Browsing Category

ଆଞ୍ଚଳିକ

ମା ତାରାତାରିଣୀ ମନ୍ଦିରରେ ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟିକୁ ସ୍ଥାପନ

ଛତ୍ରପୁର (୨୪/୦୪) : ମା ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଆସନ୍ତା ମେ ମାସ 15 ରୁ 20 ତାରିଖ ମଧ୍ୟରେ ହେବାକୁ ଦିନ ଧାର୍ଯ୍ୟ ଜିଲ୍ଲପାଳ ସମସ୍ତ ସେବାୟତ, ପଣ୍ଡିତ ଏବଂ ବିଭାଗୀୟ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ହୋଇ ଏହା ସ୍ଥିରୀକୃତ କରାଯାଇଥିଲା | ତେଣୁ ଆଜି ମନ୍ଦିର ପ୍ରତିଷ୍ଠା ର…

କୁଡୁମୁଲୁଗୁମ୍ମା ଠାରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳିତ

କୁଡୁମୁଲୁଗୁମ୍ମା ୨୪/୦୪ : କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମାର ନୂତନ ସରପଞ୍ଚ ମ°ଗଳା ମାଢୀ ସଭାପତିତ୍ୱ କରିଥିଲା ବେଳେ, ସମିତି ସଭ୍ୟା ମୁନୀ ସଗରୀଆ, ନାଏବ ସରପଞ୍ଚ…

ରାଜ୍ୟ ସିପକଟାକ୍ରୋ ସଂଘର ସମ୍ପାଦକ ଭାବେ ପୃଥ୍ୱୀରାଜ ସାହୁ ନିର୍ବାଚିତ

ରାୟଗଡା : ଆଜି କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କନ୍ଫରେନ୍ସ ହଲରେ ରାଜ୍ୟ ସିପକ ଟାକ୍ରୋ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା (୨୦୨୨-୨୦୨୬) ୪ ବର୍ଷ ପାଇଁ ସଭାପତି ସତ୍ୟବ୍ରତ ରଥ, ସମ୍ପାଦକ ପୃଥ୍ୱୀରାଜ ସାହୁ, କୋଷାଧ୍ୟକ୍ଷ ଭାବେ ନିରୋଦ କୁମାର ସ୍ୱାଇଁ ନିର୍ବାଚିତ…

ଟ୍ରାକ୍ଟର ସହିତ କଞ୍ଚାଶାଳ ଗଣ୍ଡି ଜବତ : ୨ ଗିରଫ, ଡ୍ରାଇଭର ଫେରାର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗ ବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ ଶାଳ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟର କୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିବା ବେଳେ…

ଦାରିଙ୍ଗବାଡ଼ି ବ୍ଳକସ୍ତରୀୟ ସ୍ୱାସ୍ଥ୍ୟମେଳା

ଦାରିଙ୍ଗବାଡ଼ି,୨୪/୪ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଆଜି ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟମେଳା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଜାକେଶ ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…

ବିଦ୍ୟାଳୟ ସ୍ତରରେ ସାଇବର ହ୍ୟାକିଙ୍ଗ ବାବଦରେ ସଚେତନ କରୁଛନ୍ତି ଏଥିକାଲ ସାଇବର ହ୍ୟାକର ସୌମ୍ୟରଞ୍ଜନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଯୁବ ଏଥିକାଲ ସାଇବର ହ୍ୟାକର ସୌମ୍ୟରଞ୍ଜନ ସାହୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ସାଇବର କ୍ରାଇମ୍ ବାବଦରେ ବିଭିନ୍ନ ଜାଣିବା ତଥ୍ୟ ପ୍ରଦାନ କରୁଛନ୍ତି ସୌମ୍ୟରଞ୍ଜନ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ କିଛିଦିନ ହେଲା ସାଇବର ହ୍ୟାକରମାନଙ୍କ…

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ…

ଫୁଲବାଣୀ ,: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବେଡାଙ୍ଗପାଜୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଖଜୁରୀପଡ଼ା ଥାନା ବୁରୁପଦା ଗ୍ରାମର ଉତ୍ସବ ମହାନନ୍ଦ ( ୬୦ ) ଶୁକ୍ରବାର ରାତିରେ ଉତ୍ସବ ଗୁଦାରୀ ଠାରେ ଏକ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେଇ…

ସ୍ଥାନୀୟ ଶାସନ ବ୍ୟବସ୍ଥାର ଭୂମିକା ପ୍ରସଙ୍ଗକୁ ଅଗ୍ରାଧିକାର…

ମାଲକାନଗିରି : ନୀତି ଆୟୋଗ ଦ୍ଵାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଅନୁସାରେ ଓ ଆଜଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଦ୍ଵିତୀୟ ପର୍ଯ୍ୟାୟରେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ, ପରିସରରେ…

ନେହରୁ ଯୁବ କେନ୍ଦ୍ର ତରଫରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ର ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ପରିସରରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ଅଧିକାରୀ ଡ.ଅନନ୍ତ ଚରଣ…

ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ୱାରା ମହାନ କ୍ରାନ୍ତିକାରୀ ଭ୍ଲାଦିମିର ଇଲିଚ୍ ଲେନିନ୍‌ ଜୟନ୍ତୀ ପାଳିତ…

ରାଉରକେଲା, (ବସନ୍ତ କୁମାର ଜେନା) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକା‌ଡେମୀ ପରିସରରେ ଲେନିନ୍‌ଙ୍କ ଜୟନ୍ତୀ ସମାରୋହ ସହିତ ବୌଦ୍ଧିକ ଆଲୋଚନା ଏବଂ ସ୍ବଦେଶାନୁରାଗ ସମ୍ବଳିତ କ୍ରାନ୍ତିକାରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାଷା ବିକାଶ ମଞ୍ଚର ସାଧାରଣ…