Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୨୦୪ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ
ଦାରିଙ୍ଗବାଡ଼ି,୩୦/୪ : ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ୨୦୪ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଲେଖିଥିବା ଖବର ହସ୍ତଗତ ହୋଇଛି। ବ୍ଳକ ମହକୁମା ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ନବୋଦୟ ପ୍ରବେଶିକା ପରୀକ୍ଷା!-->!-->!-->…
ମେ’ ୧ରୁ ସୁନ୍ଦରଗଡ଼ରେ ଟ୍ରାଫିକ୍ ନିୟମ କଡ଼ାକଡ଼ି, ବିଭିନ୍ନ ରାସ୍ତାରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ କ୍ୟାମେରା
ସୁନ୍ଦରଗଡ଼ (୩୦/୦୪) : ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଏହାକୁ ସୁନିଶ୍ଚିତ କରିବା ପାଇଁ ମେ’ ୧ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ତେଣୁ ଟ୍ରାଫିକ୍ ନିୟମ ସଠିକ୍ ଭାବେ ପାଳନ କରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି।!-->!-->!-->…
ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ରୌପ୍ୟ ଜୟନ୍ତୀ ଯାତ୍ରା ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ(୩୦/୦୪) : ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ପଞ୍ଚ ବିଂଶ ତମ ତଥା ରୋପ୍ୟା ଜୟନ୍ତୀ ଯାତ୍ରା ଆସନ୍ତା ମେ ୩ ରୁ ଜୁନ ୧ ପର୍ଯ୍ୟନ୍ତ ହେବାକୁ ଯାଉଛି | ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ରାମ ମନ୍ଦିର ନିକଟସ୍ଥ ନାରାୟଣୀ ଯାତ୍ରା କମିଟି ପରିଚାଳନା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ!-->!-->!-->…
MKCG ମେଡିକାଲରେ DMRT ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ଆକ୍ରମଣ ଫଳରେ ଛାତ୍ରଛାତ୍ରୀମାନଙ୍କ ଧାରଣା, ରୋଗୀ ସେବା ଠପ୍
ବ୍ରହ୍ମପୁର : ଦକ୍ଷିଣ ଓଡିଶାର ଏକ ମାତ୍ର ବଡ଼ମେଡିକାଲ ରୂପେ ବ୍ରହ୍ମପୁରର MKCG ମେଡିକାଲ ସାରା ଓଡିଶାରେ ପରିଚିତ | ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରର ବହୁତ ରୋଗୀ ନିର୍ଭର କରି ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି | ବହୁତ ଭଲ ହୋଇ ଯାଆନ୍ତି କିନ୍ତୁ ବେଳେବେଳେ ସାମାନ୍ୟ କଥାରୁ ରୋଗୀ!-->!-->!-->…
ନିର୍ଭୟାକଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମର ଜିଲ୍ଲା ଟାସ୍କ ଫୋର୍ସ କମିଟିର ସମୀକ୍ଷା ବୈଠକ
ଛତ୍ରପୁର (୩୦.୪) : ନିର୍ଭୟାକଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗଞ୍ଜାମ ଓସ୍ବାନ୍ ହଲ୍ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି!-->…
ସଡକ ସୁରକ୍ଷା ଦିଗରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ବିନା ହେଲମେଟ୍ ରେ ଦୁଇ ଚକିଆ ଯାନ ଚଳାଇ ମହା ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁଥିଲେ ଅଧ୍ୟକ୍ଷଙ୍କୁ ଦାୟୀ କରାଯିବଛତ୍ରପୁର (୩୦.୪) : ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ଓସ୍ବାନ୍ ସମ୍ମିଳନୀ କକ୍ଷଠାରେ ସଡକ ସୁରକ୍ଷା ଦିଗରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ!-->…
ଦାରିଙ୍ଗବାଡ଼ି ବ୍ଲକର ୧୬୧୬ ଜଣ ଛାତ୍ରଛାତ୍ରୀ ୧୦ଟି ପରୀକ୍ଷା କେନ୍ଦ୍ରରେ ଦଶମ ପରୀକ୍ଷା ଦେଲେ
ଦାରିଙ୍ଗବାଡ଼ି(୩୦/୪) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ୩୩ଟି ଉଚ୍ଚ ବିଦ୍ୟାଳୟର ୧୬୧୬ ଜଣ ଛାତ୍ରଛାତ୍ରୀ ଆଜି ବ୍ଳକର ୧୦ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ସୂଚନାରୁ ପ୍ରକାଶ ପାଇଛି । ଦାରିଙ୍ଗବାଡ଼ି ସରକାରୀ ବାଳିକା!-->!-->!-->…
ମାଟ୍ରିକ ପରୀକ୍ଷା ମାଲକାନଗିରିରେ ପ୍ରଥମ ଦିନରେ ୬୬୪୪ ଜଣ ପରୀକ୍ଷାର୍ଥୀ ଉପସ୍ଥିତ, ୧୧୨୮ ଜଣ ଅନୁପସ୍ଥିତ
ମାଲକାନଗିରି ( ୩୦/୦୪) : ଗତକାଲି ଠାରୁ ଦଶମ ତଥା ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ଅତି ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସମାପ୍ତ ହୋଇଛି। ଜିଲ୍ଲାର ୪୫ଟି କେନ୍ଦ୍ରରେ ମୋଟ ୭୭୭୨ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୬୬୪୪ ଜଣ ପରୀକ୍ଷା ଦେଇଥିବା ବେଳେ!-->…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ, ୫୫ହଜାର ଜୋରିମାନା
ଫୁଲବାଣୀ : ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଭାସ୍କରଚନ୍ଦ୍ର ସାହୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଂଚଳର ଏକ ନାବାଳିକା ଦୁସ୍କର୍ମ ମାମଲାର ବିଚାରଣ କରି, ଘଟଣାର ୧୧ ଜଣ ସାଖିଙ୍କ ବୟାନ,ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପୋଲିସର ରିପୋର୍ଟକୁ ଆଧାର କରି ମାମଲାର!-->!-->!-->…
ବିଶ୍ବ ନୃତ୍ୟ ଦିବସ ଅବସରରେ ଫୁଲବାଣୀ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ…
ଫୁଲବାଣୀ:-ବିଶ୍ବ ନୃତ୍ୟ ଦିବସରେ ଫୁଲବାଣୀର ସୁପରିଚିତ ନୃତ୍ୟ ଓ କଳା ଅନୁଷ୍ଠାନ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ!-->…