Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଠ ଗୋଟି ଗ୍ରାମପଞ୍ଚାୟତର ଜନ ପ୍ରତିନିଧିଙ୍କୁ ନେଇ ସାମ୍ବିଧାନିକ ସଚେତନତା ଶିବିର
ଦାରିଙ୍ଗବାଡ଼ି(୨୫/୪) : ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ପଞ୍ଚାୟତରାଜ ବ୍ୟବସ୍ଥା ସମ୍ପର୍କରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସାମ୍ବିଧାନିକ ସଚେତନତା ଶିବିର ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସଭା!-->…
ଖଲ୍ଲିକୋଟ ଏନଏସି ରେ ଆରମ୍ଭ ହେଲା ଜଳଛତ୍ର
ଖଲ୍ଲିକୋଟ (୨୫/୪) : ପ୍ରବଳ ଗ୍ରୀଷ୍ମ ପ୍ରଭାବ କୁ ଆଖି ଆଗରେ ରଖି ପଥଚାରୀ ଓ ତୁଷାର୍ତ ବାଟୋଇ ଙ୍କ ତୃଷା ମେଣ୍ଟାଇବା ପାଇଁ ଖଲ୍ଲିକୋଟ ଏନ ଏ ସି ଷୋମବାର ଦିନ ସହର ର ବିଭିନ୍ନ ଛକ ଓ ରାସ୍ତା ପାର୍ଶ୍ୱ ରେ ଆରମ୍ଭ କରିଛି ଜଳଛତ୍ର କାର୍ଯ୍ୟକ୍ରମ ଖଲ୍ଲିକୋଟ ବସ୍ଷ୍ଟାଣ୍ଡ ଠାରେ ଦହି ପଣା ବଣ୍ଟନ!-->…
ବିଶିଷ୍ଟ ଓକିଲଙ୍କ ତିରୋଧାନରେ ଶୋକ
ସୁନ୍ଦରଗଡ଼ (୨୫/୦୪) : ଜ଼ିଲ୍ଲା ଓକିଲ ସଂଘ ସୁନ୍ଦରଗଡ଼ର ସଦସ୍ୟ ସୁନୀଲ କୁମାର ଚୌଧୁରୀ ଗତ କାଲି ତା ୨୪ -୪-୨୨ ରିଖ ସମ୍ବଲପୁର ସମଲେଶ୍ୱରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାତଃ ୮ ଘଟିକା ସମୟରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସେ ଗତ କିଛିବର୍ଷରୁ ମଧୁମେହ ରୋଗରେ ପୀଡିତ!-->…
ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ଅଭିଯୋଗ ଶୁଣାଣୀ
ବ୍ରହ୍ମପୁର (୨୫/୦୪) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ!-->!-->!-->…
ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଫଲଗୁ ପକ୍ଷରୁ ସାରସ୍ଵତ ସମାବେଶ ଅନୁଷ୍ଠିତ
ବ୍ରହ୍ମପୁର : ଫଲଗୁ ସାହିତ୍ୟ ସଂସଦ ର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କ ସଭାପତିତ୍ବ ରେ ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସର ରେ ଫଲଗୁ ପରିବାର ର ସାହିତ୍ୟିକ କବି ଓ ଲେଖକ ଙ୍କ ଉପସ୍ଥିତି ରେ ଏକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଥିଲା। ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଅବନୀ!-->!-->!-->…
ଗଦବାଗୁଡ଼ା ବସ୍ତିରେ ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନର ଭଙ୍ଗାରୁଜା
ବାଲିମେଳା ( ୨୫/୦୪) : ଆଜି ଦିନ ୧୦.୦୦ ସମୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନଂ ୱାର୍ଡ଼ ଅନ୍ତର୍ଗତ ଗଦବାଗୁଡ଼ା ବସ୍ତି ର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଲାଗି ରହିଥିବା ବାଦ ବିବାଦରେ ଆଜି ପଡ଼ିଛି ପୂର୍ଣ୍ଣଛେଦ।!-->…
ଆମକୋ-ସିମକୋ ସହିଦଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେବାକୁ ଦାବି
ସୁନ୍ଦରଗଡ଼ ଜିଲ୍ଲାରେ ଆମକୋ-ସିମକୋ ସହିଦ ଦିବସ ପାଳିତ
ରାଉରକେଲା(୨୫/୦୪) : ସୁନ୍ଦରଗଡ ଜିଲ୍ଲାର ଆମକୋ-ସୀମକୋ ଶହୀଦ ପୀଠସ୍ଥଳୀକୁ ରାଜ୍ୟ ସରକାର ପର୍ଯ୍ୟଟନ ମାନଚିତ୍ରରେ ମର୍ଯ୍ୟାଦା ଦେଇଥିଲେ ମଧ୍ୟ ଆମକୋ-ସୀମକୋ ଶହୀଦଙ୍କୁ ଏପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳିପାରିନାହିଁ।!-->!-->!-->…
ରାଉରକେଲା : ଅଟୋ ଓଲଟି ୫ ସ୍କୁଲ ଛାତ୍ରୀ ଆହତ,ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ଦାବି…
ରାଉରକେଲା : (ବସନ୍ତ କୁମାର ଜେନା); ରାଉରକେଲା ରେ ସୋମବାର ସକାଳେ ଏକ ଘରୋଇ ଇଂଲିଶ ମିଡ଼ିଅମ ସ୍କୁଲର ଅଟୋ ଓଲଟି ପଡିବାରୁ ୫ ଜଣ ଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।ମାତ୍ର ଏହି ଘଟଣା ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପରିବହନ କରୁଥିବା!-->!-->!-->…
ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ ଇତିହାସ କଂଗ୍ରେସ୍ ଉଦ୍ଘାଟିତ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ଡଃ. ସୁନୀଲ କୁମାର ପାତ୍ର ଅଧିକ୍ଷକଙ୍କ ସଭାପତିତ୍ବରେ ଅୟୋଜିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ମନ୍ମଥ ପାଢୀ ପୂର୍ବତନ କୁଳପତି!-->…
ମାଲକାନଗିରି ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ…
ଚିତ୍ରକୋଣ୍ଡା-: ମାଲକାନଗିରି ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଝୁଲା ବ୍ରିଜ (ସାରକୁବନ୍ଧ) ଭଳି ବିଭିନ୍ନ ସ୍ଥାନରେ ମରାଯାଇଥିବା ଦେଖିବାକୁ ମିଳୁଛି ମାଓ ବିରୋଧୀ ପୋଷ୍ଟର l ଉକ୍ତ ପୋଷ୍ଟର ମୁତାବକ ମାଓବାଦୀ ମାନେ ବିଭଳି!-->…