Browsing Category

ଆଞ୍ଚଳିକ

ବ୍ରାହ୍ମଣୀଗାଁ :ଜୈବିକ ପଦ୍ଧତିରେ କୃଷି ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ୍ ପି ପରିସର ସ୍ଥିତ ସଭା ଗୃହରେ ଜୈବିକ ପଦ୍ଧତିରେ କୃଷିଜାତ ଫସଲ ଅମଳର ଏକଦିନିଆ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କଞ୍ଜୁମର…

ଡେଙ୍ଗୁ ରୋଗରେ ରୋକ୍ ଲଗାଇବା ନିମନ୍ତେ ସ୍ୱତନ୍ତ୍ର ବୈଠକ…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ,ଚିତ୍ରକୋଣ୍ଡା ବ୍ଲକ…

ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ପାଠାଗାର ପରିଦର୍ଶନ’ କାର୍ଯ୍ୟକ୍ରମ…

ଛାତ୍ରଛାତ୍ରୀଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ ପଦକ୍ଷେପ ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ବ୍ୟାପକ…

ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର ତା.୨୧.୦୫.୨୦୨୨ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ଭା.ପ୍ର.ସେ. ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ…

ସୁନ୍ଦରଗଡ ଜିଲ୍ଲାର ଦୁଇଟି ଜାଗାରେ ମାଟ୍ରିକ ଖାତାଦେଖା ଆରମ୍ଭ

ରାଉରକେଲା, ୨୧/୫ (ବସନ୍ତ କୁମାର ଜେନା) : ରାଉରକେଲା ଉଦିତନଗରରୁ ସରକାରୀ ହାଇସ୍କୁଲ ପରିସରରେ ଆଜି ଦଶମ ଶ୍ରେଣୀ ପିଲାଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ୨ ଟି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଭବାନୀ ଶଙ୍କର…

ବହୁ ଆଡ଼ମ୍ବରେ ଲଘୁକ୍ରିୟା : କୃଷି ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରିର ଅଣଦେଖାରେ ଦଲାଲ୍ ମାଲାମାଲ୍

ମାଲକାନଗିରି(୨୧/୦୫) : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର ପ୍ରାୟ ୬୦ ରୁ ୭୦ ଭାଗ ଲୋକ କେବଳ କୃଷି ତଥା କୃଷି ଜନିତ ବ୍ୟାପାର ଜରିଆରେ ପରିବାର ପ୍ରତିପୋଷଣ କରନ୍ତି। ଜିଲ୍ଲାରେ ଖରିଫ ଚାଷ ସମୟରେ ମୁଖ୍ୟତଃ ଧାନ,ମକା,ମାଣ୍ଡିଆ,ମୁଗ,ବିରି,ବାଜରା ଭଳି…

ପଥଚାରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁବିଧା କଲେ ବ୍ୟବସାୟୀ ଅନିଲ ଗୁପ୍ତା…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଥାନୀୟ ଚିତ୍ରକୋଣ୍ଡା ଦୈନିକ ମାର୍କେଟର ସଦସ୍ୟ ତଥା ମାର୍କେଟର ଜଣେ ଦକ୍ଷ ବ୍ୟବସାୟୀ ରୂପେ ପରିଚିତ ଅନିଲ କୁମାର ଗୁପ୍ତା l ଚିତ୍ରକୋଣ୍ଡା ଦୈନିକ ମାର୍କେଟ ଚିତ୍ରକୋଣ୍ଡା ବ୍ଲକର ଅଠର…

ଆକସ୍ମିକ ଅଗ୍ନି ଜନୀତ ଅଘଟଣରୁ ରକ୍ଷା ପାଇବା ନିମନ୍ତେ ଅଗ୍ନିଶମ ବିଭାଗ ଦ୍ଵାରା ମକ୍ ଡ୍ରିଲ ଅନୁଷ୍ଠିତ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ଵାରା ଆକସ୍ମିକ ଅଗ୍ନି ଜନୀତ ଅଘଟଣକୁ ରକ୍ଷା ପାଇବା ନିମନ୍ତେ ଏକ ମକ୍ ଡ୍ରିଲ…

ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ପକ୍ଷରୁ ବୀମା ଓ ପେନସନ ସମ୍ୱନ୍ଧୀୟ ମେଳା ଅନୁଷ୍ଠିତ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ମାଲକାନଗିରି : କାଲିମେଳା ବ୍ଲକ ଅଧୀନସ୍ଥ ତାଣ୍ଡବାଇ ପଞ୍ଚାୟତରେ ଆଜି ବ୍ୟାଙ୍କମିତ୍ରଙ୍କ ପକ୍ଷରୁ ବୀମା ଏବଂ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କରଣ , ପେନସନ , ବୀମା ଯୋଜନା ସହ…

ସ୍ୱାମୀ ମୃତ୍ୟୁର ୨ବର୍ଷ ପରେବି ବିଧବା ଭତ୍ତା ପାଇବାରୁ ବଞ୍ଚିତ ୬ ସନ୍ତାନର ଜନନୀ…

ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ଦାରିଙ୍ଗବାଡ଼ି :, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଂଚାୟତ କସପଙ୍କା ଗ୍ରାମର ଲତିମା ବେହେରା ମାଝୀ(୩୬)ଙ୍କ ସ୍ୱାମୀ ପୁପୁରା ବେହେରା ମାଝୀ ମୃତ୍ୟୁର ୨ବର୍ଷ ଅତିବାହିତ ହୋଇ ଯାଇଥିଲେ ସୁଧା, ଆଯଯାଏ ବିଧବା ଭତ୍ତା ପାଇବାରୁ…