Browsing Category

ଆଞ୍ଚଳିକ

ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅସାନୀ ପାଇଁ ପ୍ରସ୍ତୁତି :ଯେକୌଣସି…

ଭୁବନେଶ୍ୱର / ବ୍ରହ୍ମପୁର: ବଙ୍ଗୋପ ସଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା “ଅସାନୀ’କୁ ଦୃଷ୍ଟିରେ ରଖି ସ୍ଥିତିର ମୁକାବିଲା କରିବା ଲାଗି ଟିପିଏସ୍‌ଓଡିଏଲ୍‌ର ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) ପ୍ରସ୍ତୁତ ରହିଛି । …

ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲି ପଞ୍ଚାୟତର କେରାଣ୍ଡିତୋଳା ଗ୍ରାମ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ ସଭାପତିତ୍ବ କରିଥିଲାବେଳେ କାମରାଜୁ…

ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟ ଯାତ୍ରା

ଛତ୍ରପୁର : ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟାଣାମ୍ମା ଙ୍କ ଆଜି ସନ୍ଧ୍ୟାରେ ପ୍ରଥମ ଘଟଯାତ୍ରା ଅନୁଷ୍ଠିତ ହେଉଅଛି । ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ଚାଲିଛି । ଅସ୍ଥାୟୀ ଆଡ଼ପ ଘରେ ବିଜେ କରି ଗୋଟିଏ ଦିନର ବିଶ୍ରାମ ବିରତି ପରେ ତହିଁଆର ଦିନ ଅର୍ଥାତ ତୃତୀୟ ଦିବସରୁ ବୈଧାନିକ…

ସ୍ବସ୍ତି ଚିଲିକା ରିସର୍ଟ ନିକଟରୁ ମୃତ ଡ଼ଲଫିନ ଉଦ୍ଧାର

ଖଲ୍ଲିକୋଟ(୮/୫) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମ ଠାରେ ଥିବା ସ୍ବସ୍ତି ଚିଲାକା ରିସର୍ଟ ନିକଟସ୍ଥ ଚିଲିକା କୂଳରେ ଏକ ମୃତ ଡଲଫିନ ପଡିଥିବା ଜଣାପଡିଛି l ରବିବାର ଦିନ କୌଣସି କାରଣରୁ ଏକ ଡ଼ଲଫିନ ମେସିନ ଡଙ୍ଗା କିମ୍ବା ଲଞ୍ଚ ଧକ୍କା କିମ୍ବା ଅସହ୍ୟ ଗରମ ଯୋଗୁ ଡ଼ଲଫିନ…

ବାଲିବୋଝେଇ ଟ୍ରାକ୍ଟର ଓଲଟିଲା, ଚାଳକ ମୃତ

ପାତ୍ରପୁର (୮/୫) : ପାତ୍ରପୁର ବ୍ଲକ ତୁରିବୁଡିରୁ ଗଜପତି ଜିଲ୍ଲା ମାହେନ୍ଦ୍ରଗଡ଼ ଅଞ୍ଚଳକୁ ଟ୍ରାକ୍ଟର ଯୋଗେ ବାଲି ନେଉଥିବାବେଳେ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକଙ୍କ ନାମ ମୁନା ନାଇକ ୨୩ବର୍ଷ ବୋଲି ଜଣାପଡ଼ିଛି। ତୁରିବୁଡି ଇନ୍ଦିରା ଆବାସ କଲୋନୀ ର ଦଳିତ ଯୁବକ ମୁନା…

ନିଆଁଲାଗି ପୋଡି ପାଉଁଶ ହେଲା ଘର, ସବୁ ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡି,(୮/୫) : ଦାରିଙ୍ଗବାଡି ବ୍ଲକର ତିଲୋରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗେରମାହା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଜସେଫ ପ୍ରଧାନଙ୍କ ଘରେ ନିଆଁ ଲାଗି ଯାଇଥିବା ଫଳରେ ସବୁ ଅର୍ଜିତ ସବୁ ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି । ଜସେଫ ଓ ତାଙ୍କ ପରିବାର ସଦସ୍ୟ…

ପୁଇଗୁଡା ଗ୍ରାମ ନିକଟ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା କଡରେ ବିରାଟ ଶୁଖିଲା ଗଛ ବିପଦ ସଂକୁଳ ଅବସ୍ଥାରେ

ଦାରିଙ୍ଗବାଡ଼ି,( ୮/୫) : ଦାରିଙ୍ଗବାଡ଼ି ପୂର୍ତ୍ତବିଭାଗ ଅଧିନସ୍ତ ଦାରିଙ୍ଗବାଡ଼ି-ପାଣିଗଣ୍ଡା ରାସ୍ତାରେ, ପୁଇଗୁଡା ଗ୍ରାମ ନିକଟ ରାସ୍ତା କଡରେ ଏକ ବିରାଟ ଶୁଖିଲା ଗଛ ରହିଛି। ସେହି ଶୁଖିଲା ଗଛର ବଡ଼ ସୁଖିଲା ଶାଖା ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ ପ୍ରସାରିତ ହୋଇ ରହିଛି। କେତେବେଳେ…

ଗଦାପୁର ମଦରମେରୀ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଦାରିଙ୍ଗବାଡ଼ି,୮/୫, ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗଦାପୁର ସ୍ଥିତ ମଦର ମେରୀ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ପାଳନ କରାଯାଇଛି । କରୋନା ସଂକ୍ରମଣ କଟକଣାରୁ ଦୀର୍ଘ ଦୁଇ ବର୍ଷଧରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ ହୋଇ ପାରିନଥିଲା ।…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

କନ୍ଧମାଳ(୮/୫) : କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୨ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି…

ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର

ନବରଙ୍ଗପୁର(୮/୫) : ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସ ର ପତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା…