Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହିଞ୍ଜିଳିକାଟୁ ବ୍ଳକର ୯ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୧୯୪୩ ପରୀକ୍ଷାର୍ଥୀ
ହିଞ୍ଜିଳିକାଟୁ (୨୯/୦୪) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ହୋଇଛି । ପ୍ରଥମ ଦିବସରେ ଇଂରାଜୀ ପରୀକ୍ଷା ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଯାଇଅଛି। ହିଂଜିଳିକାଟୁ ବ୍ଳକର ପ୍ରଥମ ଦିବସ ରେ ୯ଟି!-->!-->!-->…
ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର…
ଫୁଲବାଣୀ: ଚଳିତ ବର୍ଷ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ । ଏହାକୁ ନେଇ ଏବେ ଫୁଲବାଣୀରେ ବେସ୍ ଚର୍ଚ୍ଚା ଚାଲିଛି । ଏକଥା କିଛି ନୁଆ ନୁହେଁ । ପୂର୍ବରୁ ଏମିତି ଅନେକ ବିଧାୟକମାନେ ମଧ୍ୟ ଦଶମ ପରୀକ୍ଷା ଦେଇଛନ୍ତି ଏବଂ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ହେଲେ ଫୁଲବାଣୀ!-->!-->!-->…
ଭଙ୍ଗା ଘରେ ଵିତୁଛି ଜୀବନ : ଆବାସ ଯୋଜନା ଏଠାରେ ଧର୍ମକୁ ଆଖିଠାର..!
ହିଞ୍ଜିଳିକାଟୁ : ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ପ୍ରଣୟନ କରାଯାଉଛି । ପ୍ରକୃତ ପକ୍ଷେ ଏହାର ସୁଫଳ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିପାରୁନାହିଁ । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ସରକାରୀ ଅଫିସର ଏବଂ!-->…
ଫୁଲବାଣୀ ଓକିଲସଙ୍ଘ ପକ୍ଷରୁ ଓକିଲ ଦିବସ ପାଳିତ
ଫୁଲବାଣୀ : ଏପ୍ରିଲ ୨୮ ଆଜି ଓକିଲ ଦିବସ | ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି (ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ!-->…
ଭୁଲିଗଲା ସମ୍ପର୍କ : ମଦ ପାଇଁ ମା’କୁ ହତ୍ୟା କଲା ପୁଅ
ହିଞ୍ଜିଳିକାଟୁ (୨୮ା୪) : ଭୁଲିଗଲା ମାନବିକତା । ମଦ ନିଶାରେ ଚୁର ହୋଇ ଜଣେ ମଦ୍ୟପ ଠେଙ୍ଗାରେ ପିଟି ନିଜ ମା’କୁ ହତ୍ୟା କରିଛି । ଗୁରୁବାର ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମରେ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର!-->…
ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ (୨୮/୦୪) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଯନ୍ତ୍ରି ପଂଚାୟତ ର ଟାଭେରୁ ନିକଟସ୍ଥ ପାହାଡ ରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀ କୁ ଜବତ କରିଛି ବିଏସଏଫ । ଗତ କିଛିଦିନ ତଳେ ଯନ୍ତ୍ରି ପଂଚାୟତ ରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା!-->!-->!-->…
ରାସ୍ତା ଅବରୋଧ କରି ଆମ୍ବପର୍ବ ପାଳନ ବେଳେ ବାଇକ ଦୁର୍ଘଟଣା ଜଣେ ମୃତ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗୁଟମଗୁଡା ଗ୍ରାମରେ ଆଜି ଆମ୍ବପର୍ବ ପାଳନ ନିମନ୍ତେ ରାସ୍ତା ଅବରୋଧ କରି ଚାନ୍ଦା ଆଦାୟ ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ମାଡିଯିବାରୁ ଜଣେ ନାବାଳିକା ମୃତ ଓ ୨ଜଣ ନାବାଳିକା ଗୁରୁତର ଆହତ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା!-->!-->!-->…
ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ମହା ସମାରୋହରେ ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ସାରା ଓଡ଼ିଶା ର ଆଇନଜୀବୀ ମାନଙ୍କୁ ଆଭାଷୀ କାର୍ଯ୍ୟକ୍ରମ!-->…
ଗଣମାଧ୍ୟମରେ ପ୍ରକାଶିତ ପରେ, ସିମନବାଡ଼ି ପଞ୍ଚାୟତରେ ଗ୍ରାମସଭା ବୈଠକ
ଦାରିଙ୍ଗବାଡ଼ି,୨୮/୪ : ରବିବାର ଦିନ ହେବାକୁ ଥିବା ଗ୍ରାମସଭା ବୈଠକ ବୁଧବାର ଦିନ ସିମନବାଡ଼ି ପଞ୍ଚାୟତରେ ଗ୍ରାମସଭା ବୈଠକ ଆୟୋଜିତ ହୋଇଥିଲା । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ରବିବାର ଦିନ ଗ୍ରାମସଭା ବୈଠକ ହୋଇନଥିବା ନେଇ ନାଏବ ସରପଞ୍ଚ ଏସ. ସୁନୀଲ କୁମାର ସୁବୁଦ୍ଧି ଙ୍କ ସମେତ!-->…
କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରେବିଙ୍ଗିଆ ପଞ୍ଚାୟତ ସଭାଗୃହରେ କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ପଞ୍ଚାୟତର ୧୩ଟି ଓ୍ବାର୍ଡର ସଭ୍ୟ/ସଭ୍ୟା ସହ ପଞ୍ଚାୟତ ପିଇଓ ଗାଁ ସାଥି ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ନନ୍ଦିନୀ ପ୍ରଧାନ ଓ!-->…