Browsing Category

ଆଞ୍ଚଳିକ

ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ୍

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟାଙ୍କୁ ମେଧା ସମ୍ବର୍ଦ୍ଧନା ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବଜ୍ରକୋଟ ଗ୍ରାମପଞ୍ଚାୟତ ଅଧୀନ ବିଦ୍ୟାଳୟ ପରିସରରେ ସ୍ଥାନାନ୍ତରଣ ଶିକ୍ଷକ ସେବା ସମ୍ବର୍ଦ୍ଧନା ଓ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆନନ୍ଦ ଓ ଭାବାବେଗପୂର୍ଣ୍ଣ

ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ଅସମ୍ମାନକୁ ପୂଜ୍ୟ ପୂଜା ସମିତିର ଦୃଢ଼ ନିନ୍ଦା

ବ୍ରହ୍ମପୁର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ସହରର ଜଣେ ସଚ୍ଚୋଟ ରାଜନେତା ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଦେଖାଯାଇଥିବା ଅବହେଳାକୁ ସାଂସ୍କୃତିକ ଅନୁଷ୍ଠାନ ‘ପୂଜ୍ୟ ପୂଜା ସମିତି’ ଦୃଢ଼ ନିନ୍ଦା କରିଛି।

ଅନ୍ତଃରାଜ୍ୟ ପୋଲିସର ତ୍ୱରିତ ପଦକ୍ଷେପ: ରିଅଲ୍-ଟାଇମ୍‌ରେ ଅଟକିଲା ସାଇବର ଠକେଇ

ବିରମିତ୍ରପୁର: ଗୁଜରାଟ ପୋଲିସ ଓ ରାଉରକେଲା ପୋଲିସର ଉତ୍ତମ ସମନ୍ୱୟ ଯୋଗୁଁ ଜଣେ ନାଗରିକ ବଡ଼ ଧରଣର ସାଇବର ଠକେଇର ଶିକାର ହେବାରୁ ବର୍ତ୍ତିଯାଇଛନ୍ତି। ଗାନ୍ଧୀନଗର ସାଇବର ସେଲ୍ ଏବଂ ସାଇବର ସେଣ୍ଟର ଅଫ୍ ଏକ୍ସଲେନ୍ସ ପକ୍ଷରୁ ମିଳିଥିବା ଜରୁରୀ ସୂଚନା ଆଧାରରେ ରାଉରକେଲା ପୋଲିସ ତୁରନ୍ତ

ଯୌତୁକ ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

କୋରାପୁଟ : କୋରାପୁଟ ସ୍ଥିତ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ପକ୍ଷରୁ ଯୌତୁକ ନିଷେଧ ଆଇନ, ୧୯୬୧ ଉପରେ ଏକଦିନିଆ ଜିଲ୍ଲାସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୌତୁକ ପ୍ରଥାର ନିରାକରଣ, ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ମହିଳାଙ୍କ

ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହନ୍ତିଙ୍କ ଆବାହକତ୍ୱରେ ଇନଡୋର ଷ୍ଟାଡିୟମ ପରିସରରେ ଶନିବାର ଦିନ ପୂର୍ବାହ୍ନ ସମୟରେ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗିତା : ପ୍ରଶାସନ ଏକାଦଶ ବିଜୟୀ

ବାଲିଗୁଡା, ତା, ୨୯/୦୮: ସମ୍ପର୍କ-ସହଯୋଗ ଓ ସହଭାଗୀତା କୁ ଆଧାର କରି ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ ସିଂ ଙ୍କ ଜନ୍ମ ତିଥି ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗୀତା ସ୍ଥାନୀୟ ବିଜୁ ପଟ୍ଟନାୟକ

ଚୋରି ମାମଲାର ଅଭିଯୋଗକାରୀ ଗଞ୍ଜେଇ ଚାଲାଣ କରି ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ନିକଟସ୍ଥ ଧଝୋଲା ଗ୍ରାମର ଭିକାରୀ ଚରଣ ନାୟକ(୪୨) ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ଗତ ୧୨ ତାରିଖ ବିଳମ୍ବିତ ରାତିରେ ଧଝୋଲା ସ୍ଥିତ ଭିକାରୀ ଚରଣ

ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା

ନୟାଗଡ଼ (ନିସର୍ତ୍ତ): ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା ଗୋପାଳପୁର ସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକର ୨୦ ଜଣ ସେବାନିବୃତ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ

“ସକ୍ଷମ”ର ନିଆରା ରକ୍ଷାବନ୍ଧନ ଉତ୍ସବ

ସୁନ୍ଦରଗଡ଼ : ଆଜିର ସମାଜରେ ଚାଷୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୀମିତ ଜମି ସମ୍ବଳ ମଧ୍ୟରେ ଦେଶର ଅନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଚାଷୀଙ୍କୁ ଅନେକ ସମୟରେ ରାସାୟନିକ ଚାଷ ପଦ୍ଧତି ଆପଣାଇବାକୁ ପଡ଼େ। ମାତ୍ର କାଳକ୍ରମେ ଏହି ରାସାୟନିକ ଚାଷ ପଦ୍ଧତି ଚାଷୀଙ୍କ ପାଇଁ ଏକ ବଡ଼ ବୋଝ