Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ…
ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ର ଜଣେ ମହିଳା କାଲି ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ, ପରେ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ କହିଥିଲେ। ତାପରେ ପରିବାର ଲୋକ ତାଙ୍କୁ!-->!-->!-->…
ଅରବିନ୍ଦ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ସଚେତନ ରଥଯାତ୍ରା ଏବଂ ଜିଲ୍ଲାସ୍ତରୀୟ ମହିଳା ପାଠଚକ୍ର ଆଲୋଚନା
ବାଲିଗୁଡା : ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଭାରତରେ ୧୫/୦୮/୨୧ ରୁ ଆରମ୍ଭ ହୋଇ ୧୫/୦୮/୨୨ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ଏହି ଅବସରରେ ବାଲିଗୁଡା ରେ ପ୍ରଭୁ ଶ୍ରୀ ଅରବିନ୍ଦ ଙ୍କ ଅତିମାନସ ସଚେତନ ରଥ ସୁନାପାଙ୍ଗା!-->…
ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୨ ଅବସରରେ ଜି. ଉଦୟଗିରିଠାରେ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୨ ତାଲୁକା ଆଇନ୍ ସେବା ପ୍ରାଧିକରଣ ଜି. ଉଦୟଗିରି ଓ ସେଚ୍ଛାସେବୀ ଅନୁଷ୍ଠାନ ଦାତୀ ଙ୍କ ମିଳିତ ସହଯୋଗରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଂପାଦିକା ଶ୍ରୀମତି ରମାଦେବୀ ସୋରେନ୍!-->!-->!-->…
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ : ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ…
ସୁନ୍ଦରଗଡ଼ (୦୨/୦୫) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ସ୍ଥାନୀୟ ସଦଭାବନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ!-->!-->!-->…
ଅଟୋ ଓଲଟି ଯୁବକ ମୃତ୍ୟୁ
ପାତ୍ରପୁର : ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅଧିନସ୍ଥ ତୁରିବୁଡି ପଂଚାୟତ ଝଗଡାପଲ୍ଲୀ ମୁଖ୍ୟ ରାସ୍ତାରେ ରବିବାର ରାତ୍ର ଏକ ଅଟୋ ଓଲଟିବା ଫଳରେ ଚାଳକ ଙ୍କ ମୃତ୍ୟୁ ହୋଇଛି। ତୁରିବୁଡି ପଂଚାୟତ କୃଷ୍ଣପୁର ଗ୍ରାମର ସୁଶାନ୍ତ ଶବର ୩୩ ବୋଲି ଜଣା ପଡ଼ିଛି। ଗତକାଲି ସୁଶାନ୍ତ କିଛି ଲୋକଙ୍କୁ!-->…
ମାଲକାନଗିରି ୧୮ନଂ ୱାର୍ଡରେ ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ଅଭିଯୋଗ ବାଢିଲେ ବସ୍ତିବାସିନ୍ଦା
ମାଲକାନଗିରି : ମାଲକାନଗିରି ସଦର ମହକୁମାର ୧୮ନଂ ୱାର୍ଡରେ ନିର୍ମିତ ହେବାକୁ ଥିବା ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଛି l ନୁଆଁଗୁଡା ଅଞ୍ଚଳରେ ରହୁଥିବା ୧୮ନଂ ୱାର୍ଡବାସୀଙ୍କ କହିବା ଅନୁଯାଇ ପୌରନିର୍ବାଚନ ପୂର୍ବରୁ ମ୍ୟୁନିସପାଲଟି ତରଫରୁ ୱାର୍ଡ!-->!-->!-->…
ଦଳିତଙ୍କ ଜାଗା ଓ ଘରକୁ ଜବରଦଖଲ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ତହସିଲ ଅଧୀନରେ ଯାଉଥିବା ଚକାପାଦ ମୌଜାର ଖାତା ନମ୍ବର-୨୪୯/୩୩୧,ପ୍ଲଟ ନମ୍ବର-୧୭୧୭/୩୧୨୩,ଏରିଆ ୦.୧୨୦ଆର କିସମ ଘରବାରି।ଏହି ଜମି ଓ ଘର ଜଣେ ଦଳିତ ହରିଜନ ସୁଶାନ୍ତ ନାୟକଙ୍କର । ଦୀର୍ଘ ବର୍ଷ ହେବ ସେ ଏହି ଜାଗାରେ ଘର କରି ଭଡ଼ା ସୂତ୍ରରେ!-->!-->!-->…
ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ
ଫୁଲବାଣୀ : ଟିକାବାଲି ଠାରେ ବ୍ଲକ ସ୍ତରୀୟ ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ୍ ଶିବିର ରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଫ୍ଲିପ୍ କର୍ଟ, ଅମାଜନ ଓ ଭିଗମର୍ଟ ଭଳି ଆନ୍ତର୍ଜାତୀୟ ଡିଜିଟାଲ ବଜାରରେ ନିଜ ନିଜର ଦ୍ରବ୍ୟ ବିକିବା ନିମନ୍ତେ!-->!-->!-->…
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ମଇ ଦିବସ ପାଳିତ
ଫୁଲବାଣୀ : ଫୁଲବାଣୀ ଗାନ୍ଧୀ ସ୍ତୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ମଇ ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌର!-->…
ଖବରକାଗଜ ବିତରକମାନଙ୍କୁ ଉପ-ଜିଲ୍ଲାପାଳଙ୍କ ଦ୍ୱାରା ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ
ବ୍ରହ୍ମପୁର, (୦୨/୦୫) : ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ 23.12.2021 ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ!-->!-->!-->…