Browsing Category

ଆଞ୍ଚଳିକ

କାମ କରିବାକୁ ଯାଇଥିଲେ ବିଦେଶ, ଏବେ ପେଟପୋଷିବା ଲାଗି ମାଗୁଛନ୍ତି ଭିକ

ଛତ୍ରପୁର : କାମ କରିବାକୁ ଯାଇ ଆରବ ଦେଶର କତରରେ ଜଣେ ଓଡ଼ିଆ ଶ୍ରମିକ ଭିକ ମାଗି ଚଳୁଥିବା ଜଣାପଡିଛି। ସେ ହେଲେ ଗଞ୍ଜାମ ଜିଲା ଖଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଷ୍ଣୁ ପ୍ରସାଦ ଡାକୁଆ। ଗାଁରେ କୋଣସି କାମଧନ୍ଦା ନ ପାଇବାରୁ ଗତ ଦେଢ଼ ବର୍ଷ ତଳେ ଆରବ ଦେଶର କତରକୁ ସେ କାମ…

ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ରୋଗୀକଲ୍ୟାଣ ସମିତି କାମଚଳା : ଖାଲି ପଡ଼ିଛି ୧୧ ଡାକ୍ତର ପଦବୀ, ନାହିଁ ମହାପ୍ରୟାଣ ଗାଡ଼ି

ଛତ୍ରପୁର : ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ବ୍ରହ୍ମପୁର ସହରରେ ମୁଖ୍ୟ ହସ୍ପିଟାଲ( ସିଟି ହସ୍ପିଟାଲ) ରହିଛି। ଦୀର୍ଘବର୍ଷ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ହେଡ୍‌କ୍ୱାର୍ଟର ମାନ୍ୟତା ଦେବା ଲାଗି ଦାବି ହୋଇଆସୁଛି। ମାତ୍ର ଏହାଉପରେ କୌଣସି ପଦକ୍ଷେପ ନିଆଯାଉ ନ…

ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରଗଡ଼ (୨୩/୦୫) : ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଏବଂ…

ଡ଼ାବୁଗାଁ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

ନବରଙ୍ଗପୁର(୨୩/୦୫) : ନବରଙ୍ଗପୁର ଜିଲ୍ଲା ର ଡାବୁଗାଁ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଡ଼ାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାବୁ ଗାଁ ପଞ୍ଚାୟତ ସମିତି ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ୬୬ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା | ସେଥି ମଧ୍ୟରୁ…

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପୌରାଧ୍ୟକ୍ଷାଙ୍କ ଆଲୋଚନା

ଫୁଲବାଣୀ (୨୩/୦୫) : ପ୍ରଶାସନ ଓ ସରକାରଙ୍କ ସହଯୋଗ ମିଳିଲେ ଫୁଲବାଣୀ ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ରବିବାର ସନ୍ଧ୍ୟାରେ ଫୁଲବାଣୀ ପ୍ରେସ କ୍ଲବ ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ନବ ନିର୍ବାଚିତ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି…

ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦାବୀରେ ଅନଲାଇନ ବୈଠକ ଅନୁଷ୍ଠିତ

ଫୁଲବାଣୀ (୨୩/୦୫) : ଆମେ ଓଡ଼ିଆ ଆମ ଭାଷ ବଢିଆ । ଓଡ଼ିଶାର ତତ୍କାଳୀନ ବରପୁତ୍ରଙ୍କ ନିଷ୍ଠାପର ନିଃସ୍ୱାର୍ଥପର ଲଢେ଼ଇ ଫଳରେ ଇଂରେଜ ସରକାର ଭାଷା ଭିତିରେ ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନତା ଦେଲେ । ଓଡ଼ିଆ ଭାଷା କାର୍ଯ୍ୟ କାରୀ କରିବାକୁ ଘୋଷଣା କଲେ । ଦେଶ ସ୍ୱାଧିନର ୧୫…

ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ସମ୍ୱର୍ଦ୍ଧିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ୍ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ବ୍ରହ୍ମପୁର ମହାନଗର ମହୋତ୍ସବ ଅବସରରେ "ଅମୂଲ୍ୟ ଆମ ସାହିତ୍ୟ ସଂସଦ " ତରଫରୁ ବିଶିଷ୍ଟ ସାହିତ୍ୟିକ ଭାବେ ସମ୍ୱର୍ଦ୍ଧନl ଦିଆଯାଇଛି l ଉପସ୍ଥିତ ଅତିଥି ମlନେ ଶ୍ରୀ ମହାପାତ୍ରଙ୍କୁ…

ସାମ୍ବାଦିକଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ କର୍ମଶାଳା

ଫୁଲବାଣୀ : ଦିନକୁ ଦିନ ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବୃଦ୍ଧି ପାଇବା ଓ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର କିଭଳି ଭାବରେ ଉପସ୍ଥାପନା ହେବା ଦରକାର ଓ ଆଇନ ରେ କଣ ସବୁ କଟକଣା ରହିଛି ସେ ନେଇ ଆଜି ରବିବାର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସାହାରା ଓ ପିକକ ପକ୍ଷରୁ…

ଭଗବାନ ଭରସା ରେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ରୋଗୀ ସେବା : ଖାଲି ପଢ଼ିଛି ୧୧ ଡାକ୍ତର ପଦବୀ , ନାହିଁ ମହାପ୍ରୟାଣ…

ଛତ୍ରପୁର ପ୍ରତିନିଧି // ନିସର୍ତ୍ତ ଛତ୍ରପୁର : ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ବ୍ରହ୍ମପୁର ସହରରେ ମୁଖ୍ୟ ହସ୍ପିଟାଲ( ସିଟି ହସ୍ପିଟାଲ) ରହିଛି। ଦୀର୍ଘବର୍ଷ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ହେଡ୍‌କ୍ୱାର୍ଟର ମାନ୍ୟତା ଦେବା ଲାଗି ଦାବି ହୋଇଆସୁଛି। ମାତ୍ର…

ବଡ ମେଡିକାଲ ରେ ପୁଣି ବାଜିଲା ଘଣ୍ଟ : ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିନେଇ 116ତମ…

ବ୍ରହ୍ମପୁର : କିଛି ଦିନର ନୀରବତା ପରେ ଏମ କେ ସି ଜି ରେ ବିଭିନ୍ନ ସମସ୍ୟା କୁ ନେଇ ପୁଣି ଘଣ୍ଟ ବାଡେଇ ଅଭିନଵ ଉପାୟରେ ବିଭିନ୍ନ ସମସ୍ୟା କୁ ନେଇ ବିକ୍ଷୋଭ ପ୍ରତିବାଦ ର ସ୍ୱର ଉଠିଛି l ଏମକେସିଜି ମେଡିକାଲରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା…