Browsing Category

ଆଞ୍ଚଳିକ

ଘରେ ଘରେ ଦେଶି ମଦ ବିକ୍ରି କୁ ବିରୋଧ କଲେ ଏସ ଏସ ଜି ଗ୍ରୁପର ମା

ସୁନ୍ଦରଗଡ/ରାଉରକେଲା : କୋଇଡା ଥାନ ଅନ୍ତର୍ଗତ କୋଇଡା ପଞ୍ଚାୟତ ର ଗୋପପୁର ସାହି ରେ ଥିବି ସୟଂ ସହାୟକ ଗୋଷ୍ଠୀ ର ମା ମାନେ ଦୁଇ ଦିନ ଧରି ଘରେ ଘରେ ବିକ୍ରି ହେଉଥିବା ଦେଶି ମଦ ବା ଭାଟି ମଦ କୁ ବିରୋଧ କରିଛନ୍ତି ,ସୁଚନା ଅନୁଯାୟୀ ଚଳିତ ମାସ ୫/୫/୨୦୨୨ ରେ ଥାନା ଅଧିକାରୀ ସହିତ ବଣାଇ ଉପ…

ବ୍ରାହ୍ମଣୀଗାଁରେ ସ୍ୱାଧୀନ ଖ୍ରୀଷ୍ଟମଣ୍ଡଳୀ ପକ୍ଷରୁ ଉପବାସ ପ୍ରାର୍ଥନା ସଭା ଅନୁଷ୍ଠିତ

ଦାରିଙ୍ଗବାଡି, (୨୦/୫) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ଇମାନୁଏଲ ଅବାସରେ କନ୍ଧମାଳ ଓ ଗଜପତି ଜିଲାର ସ୍ୱାଧୀନ ଖ୍ରୀଷ୍ଟ ମଣ୍ଡଳୀ ପକ୍ଷରୁ ଉପବାସ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଲମ ପାଷ୍ଟର ଆସୋସିଏସନର କର୍ମକର୍ତ୍ତା, ପାଷ୍ଟର ଏବଂ…

ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ଲୋକଙ୍କ ଜୀବିକା ବିକାଶ ସହ ମହିଳାମାନଙ୍କ ସଶକ୍ତିକରଣ ହୋଇପାରିଛି…

ସୁନ୍ଦରଗଡ଼/ରାଉରକେଲା (୨୦/୦୫) : ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍‌ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ…

ପୁଣି ମାଉପୋଷ୍ଟର ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ

ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଯୋଡ଼େଙ୍ଗା, ହାତୀଗାଁ, ଓ କୁଦାବେଡ଼ା ପଞ୍ଚୟେତର ରାସ୍ତା କଡ଼ରେ ମାଓବାଦୀମାନେ ପୋଷ୍ଟର ମାରି ସେମାନେ ନିଜର ଉପସ୍ଥିତି ଜାହିର କରିବା ସଙ୍ଗେ ସଙ୍ଗେ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନି ଦେଇଛନ୍ତି, ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା…

ସାଧୁ ଜାଭିୟର ସ୍କୁଲ ପାରିଶ କରମୁଣ୍ଡାର ରୌପ୍ୟ ଜୟନ୍ତୀ ପାଳିତ

ଦାରିଙ୍ଗବାଡି (୨୦/୦୫) :  କନ୍ଧମାଳ ଜିଲ୍ଲା ଋତୁଙ୍ଗିଆ ଠାରେ ଅନୁଷ୍ଟିତ ହୋଇଯାଇଛି ସାଧୁ ଜେଭିୟର ସ୍କୁଲର ରୌପ୍ୟ ଜୟନ୍ତୀ । ଏହି ପାରିଶ ବିଦ୍ୟାଳୟଟି ୧୯୯୫ ମସିହା ରେ କରମୁଣ୍ଡା ଠାରେ ପ୍ରଥମେ ଆରମ୍ଭ ହୋଇଥିଲା। ପ୍ରଥମେ ଗୋଟିଏ ଶ୍ରେଣୀ ରୁ ଆରମ୍ଭ ହୋଇ ଏବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା…

ଜିଲ୍ଲାପାଳଙ୍କୁ ଭେଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କଲା ସୁନ୍ଦରଗଡ଼ ବିଜୁ ଜନତା…

ସୁନ୍ଦରଗଡ଼ : ଆଜି ପୂର୍ବତନ ମନ୍ତ୍ରୀ, ସାଂସଦ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଗତ…

ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା :ଅଟୋକୁ ପିଟିଲା ଟ୍ରକ୍‌, ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଆହତ…

ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ । ୩ ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି…

ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀଗାଁ କୃଷି ବିଭାଗ କାର୍ଯ୍ୟାଳୟ…

ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ଦାରିଙ୍ଗବାଡ଼ି :, କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ସ୍ଥିତ କୃଷି ବିଭାଗର ୩ଟି ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିଭାଗୀୟ ଉଚ୍ଚ ଅଧିକାରୀ ଗଣ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଏହି ଘର ଗୁଡିକୁ ଦେଖିଲେ ଠିକ…

କାହା ଛତ୍ର ଛାୟା ତଳେ ପ୍ରଧାନ ଶିକ୍ଷକ : ନାଲି ଫିତା ତଳେ ଦବି ଯିବନି ତ ପିତାମାତା ଙ୍କ କରୁଣ କ୍ରନ୍ଦନ.. !!

ଖଇରପୁଟ //ମାଲକାନଗିରି : ଗତ ୧୫ ମେ ୨୦୨୨ ରବିବାର ବିଳମ୍ବିତ ରାତ୍ର ପ୍ରାୟ ୧୧.୩୦ ରେ ଶ୍ରୀଧର ନାମକ ଏକ କଅଁଳ ଶିଶୁର କ୍ରନ୍ଦନ ଶେଷ ଥର ପାଇଁ ପ୍ରକମ୍ପିତ ହୋଇଥିଲା ନନ୍ଦିନୀଗୁଡ଼ା ଛାତ୍ରାବାସରେ । ସନ୍ଧ୍ୟା ୮.୩୦ରୁ ରାତି ୧୧.୩୦ ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା ଧରି ମୃତ୍ୟୁ ସହ ଅହରହ…

ଟ୍ରାକ୍ଟର ଓ ମଟର ସାଇକେଲ ଦୁର୍ଘଟଣା। ଜଣେ ଗୁରୁତର

ଦାରିଙ୍ଗବାଡ଼ି,(୧୯/୫) : ଦାରିଙ୍ଗବାଡ଼ି ବ୍ଳକ ଦନେକବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜିଯାମାହା ଗ୍ରାମର ଫାମ୍ପି ନାୟକଙ୍କ ପୁଅ ଦୀପକ ନାୟକ(୨୫) ଟ୍ରାକ୍ଟର ଓ ମଟର ସାଇକେଲ ଧକାରେ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୀପକ କୌଣସି କାମରେ ମଟର ସାଇକେଲରେ ଦାରିଙ୍ଗବାଡ଼ି ଆସି କାମସାରି…