Browsing Category

ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପାତ୍ରପୁର : ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ଠାରେ ବାଇକ୍ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି। ବଂଶୀଗାଁ ଗ୍ରାମର ପ୍ରଭାତ ନାୟକ, ଅଙ୍ଗଦ ନାୟକ ଓ ହେମନ୍ତ ନାୟକ ସାମନ୍ତରାପୁର ଗ୍ରାମକୁ ନାଚ…

ବିଶିଷ୍ଟ ଶ୍ରମିକନେତା ଆଇନଜୀବୀ ଏନ୍. ଅହମ୍ମଦଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନବରଙ୍ଗପୁର/ ପାପଡାହାଣ୍ଡି : ଶ୍ରମିକ ନେତା, ଦୀନ, ଦୁଃଖୀ ଓ ବାସହରାଙ୍କ ଦରଦୀ ବନ୍ଧୁ ତଥା ଆଇନଜୀବୀ ଏନ୍. ଅହମ୍ମଦଙ୍କ ପ୍ରଥମ ବାର୍ଷିକ ପୂଣ୍ୟତିଥି ଜିଲ୍ଲା ରାଜ ମିସ୍ତ୍ରୀ ସଂଘ ଓ ପାପଡାହାଣ୍ଡି ସଂଘ ତରଫରୁ ସ୍ଥାନୀୟ ପାପଡାହାଣ୍ଡି ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି…

ବହୁଜନ ଛାତ୍ର ମୋର୍ଚ୍ଚା ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

ଫୁଲବାଣୀ : ଭାରତୀୟ ବହୁଜନ ଛାତ୍ର ମୋର୍ଚ୍ଚା ତରଫରୁ ଫୁଲବାଣୀ ଠାରେ ଆଜି ବାବାସାହେବଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଛାତ୍ର ମୋର୍ଚ୍ଚାର ମୁଖ୍ୟ କାମୀନି ହଂସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କ ସହିତ, ସୁଧାଂଶୁ କୁମାର…

ମୋ ପୁଅକୁ ଫେରାଇ ଦିଅ, ଶବକୁ ଧରି ଅଧିଆ ପଡ଼ିଥିଲେ ବାପାମା’ 

ଝାରସୁଗୁଡ଼ା: 'ତୁମକୁ ପୂଜାପାଠ କରି ପୁଅକୁ ପାଇଥିଲି, ହେଲେ ମୋ ପୁଅ ଆଖି ବୁଜିଲା । ତୁମେ ଏବେ ମୋ ପୁଅକୁ ଫେରାଇ ଦିଅ ।' ଏପରି ହୃଦୟ ବିଦାରକ ଦୃଶ୍ୟ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୋଇଲି ଘୁଘର ପୀଠରେ ଦେଖିବାକୁ ମିଳିଥିଲା। ଯେଉଁ ଠାକୁରଙ୍କୁ ଡାକି ଡାକି ପୁଅକୁ ପାଇଥିଲୁ, ସିଏ…

ବାରାହ ଆକ୍ରମଣର ଶିକାର ହେଲେ ଯୁବକ…

ଫୁଲବାଣୀ/ବାଲିଗୁଡ଼ା: ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ନ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ । ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ…

ସ୍ୱାଭିମାନ ଅଞ୍ଚଳ ଗସ୍ତ କଲେ ମୁଖ୍ୟ ଶାସନ ସଚିବ…

ମାଲକାନଗିରି/ଚିତ୍ର କୋଣ୍ଡା : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ମାଲକାନଗିରିରେ ପହଁଚିବା ପରେ ଡି ଆର ଡି ଏ ସଭା ଗୃହରେ ଜିଲ୍ଲାର ବରିଷ୍ଟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲ୍ଲାର ବିକାଶ ଦିଗରେ ଏକ ଆଲୋଚନା କରିଥିଲେ । ଏବଂ ଜିଲ୍ଲାରେ ହେବାକୁ ଥିବା ଏୟାର…

ରାଜ୍ୟ ସରକାରଙ୍କ ତ୍ୱରାନ୍ୱିତ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ…

-‘ସୋପାନ’ ଅଧୀନରେ ଗର୍ଭବତୀ ଓ ପ୍ରସୂତି ମା’ - ପ୍ରତ୍ୟେକଙ୍କୁ ୧୫୦ ଦିନ ପାଇଁ ରନ୍ଧାଖାଦ୍ୟ-କିଶୋରୀ ବାଳିକାଙ୍କ ପୋଷଣ ପାଇଁ ସପ୍ତାହରେ ୩ଟି ଅଣ୍ଡା-ବାର୍ଷିକ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆୟୋଜିତ ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁ, କିଶୋରୀ ବାଳିକା,…

ବ୍ରଜାଘାତ ରେ ବୃଦ୍ଧା ମହିଳା ଙ୍କ ମୃତ୍ୟୁ…

ଭଞ୍ଜନଗର:- ଆଜି ଅପରାହ୍ନରେ ଭଞ୍ଜନଗର ନିକଟସ୍ଥ ଅଗୋଝୋଳ ଗ୍ରାମରେ ବ୍ରଜାଘାତ ରେ ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ବୃଦ୍ଧା ହେଉଛନ୍ତି କଳାବତୀ ନାୟକ। ସେ ନିଜ ଗାଁ ଅଗଝୋଳ ରେ ଘର ବାରି ପଟେ ନିଜ ଛେଳି କୁ ଆଣିବା ପାଇଁ ଯାଇଥିବା ବେଳେ ହଠାତ ବିଜୁଳି…

ମହାବିଷୁବ ସଂକ୍ରାନ୍ତି ସହ ହନୁମାନ ଜୟନ୍ତୀ ପାଳନ

ପାତ୍ରପୁର : ପାତ୍ରପୁର ଅଂଚଳର ବିଭିନ୍ନ ଗ୍ରାମରେ ମହା ବିଷୁବ ସଂକ୍ରାନ୍ତି ସହିତ ହନୁମାନ ଜୟନ୍ତୀ ପାଳିତ ହୋଇଛି। ଆଜି ଓଡ଼ିଆ ନବବର୍ଷ ପାଳନ ଅବସରରେ ଅଞ୍ଚଳରେ ବିଭିନ୍ନ ଶୈବ ପୀଠ ମାନଙ୍କରେ ବିଷୁବ ସଂକ୍ରାନ୍ତି ପାଳନ ଲାଗି ଭକ୍ତଙ୍କ ଭିଡ଼ ପରିଲିକ୍ଷିତ ହୋଇଛି। ଅଂଚଳର କାଶୀ ବିଶ୍ୱନାଥ ,…

୫ଟି ସଚିବଙ୍କୁ ଭେଟିଲେ ଖଲ୍ଲିକୋଟ ଏନଏସିର ନବନିର୍ବାଚିତ ଅଧକ୍ଷ ଓ ଉପାଧ୍ୟକ୍ଷ

ଖଲ୍ଲିକୋଟ(୧୪/୪) : ଗୁରୁବାର ପବିତ୍ର ବିଷୁବ ସଂକ୍ରାନ୍ତି ଅବସର ରେ ଖଲ୍ଲିକୋଟ ଏନ ଏ ସି ର ନବନିର୍ବାଚିତ ଅଧକ୍ଷ ଇଂ .ନିରଞ୍ଜନ ବେହେରା ଓ ଉପାଧ୍ୟକ୍ଷ ଶ୍ରୀମତୀ ଲିଲି ସାହୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ରେ ଓଡିଶା ର ୫ଟି ସଚିବ ଭି .କାର୍ତିକେୟନ ପାଣ୍ଡିଆନ ଙ୍କୁ ଭେଟି ଥିବା…