Browsing Category

ଆଞ୍ଚଳିକ

ମରଣଯନ୍ତା ପାଲଟିଛି ମୁଲୁକଚେରୀ-ବିରାଗାଡା ରାସ୍ତା : ମରାମତି ପାଇଁ ଦାବି

ଦାରିଙ୍ଗବାଡ଼ି,(୨୬/୬) : ରାସ୍ତା ସାରା ଖାଲ ଖମା । କେଉଁଠି ମେଟାଲ ବାହାରିଛି ତ ଆଉ କେଉଁଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ହେଲେ ମରାମତି ହେଉ ନଥିବା ଯୋଗୁଁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ମୁଲୁକଚେରୀ-ବିରାଗାଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି…

ବ୍ରହ୍ମପୁର ପ୍ରାଇଭେଟ୍ ଗୋଦାମ ଲେବର୍ସ ୟୁନିୟନ୍‌ର ୨୪ତମ ବାର୍ଷିକ ଅଧିବେଶନ

ବ୍ରହ୍ମପୁର : ବ୍ରହ୍ମପୁର ପ୍ରାଇଭେଟ୍ ଗୋଦାମ୍ ଲେବର୍ସ ୟୁନିୟନ୍‌ର ୨୪ତମ ବାର୍ଷିକ ଅଧିବେଶନ୍ ରାଜା ସାହି ସ୍ଥିତ ଶ୍ରୀ ଭାଗବତ ସ୍ୱାମୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଆଇନଜୀବୀ ତଥା ସଂଘର ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଧିବେଶନରେ…

ଅଜଣା ଗାଡ଼ି ଧକାରେ ଯୁବତୀ ଗୁରୁତର

ଦାରିଙ୍ଗବାଡ଼ି,(୨୬/୬) : ଅଜଣା ଗାଡ଼ି ଧକାରେ ଯୁବତୀ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତ ବିଭାଗ ରାସ୍ତା ତଥା ଦାରିଙ୍ଗବାଡ଼ି ନିକଟ କଫି ବଗିଚା ରୋଡ଼ରେ ଆଚେତ ଅବସ୍ଥାରେ ପଡ଼ିରହିଥିଲେ । ଯୁବତୀ ମୁଣ୍ଡରେ ଶକ୍ତ ଆଘାତ ଲିଗିବା ସହ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା ।…

ନିଶାକୁ ଆମେ ଖାଇବା, ପରେ ନିଶା ଆମକୁ ଖାଇବ

ଛତ୍ରପୁର (୨୬/୧୦) : ନିଶା ସେବନ ଅଭ୍ୟାସ ସ୍ୱାସ୍ଥ୍ୟର କ୍ଷତି କରେ, ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରେ, ଦୁର୍ଘଟଣା ବୃଦ୍ଧି ଘଟାଏ, ଏଡ୍ସ ରୋଗରେ ପୀଡିତ କରାଏ ଏବଂ ପରିଶେଷରେ ମୃତ୍ୟୁ ମୁଖରେ ପକାଏ । ରବିବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ " ଅନ୍ତର୍ଜାତୀୟ…

ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ବିରୋଧ ଦିବସ ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ନବରଙ୍ଗପୁର : ଆଜି ଆନ୍ତର୍ଜାତୀୟ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ବିରୋଧ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ସଚେତନତା ରଥ…

ମାଲକାନଗିରି ଜିଲ୍ଲା ରେ ଶ୍ରମିକ ମାରଣ ନୀତି : ମନେରେଗା କାମରେ ମହା ଦୁର୍ନୀତି,ଶ୍ରମିକଙ୍କ ବଦଳରେ ମେସିନ କରୁଛି…

ଠିକାଦାର ସରକାରୀ ବାବୁଙ୍କ ଗେଲ୍ହା ପୁଅ... ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାଯତ ଏମ୍ଭି ୩୨ ଗ୍ରାମର ଏକ ପୋଖୋରୀଟିକୁ ପୁନଃ ଉଧାର କରିବା ପାଇଁ ଏବଂ ଏମ୍ଭି ୩୨ ଗ୍ରାମର ତଳସାହି ଠାରୁ ବଡ ପୋଖରୀକୁ ଯିବାପାଇଁ ଏକ ରାସ୍ତା କାମକୁ ମହାତ୍ମା ଗାନ୍ଧୀ…

ଖଲ୍ଲିକୋଟ ରେ ମେଗା ଚକ୍ଷୁ ଚିକିତ୍ସା ଶିବିର,ଏକ ବର୍ଷରେ ପରଳ ମୁକ୍ତ ହେବ ଏନ ଏ ସି…

ଖଲ୍ଲିକୋଟ : ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଓ ସମରଝୋଳ ସ୍ତିତ ଶଙ୍କର ଚକ୍ଷୁ ଚିକିଛ|ଳୟ ର ମିଳିତ ସହଯୋଗ ରେ ଖଲ୍ଲିକୋଟ ଯୁବ ରାଜ ବଙ୍ଗଳା ପରିସର ରେ ଏକ ମେଗା ଚକ୍ଷୁ ଚିକିଛା ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଶିବିର କୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଉଦ୍ଘାଟନ…

ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର : ସରଧାବାଲି ସ୍ଥିତ ନିବାସ ଏନକ୍ଳାଭ ଆପାର୍ଟମେଣ୍ଟ ର ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ସୋସାଇଟି ର ସଭାପତି ପ୍ରକାଶ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର…

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ…

ଫୁଲବାଣୀ:-ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଳା ପ୍ରଶାସନ କନ୍ଧମାଳ ଓ ଅବକାରୀ ବିଭାଗ ତଥା ସାମାଜିକ ସୁରକ୍ଷା ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବରେ…

ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ…

ବ୍ରହ୍ମପୁର :-ପ୍ରତ୍ୟେକ ବର୍ଷ ଜୁନ ମାସର ୨୬ ତାରିଖକୁ ସାରା ବିଶ୍ୱ ରେ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ଭାବେ ପାଳିତ ହୋଇ ଆସୁଅଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଦିବସକୁ ପାଳନ କରାଯାଇଛି ।…