Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ବନ୍ଦ ହେଲାଣି ୨୨ ପ୍ରାଥମିକ ବିଦ୍ୟାଳୟ, ୨୦ ହାଇସ୍କୁଲରେ ପ୍ରଧାନ…
ଖଲ୍ଲିକୋଟ (୧୬/୪) ରାଜ୍ୟରେ ବ୍ୟାପକ ମାତ୍ରାରେ ସ୍ମାର୍ଟ ସ୍କୁଲ ବା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ କରୋନା ପାଇଁ ବିଗିଡିଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ପାଇଁ ଏଯାବତ ଠୋସ ଉଦ୍ୟମ ହୋଇପାରି ନଥିବା ଦେଖିବାକୁ ମିଳୁଛି l ପିଲାଙ୍କ ଅଭାବ ଯୋଗୁ ଖଲ୍ଲିକୋଟ!-->…
ଛତ୍ରପୁରରେ ଶାକ୍ତପରମ୍ପରାର ଭିନ୍ନରୂପ ଝାମୁଯାତ୍ରା ଅନୁଷ୍ଠିତ
ଛତ୍ରପୁର : ଛତ୍ରପୁରସହର ଉପକଣ୍ଠ କଣମଣା ଗ୍ରାମପଞ୍ଚାୟତ ଅଧୀନସ୍ଥ ତରେଇପାଟପୁର ଗ୍ରାମରେ ବର୍ଣ୍ଣାଢ଼୍ୟ ଉତ୍ସବ ସମାବେଶରେ ଲୋକସଂସ୍କୃତିର ପରମ୍ପରା ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁ ଯାତ୍ରା ପ୍ରାୟ ଦୁଇଶହ ବର୍ଷ ଧରି ପ୍ରଚଳିତ ହୋଇଆସିଥିବା କୁହାଯାଏ । ଛତ୍ରପୁର!-->!-->!-->…
ବେଆଇନ ମହୁଲ ଚୋରାଚାଲାଣ ବେଳେ ଧରାପଡ଼ିଲା : ଗାଡି ଜବତ ଓ ଡ୍ରାଇଭର ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୁଡାଗୁଡା ରୁ ବାଲିଗୁଡ଼ାକୁ ଆସୁଥିବା ଏକ ମହୁଲ ବୋଝେଇ ଟାଟା ୪୦୭ ଗାଡି ନଂ.ଓଆର-୧୨-୨୫୮୬ କୁ ବାଦକେତା ଠାରେ ଅଟକାଇ ତନଖି କରିବା ସମୟରେ ଗାଡ଼ିରେ ମୋଟ ୫୨ ବସ୍ତା ମହୁଲ ଥିଲା,!-->…
ସରନା ପୂଜାସ୍ଥଳରେ ସାରହୁଲ ପୂଜା ପାଳିତ
ରାଉରକେଲା (୧୬/୦୪) : ପବିତ୍ର ଚୈତ୍ର ପୂର୍ଣ୍ଣିମାରେ ଆଜି ରାଉରକେଲାରେ ଆଦିବାସୀ ଭାଇ ଭଉଣୀ ମନେ ସାରହୁଲ ପୂଜା ପାଳନ କରଛନ୍ତି । ଉଦିତନଗର ସରନା ପୂଜାସ୍ଥଳ ରେ ଆୟୋଜିତ ଏହି ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଦିବାସୀ ଭାଇଭଉଣୀ ମାନେ ଯୋଗ ଦେଇଥିଲେ । ସାରହୁଲ ପର୍ବରେ ପ୍ରକୃତି!-->…
ଦେବୀନଗର ଉନ୍ନୟନ କମିଟି ଗଠିତ
ଛତ୍ରପୁର : ସହରାଞ୍ଚଳର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଦେବୀନଗର ସାହିର ଯୁବଗୋଷ୍ଠୀ ଓ ବରିଷ୍ଠନାଗରିକ ଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏକ ନୂତନ କମିଟି ଗଠନ ହୋଇଯାଇଛି । ବରିଷ୍ଠ ନାଗରିକ ତଥା ବିଶିଷ୍ଟ ବାସ୍ତୁଶାସ୍ତ୍ରବିତ କୃଷ୍ଣଚନ୍ଦ୍ର ମହାରଣାଙ୍କ!-->!-->!-->…
ନବଦିନାତ୍ମକ ମାନସ ପାରାୟଣ ଉଦ୍ଯାପିତ
ବ୍ରହ୍ମପୁର (୧୬/୦୪) : ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ "ଗଜପତି ସେବା ଓ ସାଂସ୍କୃତିକ ସମିତି" ପକ୍ଷରୁ ହନୁମାନ ବଜାର ଶ୍ରୀ ରଘୁନାଥ ମଠ ପରିସରରେ ନବଦିନାତ୍ମକ ରାମ ଚରିତ ମାନସ ପାରାୟଣ ଉଦ୍ ଯାପିତ ହୋଇଯାଇଛି । ବ୍ୟାସ ବେଦ ପ୍ରକାଶ ଗାଙ୍ଗୁଲିଙ୍କ ପୌରୋହିତ୍ୟ ତଥା ମନ୍ଦିର!-->!-->!-->…
ଅଗ୍ନିଶମ ବାହିନୀର କୌଶଳ ପ୍ରଦର୍ଶନ…
ହିଞ୍ଜିଳିକାଟୁ :ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ହିଞ୍ଜିଳିକାଟୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ନିଜେ ସୁରକ୍ଷିତ ରହିବା ଓ ଅନ୍ୟକୁ ସୁରକ୍ଷିତ କରିବା କଳାକୌଶନକୁ ଅଗ୍ନିଶମ ଅଧିକାରୀ ଗୌତମ!-->!-->!-->…
ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଓଡିଶାରେ ୨00 ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇ ଦେବା ଦାବୀକରି ଏକ…
ବ୍ରହ୍ମପୁର : ସ୍ଥାନୀୟ ଗେଟ ବଜ଼ାର ସ୍ଥିତ ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଓଡିଶାରେ 200 ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇ ଦେବା ଦାବୀକରି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆବାହକ ତାଙ୍କ ବକ୍ତବ୍ୟରେ ଓଡିଶାରେ ବିଜୁଳି ସତ୍ୟାଗ୍ରହର ପୃଷ୍ଟଭୂମି ଏବଂ!-->…
ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି ପୁଣି ଆରମ୍ଭ ହେବ : ଜିଲ୍ଲାପାଳ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପୁଣି ଆରମ୍ଭ ହେବ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି। ଏହା ଗଞ୍ଜାମ ଜିଲ୍ଲପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଚାଲିଥିବା ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏହି ଅଭିଯୋଗ ଗୁଡ଼ିକ ଚଳିତ ଅପ୍ରେଲ ମାସ ୧୮ ତାରିଖ ଠାରୁ!-->…
ରୋଗୀଙ୍କୁ ହସ୍ପିଟାଲ ନେଉଥିଲା ବୋଲେରୋ, ଅଧା ରାସ୍ତାରେ ଜଳିଗଲା
କେନ୍ଦୁଝର: ୪୯ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଟୋଲଗେଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ନିଆଁ ଲାଗି ଜଳି ଯାଇଛି।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତୁରୁମୁଙ୍ଗାରୁ ଜଣେ ରୋଗୀଙ୍କୁ ନେଇ ବୋଲେରୋଟି କେନ୍ଦୁଝର ଜିଲା!-->!-->!-->…