Browsing Category

ଆଞ୍ଚଳିକ

ବଜ୍ରପାତରେ ତିନି ମଇଁଷି ମୃତ

ଚିକିଟି : ଚିକିଟି ବ୍ଲକ ରାମଚନ୍ଦ୍ରପୁର ପୋଖରୀ ନିକଟରେ ମଇଁଷି ପଲ ସୋଇଥିଲା ସମୟରେ ରବିବାର ବଜ୍ରପାତ ଘଟିଥିଲା । ଏଥିରେ ତିନିଟି ମଇଁଷି ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୋମବାର ପ୍ରାଣୀଧନ ବିଭାଗ ପଶୁ ଡାକ୍ତର ସୁଦାମ ପ୍ରଧାନ ଘଟଣା ସ୍ଥଳ ରେ ପହଂଚି ଅନୁସନ୍ଧାନ କରିଛନ୍ତି । ପରେ ମଇଁଷି…

ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ ଓ ଦହିପଣା ବଣ୍ଟନ

ରାଜସୁନାଖଳା (୦୨/୦୫) : ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ସ୍ଥିତ ବିନୋଦପଡା ଗ୍ରାମର ଜାତୀୟ ରାଜପଥ ମୁଖ୍ୟ ସଡ଼କ ପାର୍ଶ୍ଵରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ ପକ୍ଷରୁ ମଇ ୦୨ ତାରିଖ ଦିନ ଜଳଛତ୍ରର ଶୁଭାରମ୍ଭ ଓ ଦହିପଣା ବଣ୍ଟନ…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଭା ଗୃହରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ୪୮ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଠି ମଧ୍ୟରୁ ଚାରି ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ…

କୃଷକ ଓ ଶ୍ରମିକ ଦେଶର ମେରୁଦଣ୍ଡ, ନିସ୍ବାର୍ଥପର ଶ୍ରମ ଦାନ ଯୋଗୁଁ ଭାରତ ଶ୍ରେଷ୍ଠ ଅର୍ଥନୀତିରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି –ସାଂସଦ ବ୍ରହ୍ମପୁର ଛତ୍ରପୁର : ତା ୦୨.୦୫.୨୦୨୨ କୃଷକ ଓ ଶ୍ରମିକ ଦେଶର ମେରୁଦଣ୍ଡ, ଏମାନଙ୍କର ନିସ୍ବାର୍ଥପର ଶ୍ରମ ଦାନ ଯୋଗୁଁ ଆଜି ଭାରତ…

ଜିଲ୍ଲାର ଖବରକାଗଜ ବିତରକ ମାନଙ୍କୁ ପରିଚିୟ ପତ୍ର ବଣ୍ଟନର ଶୁଭାରମ୍ଭ…

ଛତ୍ରପୁର :ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୩.୧୨.୨୦୨୧ ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ…

ଦକ୍ଷତା ବିକାଶ କ୍ଷେତ୍ରରେ ନବ ଦିଗନ୍ତରେ ସୁନ୍ଦରଗଡ଼ ଜିଲ୍ଲା…

ସୁନ୍ଦରଗଡ଼ : ଦକ୍ଷତା ବିକାଶ ହେଉଛି ଆଜିର ସମାଜକୁ ଆଗକୁ ନେବାର ମୁଖ୍ୟ ଅସ୍ତ୍ର। ଏହି ଆୟୁଧ ବଳୀୟାନ କରେ ବେରୋଜଗାରମାନଙ୍କୁ ରୋଜଗାରକ୍ଷମ କରାଇବାରେ। ବିଭିନ୍ନ ବର୍ଗର ପିଲା ଲାଭାନ୍ଵିତ ହୁଅନ୍ତି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାକୁ…

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ

ବ୍ରହ୍ମପୁର : ଗତକାଲି ମଧ୍ୟରାତିରେ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ମହାଙ୍କୁଡ଼ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ପ୍ରାୟ ରାତ୍ରି ୧୨ ସମୟରେ ବ୍ରହ୍ମପୁର ମହାନଗର ନିଗମ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ମହାଙ୍କଡ଼ ନିଜ ବ୍ୟବସାୟିକ କାର୍ଯ୍ୟ ସାରି ସାଇ ନଗର ସ୍ଥିତ…

ସାକାର ହେବାକୁ ଯାଉଛି କନ୍ଧମାଳ ପିପୁଲସ ଫୋରମର ସ୍ଵପ୍ନ

ଫୁଲବାଣୀ : ସାକାର ହେବାକୁ ଯାଉଛି କନ୍ଧମାଳ ପିପୁଲସ ଫୋରମର ସ୍ଵପ୍ନ । ସଂଯୋଗ ହେବାକୁ ଯାଉଛି ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ଲାଇନ। ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳଲାଇନ ପାଇଁ ରେଳ ବିଭାଗ ଏବଂ ରାଜ୍ଯ ସରକାରଙ୍କର ମିଳିତ ସହଭାଗିତାରେ ୨୪ କୋଟି ୯୯ ଲକ୍ଷ ଟଙ୍କା…

ମଇ ୨ରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

ସୁନ୍ଦରଗଡ଼ (୦୧/୦୫) : ମଇ ୨ ତାରିଖରେ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ…

ବାଲିଗୁଡାରେ ପ୍ରବଳ ବର୍ଷା ପବନ ସହିତ ବିଜୁଳି ମାଡ଼ : ବିଦ୍ୟୁତ ସେବା ବିଛିନ୍ନ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଦେଖିବାକୁ ମିଳିଛି ଅଦିନିଆ ବର୍ଷା ସାଙ୍ଗକୁ ପବନର ମାଡ | ଅପରାହ୍ନ ସମୟରେ କଳାହାଣ୍ଡିଆ ମେଘ ସହିତ ପବନ ବର୍ଷା ହୋଇଯାଇଛି | ବର୍ଷା ସହିତ ପବନର ମାତ୍ରା ପ୍ରଖର ଥିବାରୁ ଲୋକେ ପଦାକୁ ବାହାରି ପାରିନ ଥିଲେ | ଏହି ପବନ ଓ ବର୍ଷା ପ୍ରାୟ ଅଧ…