Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସଡ଼କ ଦୁର୍ଘଟଣାରେ ଯୁବତୀର ଦୁଇଟା ଗୋଡ଼ ଅକାମି…
ଉମରକୋଟ : ନବରଂପୁର ଜ଼ିଲ୍ଲାର ବେହେଡ଼ା ଠାରେ ଆଜି ଏକ ସଡ଼କ ଦୁର୍ଗଟଣା ଦେଖିବାକୁ ମିଳିଛି, ଛତିଶଗଡ଼ର କେରାଡିହି ଗ୍ରାମର ପାରମୋନ ନେତାମ ତାଙ୍କ ଝିଅ କିଷାନ୍ତା ନେତାମକୁ ଏକ ମୋଟର ସାଇକେଲରେ ନେଇ ତାଙ୍କର ସମ୍ପର୍କୀୟଙ୍କୁ ଘରୁ ଏକ ଅନୁଷ୍ଠାନିକ କାର୍ଯ୍ୟରେ ରାଇଘର ଉମରକୋଟରେ!-->!-->!-->!-->!-->…
ଅବକାରୀ ଓ ପୋଲିସ୍ ର ଜୁଲମ୍ ବିରୋଧରେ ଆଦିବାସୀଙ୍କ ମେଳି
ପାତ୍ରପୁର : ଆଦିବାସୀଙ୍କ ଉପରେ ଅବକାରୀ ଓ ପୋଲିସର ଜୁଲମ ନେଇ ପାତ୍ରପୁର ବ୍ଳକ ମନ୍ଦରଡା ପଞ୍ଚାୟତର ଲୁହୁରୁଣୀ ବଟ ନିକଟସ୍ଥ ମା ସାତ ଭଉଣୀ ମନ୍ଦିର ପୀଠରେ ଏକ ବୈଠକକ କରିଥିଲେ। ଆଦିବାସୀ ନେତା ଦିନବନ୍ଧୁ ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ସଂଘ ସଭାପତି!-->…
କୁଇକୁଳ ସମିତିର କାର୍ଯ୍ୟକର୍ତ୍ତା ଚୟନ
ଦାରିଙ୍ଗବାଡି,(୨୨/୫) : ଦାରିଙ୍ଗବାଡି ବ୍ଲକ କୁଇକୁଳ ସମିତିର କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ କୁଇକୁଳ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅଜୟ ପଡ୍ରାଙ୍କ ସଭାପତିତ୍ୱ କ୍ରମେ ନୂତନ ସଭାପତି ଭାବେ ଅବସରପ୍ରାପ୍ତ ଓଏସ ଅଫିସର କରୁଣାକର!-->…
ଟ୍ରକ ଧକାରେ ବାଇକ ଚାଳକ ମୃତ, ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ
ମାଲକାନଗିରି (କାଲିମେଳା) : ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ 326 ଜାତୀୟ ରାଜପଥଏମଭି 82 ଗ୍ରାମ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ ଚାଳକ ର ମୃତ୍ୟୁ ହୋଇଯାଇଛି । ପଡିଆ ଥାନା ଅନ୍ତର୍ଗତ ନିଲିଗୁଡା ଗ୍ରାମର ଗଙ୍ଗା ପଡିଆମୀ ନାମକ ଜଣେ ଯୁବକ ବାଇକ ଯୋଗେ ଘରକୁ ଫେରୁ ଥିବା ବେଳେ ଏକ!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଆର୍ମୀ ଏକାଦଶ ଆସିକା ଓ ରୋୟାଲ ଷ୍ଟ୍ରାଇକର ଵ୍ରହ୍ମପୁର ଦଳ ବିଜୟୀ
ହିଂଜିଳିକାଟୁ, (୨୨।୫) : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ଶନିବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।!-->…
କିରାମାହା ଅପୂର୍ଣାଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳ ମତି ଶିଶୁଙ୍କ ଚାଲିଛି ଶିକ୍ଷାଦାନ
ଦାରିଙ୍ଗବାଡି,(୨୨/୫) : ରାଜ୍ୟ ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ଶାରୀରିକ ତଥା ମାନସିକର ବିକାଶ କରିବା ପାଇଁ ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି। ହେଲେ କେତେକ ଅଙ୍ଗନବାଡ଼ି କେନ୍ଦ୍ର ଅଧପନ୍ତରିଆ ହୋଇ ରହିଛି ତ ଆଉ କେତେକ କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ!-->!-->!-->…
ରାଜ୍ୟ ସରକାର ଭୁଲ ଜାଣିଲେଣି: ଅପରାଜିତା
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ଅପରାଜିତା କହିଛନ୍ତି ସାଢ଼େ ୪କୋଟି ଓଡ଼ିଆ ଜାଣିଗଲେଣି ରାଜ୍ୟ ସରକାର ଭୁଲ କରିଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛିନା କିଛି କରିବେ । ଯଦି ଭୁଲ ନଥିଲା!-->…
ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ…
ମାଲକାନଗିରି : ଜିଲ୍ଲା ପ୍ରଶାସନ, ମାଲକାନଗିରି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣ ମାଲକାନଗିରି ମିଳିତ ଅନୁକୂଲ୍ୟରେ ଏକ ଖୁଦ୍ର ନିଯୁକ୍ତି ମେଳା ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦଷ କ୍ରମେ, ମାଲକାନଗିରି ମହାବିଦ୍ୟାଳୟ ପରିଷଦରେ ଅନୁଷ୍ଠିତ ହୋଇଛି. ଏହି ନିଯୁକ୍ତି ମେଳାକୁ!-->!-->!-->…
ଦୁର୍ନୀତିର ଚରମ ସୀମାରେ ରାଇଘର ବ୍ଲକ :ବିନା ଫଳକରେ ଚାଲିଛି ପୋଖରୀ ଖନନ, ଶ୍ରମିକ ବଦଳରେ ଲାଗିଛି ଜେସିବି ମେସିନ
ଧର୍ମକୁ ଆଖିଠାର ନୀତିରେ ଚାଲିଛି ଉର୍ଣ୍ଣୟନ ମୂଳକ କାର୍ଯ୍ୟ...
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁଡ଼ାବେଡ଼ା ଗ୍ରାମ ପଞ୍ଚୟେତର ସୋନପୁର ଡି, ଏନ, କେ, ଗାଁରେ ପୋଖରୀ ଖନନ କାମ ବିନା ଫଳକ କିମ୍ବା କୌଣସି ଠିକାଦାରଙ୍କ ଦ୍ଵାରା ନହୋଇ ଗାଁର ଚାରି ପାଞ୍ଚ ଜଣ ମିଶି କରୁଥିବା!-->!-->!-->!-->!-->…
ପ୍ରଶାସନ ତରଫରୁ ୧୩୬ ପିଲାଙ୍କ ପାଠପଡା ଓ ଥଇଥାନ ବ୍ୟବସ୍ଥା…
ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ
ଚିତ୍ରକୋଣ୍ଡା:-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଢା ଠାରେ ଗତକାଲି ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ମାଲକାନଗିରି!-->!-->!-->…