖିବାକୁ ମିଳିଛି। ଯେଉଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶର ଚାରିଆଡ଼େ ଅଶାନ୍ତି…

ମାସାନ୍ତ ସାହିତ୍ୟ କବିତା ଆସର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସାହିତ୍ୟ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ସାମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାହିତ୍ୟିକ କୈଳାଶ ଚନ୍ଦ୍ର…

ହେମଗିର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି

ସୁନ୍ଦରଗଡ଼(୨୭/୦୬) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ହେମଗିର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହାର…

ଶଙ୍କରାଖୋଲ ବୃହଦାକାର ବହୁମୁଖୀ ସମବାୟ ସମିତିର ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃର ପରିଚାଳନା ପରିଷଦର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇଛି। ଏହି ନିର୍ବାଚନର ପରିଚାଳନା ପରିଷଦର ନିର୍ବାଚିତ ସଦସ୍ୟ ସଦସ୍ୟା ସମୁଦାୟ ୧୪ ଜଣ ଡ଼ାଇରେକ୍ଟର ନିର୍ବାଚିତ ହୋଇଥିବା ବେଳେ…