Browsing Category

ଆଞ୍ଚଳିକ

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ବନଜ୍ୟୋତ୍ସ୍ନାର ବରିଷ୍ଠ ଉପଦେଷ୍ଟା କୌଶିକ ସାହୁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି ସ୍ଥାନୀୟ ଫୁଲବାଣୀ କରୋନେସନ ପଡ଼ିଆ ଠାରେ। ଏଥିରେ ମୁଖ୍ୟ ଅତିଥି ତଥା…

ରାଉରକେଲାରେ ଆୟୋଜିତ ଚିତ୍ରକଳା ଶିବିରରେ କଳାକାରଙ୍କୁ ସମ୍ମାନିତ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ…

ରାଉରକେଲା :(ବସନ୍ତ କୁମାର ଜେନା); ଗ୍ରୀଷ୍ମ ଉତ୍ସବ ଅବସରରେ ରାଉରକେଲା ରେ ଚାଲିଥିବା ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । କଲଚରାଲ ଏକାଡେମୀ ପରିସରରେ ଚାଲିଥିବା ଏହି ତିନିଦିନିଆ ଉତ୍ସବର ଶେଷ ଦିନରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ…

ନକଲି ସରକାରୀ ଡାକ୍ତରଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ।

ଦଣ୍ଡ ବିଧାନ କଲେ ଜେଏମ୍ଏଫସି , ସୁନ୍ଦରଗଡ଼ । ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ରାଉରକେଲା (୨୨/୦୪) : ନକଲି ସରକାରୀ ଡାକ୍ତରଙ୍କୁ ଆଜି ୫ ବର୍ଷ ଦଣ୍ଡ ବିଧାନ କରିଛନ୍ତି ସୁନ୍ଦରଗଡ ଜେଏମ୍ଏଫସି କୋର୍ଟ । ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର…

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ: ୧୫ରୁ ଉର୍ଦ୍ଧ ଯାତ୍ରୀ ଆହତ

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣି ରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ ଯେ,ବାଲିଗୁଡାରୁ ବୁଡାଗୁଡା ଯାଉଥିବା ଘରୋଇ ଯାତ୍ରୀ ବାହୀ ବସ ଓ଼ମ ଭବାନୀ…

ଶକ୍ତି, ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାଉରକେଲା ଗସ୍ତ

ରାଉରକେଲା (୨୨/୦୪, ବସନ୍ତ କୁମାର ଜେନା) : ଶକ୍ତି , ଶିଳ୍ପ ଏବଂ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କର ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ଗସ୍ତ ଦୁଇଟି କାରଣ ଯୋଗୁଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୨୩ ରେ…

ଭାରସାମ୍ୟ ହରାଇ ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୫ ଶିଶୁଙ୍କ ସମେତ ୩୦ ଯାତ୍ରୀ ଗୁରୁତର

ଦାରିଙ୍ଗବାଡି ୨୨/୦୪ : ଭାରସାମ୍ୟ ହରାଇ ଋତୁଙ୍ଗିଆ ନିକଟ ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ସମସ୍ତ ୩୦ ଯାତ୍ରୀ ଗୁରୁତର । ଗୁରୁତରଙ୍କ ମଧ୍ୟରେ ୫ ଶିଶୁ ରହିଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଦୁଇଟି ଆମ୍ବୁଲାନ୍ସ ସହାୟତାରେ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ…

ବଜ୍ରକାପ୍ତା କାତି ଜବତ : ଜଣେ କୋର୍ଟ ଚାଲାଣ

ଚିକିଟି : ଦିଗପହଣ୍ଡି ବନାଞ୍ଚଳ ଚିକିଟି ବ୍ଲକ ରାମଚନ୍ଦ୍ର ପୁର ପଞ୍ଚାୟତ ରାମଗୁଡ଼ା ରୁ ୬ କେଜି ୮୦୦ ଗ୍ରାମ ବଜ୍ରକାପ୍ତା କାତି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ ବୁଧବାର ରାତ୍ରି ପ୍ରାୟ ୮ଟା ବେଳେ ଅଚାନକ ଚଢ଼ାଉ କରି ଜବତ କରିଥିଲେ । ଗୁଇନ୍ଦା ବିଭାଗ ସୁଚନା ପ୍ରକାରେ ୩ ଜଣିଆ ଟିମ…

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୫ ଶିଶୁଙ୍କ ସମେତ ୨୦ ଯାତ୍ରୀ ଗୁରୁତର…

ଫୁଲବାଣୀ/ଦାରିଙ୍ଗବାଡି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ସମସ୍ତ ୩୦ ଯାତ୍ରୀ ଗୁରୁତର । ଗୁରୁତରଙ୍କ ମଧ୍ୟରେ ୫ ଶିଶୁ ରହିଛନ୍ତି । ବାଲିଗୁଡାରୁ ବୁଡାଗୁଡା ଆସୁଥିବା ବେଳେ ଗଣ୍ଡମୁଣ୍ଡା ଘାଟିରେ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି ।ବସରେ ୩୦ରୁ…

ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ

ବ୍ରହ୍ମପୁର :  ସ୍ଥାନୀୟ ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ  ବିଦ୍ୟାଳୟ ଠାରେ  ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା  ଉଦଘାଟନ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ବୈଜ୍ଞାନିକ ବିଲଟନ ଓ…

ହିଞ୍ଜିଳି : ଯାତ୍ରୀବାହି ଵସ ଧକ୍କାରେ ଜଣେ ଗୁରୁତର…

ହିଞ୍ଜିଳିକାଟୁ,: ଶୁକ୍ରୁବାର ମଧ୍ୟାହ୍ନ ସମୟରେ ହିଞ୍ଜିଳି ଥାନା ସାରୁ ଗ୍ରାମ ଛକ ନିକଟରେ ଏକ ଯାତ୍ରୀବାହି ଵସ (ଓଡି୦ ୭ ହେଚ ୨୦୭୭) ଧକ୍କାରେ ଡିସ୍କଭରି ଵାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଗୁରୁତରଜଣକ ହୁଗୁଳାପଟ୍ଟା ଗ୍ରାମରଧୋବା ସ୍ବାଈଁଙ୍କ ପୁଅ ଡୁଗି ସ୍ବାଈଁ (୩୫)। ଶୁକ୍ରବାର…