Browsing Category

ଆଞ୍ଚଳିକ

ୱାର୍ଡ ମେମ୍ବରଙ୍କ ଦ୍ଵାରା ରାଇଘର ସଦର ରାସ୍ତା ମରାମତି…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକକର ଗ୍ରାମ୍ୟ ଉନ୍ନୟନ ରାସ୍ତା ରାଇଘର ଠାରୁ ଗୋନା ସଂଯୋକ କରୁଥିବା ସଦର ରାସ୍ତାର ଅବସ୍ଥା ବେହାଲ ହୋଇ ଥିବାକୁ ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ହେବା ପରେ ମଧ୍ୟ କୌଣସି ଫଳ ନ ମିଳିବାରୁ ୱାର୍ଡ ମେମ୍ବର ଶ୍ରୀମତି ସୁର୍ଯୋକାନ୍ତି ନାୟକ,…

ଫୁଲବାଣୀ : ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ…

ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ଫୁଲବାଣୀ: ‘ବୃତିଏ ମୋ ପୋଷେ କୁଟୁମ୍ବ '' ଏହି ମର୍ମରେ କନ୍ଧମାଳ ଜିଲ୍ଲାର ନିଯୁକ୍ତି ଅପେକ୍ଷାରେ ଥିବା ଯୁବକ ଯୁବତୀ ମାନଙ୍କର ଯୋଗ୍ୟତା ଭିତିରେ କର୍ମନିଯୁକ୍ତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ କନ୍ଧମାଳ ଜିଲ୍ଲା…

ବାରହା ଶିକାରୀ ଗିରଫ, ବାଇକ ଜବତ

ଚିକିଟି : ଦିଗପହଣ୍ଡି ବନାଞ୍ଚଳ ଝାଟି ପିଟିଆ ଠାରେ ବାରହା ଶିକାର କରି ମାଂସ ବିକ୍ରି ପାଇଁ ନେବା ବେଳେ ଜଣକୁ କାବୁ କରିଛନ୍ତି ନୂଆପଡା ବନ ବିଭାଗ କର୍ମଚାରୀ । ଗିରଫ ଜଣକ ହେଲେ ଉକ୍ତ ଗ୍ରାମର ଜି. ସୀମାଞ୍ଚଳ (୬୦)ବର୍ଷ।ସେ ୟାମହା od07 ac 8824 ବାଇକ ରେ ମୃତ ବାରହା କୁ ଧରି…

ଦାରିଙ୍ଗବାଡ଼ି ସାଞ୍ଜାସରୁ ଉନ୍ନୟନ କମିଟି ବୈଠକ

ଦାରିଙ୍ଗବାଡ଼ି, ୨୪/୫ : ଦାରିଙ୍ଗବାଡ଼ି ବ୍ଲକର ସମସ୍ତ ପର୍ଯ୍ୟଟନ ସ୍ଥଳୀ ତଥା ହିଲଭିୟୁ ପାର୍କର ବିକାଶ ଓ ପରିଚାଳନା କରିବା ପାଇଁ ପ୍ରଶାସନ ଓ ବିଭିନ୍ନ ସଂଗଠନକୁ ନେଇ କରାଯାଇଥିବା ସାଞ୍ଜାସରୁ ଉନ୍ନୟନ କମିଟି ବୈଠକ ଗତକାଲି ସନ୍ଧ୍ୟା ସମୟରେ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା ।…

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ

ବାଲିଗୁଡ଼ା : ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ?…

ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ICICI ବ୍ୟାଙ୍କ ତରଫରୁ ଆମ୍ବୁଲାନ୍ସ ପ୍ରଦାନ

ନବରଙ୍ଗପୁର (୨୪.୫) : ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଶେଷ କରି ଜିଲ୍ଲାର ଗରିବ ଲୋକଙ୍କ ସ୍ୱାସ୍ଥ ସେବାରେ ଲାଗିବା ପାଇଁ ନବରଙ୍ଗପୁର ICICI ବ୍ୟାଙ୍କ ତରଫରୁ ଏକ ଆଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ…

ମାଥିଲି ପେଟ୍ରୋଲ ପମ୍ପ୍ ସନ୍ନିକଟରୁ ବିରଳ ବଜ୍ରକାପ୍ତା ଉଦ୍ଧାର, ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ

ମାଲକାନଗିରି : ଗତକାଲି ମାଥ୍‌ଲି ପେଟ୍ରୋଲ ପମ୍ପ୍ ନିକଟରୁ ବିରଳ ବଜ୍ରକାପ୍ତି ଉଦ୍ଧାର ହୋଇଛି । ଖାଦ୍ୟ ଅନ୍ବେଷଣରେ ବଜ୍ରକାପ୍ତାଟି ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ , ସୋମବାର ରାତିରେ କିଛି ଯୁବକ ମାଥିଲି ସଦର ପେଟ୍ରୋଲ ପମ୍ପ ନିକଟରେ ଏକ ବଜ୍ରକାପ୍ତା…

ଜନଶୁଣାଣୀ ରେ ଅଜଣା ନୀତି ପ୍ରଭାବିତ ଜନତା ଉପେକ୍ଷିତ…

ଲହୁଣୀପଡ଼ା/ ସୁନ୍ଦରଗଡ଼ : ବଣାଇ ଉପଖଣ୍ଡ ଲହୁଣୀପଡା ବ୍ଲକ୍ ଅନ୍ତର୍ଗତ ବଡପୁରୁଣାପାଣି ଗ୍ରାମ ପଞ୍ଚାୟତ ର କପଣ୍ଡ ରାଜସ୍ବ ଗ୍ରାମର ବଡବାହଲ ଓ ପଟାଝରଣ ଠାରେ କାଇ ଇଣ୍ଟରନେସନାଲ ଏକ ଆଇରନ ସ୍ପଞ୍ଜ କାରଖାନା ଖୋଲିବା ନେଇ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଏହି ଜନଶୁଣାଣୀ ପ୍ରଭାବିତ…

ଜିଲ୍ଲା ବିଜେଡିର ଆଗାମୀ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼(୨୩/୦୫) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ସ୍ଥାନୀୟ ଅମ୍ବା ହୋଟେଲ ଠାରେ ଆଗାମୀ ସମବାୟ ନିର୍ବାଚନ ପାଇଁ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରଘୁନାଥପାଲି ବିଧାୟକ ସୁବ୍ରତ ତରେଇଙ୍କ ସଭାପତିତ୍ବରେ…

ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ ବିଦ୍ୟାଳୟ : ବିଭାଗୀୟ ତଦନ୍ତ ଦାବୀ

ଫୁଲବାଣୀ (୨୩/୦୫) : ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାଶ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ…