Browsing Category

ଆଞ୍ଚଳିକ

ସ୍ୱାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ରେ ପୋଲିସ ର ଜନ ସମ୍ପର୍କ ଶିବିର…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ସାକୃବନ୍ଧା ଗ୍ରାମ ଠାରେ ଓଡିଶା ପୁଲିସ ତରଫରୁ ଜନ ସମ୍ପର୍କ ଶିବିର ଓ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି l ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦିବେଦି ଙ୍କ ନେତୃତ୍ୱରେ ମାଲକାନଗିରି ଜିଲା…

ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ହୋଇଛି। ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ଙ୍କ ସଂଯୋଜନା ରେ ନବ ନିର୍ବାଚିତ ଅଧକ୍ଷା ଦୀପା କୁମାରୀ ସାହୁ ଏହା ବଣ୍ଟନ କରିଥିବା ବେଳେ ସମସ୍ତ କାଉନସିଲର…

ଓଳପୁରଠାରେ ମାରୁତି ଭ୍ୟାନ ଦୁର୍ଘଟଣା : ତିନି ଛାତ୍ରଛାତ୍ରୀ ଆହତ

ଚିକିଟି : କେ ନୂଆଗାଁ ଥାନା ଧାନଘର ଫାଣ୍ଡି ଅନ୍ତର୍ଗତ ଓଳପୁର ଠାରେ ଏକ ମାରୁତି ଭ୍ୟାନ ଦୁର୍ଘଟଣାରେ ତିନିଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି।ମିଳିଥିବା ସୂଚନା ପ୍ରକାରେ ଆଜି ସକାଳେ ଓ ଆର ୦୭ ଏନ ୧୫୯୯ ମାରୁତି ଭ୍ୟାନ ନୂଆପଡ଼ା ଠାରୁ ଛାତ୍ର ଛାତ୍ରୀଙ୍କୁ ନେଇ ଚିକିଟି ପିତାତଳି ସ୍ଥିତ…

ମାଲକାନଗିରି ରେ ବାୟୁ ସ୍ବାସ୍ଥ୍ୟସେବାର ଆରମ୍ଭ

ମାଲକାନଗିରି ତା ୨୩/୦୪ : ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ରାଜ୍ୟର ମୁଖ୍ୟ ମନ୍ତ୍ରୀ ଓ ୫ ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ଲାଗି ଗରିବ ଲୋକଙ୍କୁ ଆଉ କାହା ପାଖରେ ଗୁହାରି କରିବାକୁ ପଡିବ ନାହିଁ । ଏହାକୁ…

ନବନିର୍ବାଚିତ ପଞ୍ଚାୟତସ୍ତରୀୟ ପ୍ରତିନିଧିମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରେ ଓଡ଼ିଶା ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳର ଫୁଲବାଣୀ ଶାଖା ତରଫରୁ ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ଚିକିଟି କଲେଜରେ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଚିକିଟି : ଚିକିଟି ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷାବିଭାଗ ର ନିର୍ଦ୍ଦେଶ କ୍ରମେ ଯୁକ୍ତଦୁଇ ଛାତ୍ରୀଙ୍କୁ ନେଇ ଆଠ ଦିନ ବ୍ୟାପି ଚାଲିଥିବା ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଙ୍କ…

ଘରର ଝରକା ଭାଙ୍ଗି ସୁନା, ଓ ଟଙ୍କା ଚୋରି

ଦାରିଙ୍ଗବାଡ଼ି,୨୩/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମର ପ୍ରଭାକର ଦିଗାଲଙ୍କ ଘରେ ପଶି ସୁନା ଓ ଟଙ୍କା ଚୋରି କଲେ ଦୁର୍ବୁତ୍ତ । ଅଭିଯୋଗ ପ୍ରକାରେ, ପ୍ରଭାକର ଦିଗାଲ ନିଜ ପରିବାର ସହ ଗତ ୨ ତାରିଖ ଦିନ ସୁନାବେଡାରେ ରହୁଥିବା ପୁଅ ଘରକୁ ବୁଲିବାକୁ ଯାଇଥିଲେ ।…

ମାନବଅଧିକାର କ୍ଷୁର୍ଣ୍ଣ ସହ ଶବ୍ଦ ପ୍ରଦୂଷଣ କରୁଥିବା ଡିଜେ ଶବ୍ଦ ପ୍ରଦୂଷଣ ଉପରେ କାର୍ଯ୍ୟାନୁଷ୍ଠାନ କେବେ..?

ବ୍ରହ୍ମପୁର / ଭୁବନେଶ୍ୱର : ର୍ତ୍ତମାନ ରାଜ୍ୟ ରେ ପ୍ରାଥମିକ ବିଦ୍ୟାଳୟ ରୁ ବିଶ୍ଵ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ପରୀକ୍ଷା ସମୟ। ଘରେ ଘରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଚି। ଦୁଇ ଦିନ ପରେ ସି ବି ଏସ ଇ ପରୀକ୍ଷା । ପିଲାଙ୍କ ପରୀକ୍ଷା ସମୟ ରେ ଶାନ୍ତି ପରିବେଶ ପାଇଁ ବିପଦ ଡି…

ତାଡ଼ିସରୁବାଇ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଗୌରବ ତଥା ତାଡ଼ିସରୁବାଇ ଭାବେ ପରିଚିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ ହୋଇଛନ୍ତି l ତାଙ୍କୁ ଜ୍ଵର, ଝାଡ଼ା ସହ ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ଚାରିପଡ଼ା ସ୍ଥିତ ବାସଭଵନରେ ରହି ଚିକିତ୍ସିତ ହେଉଥିଲେ l ପରେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ…

ବାଲିଗୁଡାର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ ହୋଇଯାଇଛି l ତାଙ୍କର ଦେହାନ୍ତ ବେଳକୁ ୮୪ ବର୍ଷ ହୋଇଥିଲା l ନିଜ ବାସ ଭବନ ସଲାଗୁଡା ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି l ସେ ଶିକ୍ଷକ ରୁ ଅବସର ଗ୍ରହଣ କରିବା ପରେ ୨୦୦୦ ରୁ ୨୦୦୪…