Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅବ୍ୟବସ୍ଥା ଘେରରେ ସରକାରୀ ଆଶ୍ରମ ବିଦ୍ୟାଳୟ : ସୀମାନ୍ତବର୍ତ୍ତି ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର ନିଘା…
ବାଲିଗୁଡ଼ା : ଅବ୍ୟବସ୍ଥା ଘେରରେ ସରକାରୀ ଆଶ୍ରମ ବିଦ୍ୟାଳୟ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ନା ଅଛି ଆବଶ୍ୟକ ଅନୁଯାୟୀ ଶୌଚାଳୟ ନ ଅଛି ପାଣିର ସୁ ବ୍ୟବସ୍ଥା । ସେପଟେ ନାହଁ ସୁରକ୍ଷିତ ଶ୍ରେଣୀ ଗୃହ, ପୁଣି ବିପଦ ସଂକୁଳ ଛାତ୍ରୀ ନିବାସରେ ରହୁଛନ୍ତି!-->…
ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ପି.ଏମ ଶ୍ରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ବୁଧବାର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ ହେବା ସହ ଶିଶୁବାଟିକାର ଶୁଭାରମ୍ଭ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ!-->…
ରାସ୍ତାରେ ପନିପରିବା କୁଣ୍ଢି ରଖି ଚାଷୀଙ୍କ ଆନ୍ଦୋଳନ : ପୋଲିସ ବିରୋଧରେ ବିଷୋଦ୍ଗାର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପନିପରିବା ଚାଷିମାନଙ୍କୁ ପୋଲିସ ର କାର୍ଯ୍ୟାନୁଷ୍ଠାନ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଇଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି। ଏଭଳି ପରିସ୍ଥିତିରେ ବୁଧବାର!-->…
ଚୋରା ବେପାରୀଙ୍କୁ ମଦ ଯୋଗାଉଛି ଲାଇସେନ୍ସ ପ୍ରାପ୍ତ ମଦବାର, ଦିନ ଦ୍ଵିପହରରେ ଅଟୋରେ ବିଦେଶୀ ମଦ ଚୋରା ଚାଲାଣ
ମାଲକାନଗିରି,୨l୩ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ମଦ ଚୋରା କାରବାର। ଜିଲ୍ଲାର ବିଭିନ୍ନ ସ୍ଥ୍ନରୁ ମଦ ଚୋରା କାରବାର ହେଉଥିବାର ଅନେକ ପ୍ରମାଣ ଓ ଅଭିଯୋଗ ଆସୁଥିବା ବେଳେ ଅବକାରୀ ବିଭାଗ କିନ୍ତୁ ଏସବୁ ସତ୍ବେ କିଛି ହାତ ଗଣତି ମାମଲା ରୁଜ୍ଜୁ କରୁଥିବା ବେଳେ ଏହାକୁ ରୋକ!-->…
ପ୍ରବେଶ ଉତ୍ସବ ଖଡ଼ିଛୁଆଁ ପର୍ବ ପାଳିତ
ବଣାଇ : ବଣାଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଖଡ଼ି ଛୁଆଁ ପର୍ବ ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେଙ୍କ କରକମଳରେ ଉଦଘାଟନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ବଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ,!-->…
କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା
ବଣାଇ : ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ଉପରେ ଆଲୋଚନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଶୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି!-->…
ଅପରେସନ କଗାର ଭୟରେ ଶାନ୍ତି ପ୍ରସ୍ତାବ ପାଇଁ ମାଓ ସଂଗଠନ ପକ୍ଷରୁ ପ୍ରେସ ବିବୃତି
ନିସର୍ତ୍ତ ଶାନ୍ତି ପ୍ରସ୍ତାବକୁ ଆମେ ସ୍ଵାଗତ କରିବୁ, ଶାନ୍ତି ପାଇଁ ଆତ୍ମସମର୍ପଣ କରନ୍ତୁ- ଛତିଶଗଡ ସରକାର
ମାଲକାନଗିରି : ଛତିଶଗଡରେ ମାଓ ସଂଗଠନ ଶେଷ ନିଶ୍ଵାସ ଗଣୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬ ମଶିହାରେ ସମ୍ପୂର୍ଣ ମାଓ ମୁକ୍ତ ଦେଶ ଗଠନ ପାଇଁ ନିଷ୍ପତ୍ତି ପରେ ଅପରେସନ!-->!-->!-->…
ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବର ଶୁଭ ଉଦ୍ଘାଟନ
ଚିକିଟୀ : ଆଜି ସମଗ୍ର ରାଜ୍ୟରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ସାଙ୍ଗକୁ ନୂତନ ଶିକ୍ଷାବର୍ଷର ଅୟମାରମ୍ଭ ହୋଇଯାଇଛି । ସରକାର ବିଦ୍ୟାଳୟ ଗୁଡିକରେ ସମସ୍ତ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇ ଶିଶୁ ବାଟିକା ଶ୍ରେଣୀ ଖୋଲିଛନ୍ତି । ଶିକ୍ଷାରଥ ଗଡାଇ ସମସ୍ତେ ପଢିବେ ଏବଂ ଆଗକୁ ବଢ଼ିବା ପାଇଁ!-->…
ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ପକ୍ଷ, ୨୦୨୫ ପାଳନର ଦ୍ଵିତୀୟ ଦିନରେ ଜିଲ୍ଳାର ୨୬୧୩ ସ୍କୁଲରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସଵ…
ପିଲାଙ୍କୁ ଖଡ଼ି ଛୁଆଁଇଲେ ଗଞ୍ଜାମ ଜିଲ୍ଲାପାଳ , ଆସନ୍ତା କାଲି ସମସ୍ତଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ
ଛତ୍ରପୁର : ଓଡ଼ିଆ ପକ୍ଷ,୨୦୨୫ ପାଳନର ପ୍ରଥମ ଦିନରେ ଓଡ଼ିଶା ଦିବସ ସମାରୋହ ଆୟୋଜିତ ହେବା ପରେ ଦ୍ଵିତୀୟ ଦିନରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ!-->!-->!-->!-->!-->…
ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆୟୋଜନ ହେଲା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ
ମାଲକାନଗିରି : ଓଡିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଏପ୍ରିଲ୍ ପହିଲାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ କରାଯାଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନ ନେଇ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ!-->…