Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୩୩ ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୪ଦିନ ପାଇଁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ!-->…
ପୁଣି ଟିକାବାଲି ର ବେହେରାଗାଁ ରୁ ଏକ ବାଇକ ଚୋରି
ଟିକାବାଲି (୩୧/୦୩) : ଟିକାବାଲି ଥାନା ଅନ୍ତର୍ଗତ ବେହେରା ଗାଁ ର ନିବାସୀ ଗୌରୀ ଶଙ୍କର ମିଶ୍ର ଙ୍କର ୟାମା କମ୍ପାନୀର ଆର 15 ଭି 3 ମୋଡେଲ ର ବାଇକ ନଂ ଓଡି 07 ଏଏ 7815 ଟିକୁ ବିଳମ୍ବିତ ରାତ୍ରିରେ କେହି ଚୋରି କରି ନେଇଁଯାଇ ଥିବା ଅଭିଯୋଗ ହୋଇଛି |ସୂଚନା ଅନୁସାରେ ଗାଡି ମାଲିକ ଗୌରୀ!-->!-->!-->…
ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ଗଛ ନଷ୍ଟ
ବନ ବିଭାଗର ନିଆଁ ନିୟନ୍ତ୍ରଣରେ ଫେଲ୍ : ଶ୍ୱାସ ଏବଂ ଆଖି ରୋଗୀ ବିଷାକ୍ତ ଧୂଆଁରେ ନୟାନ୍ତ
ରାଉରକେଲା (୨୯/୦୩) : ଗତ କିଛି ହେବ ବଣାଇଁ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ଜଙ୍ଗଲ ମାନଙ୍କରେ ନିଆଁ ଲଗା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଟିକାଏତପାଲି ସେକ୍ସନ୍ ର ତେଣ୍ଡରା,!-->!-->!-->…
ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପକ୍ଷରୁ ୨ୟ ଦିନର ବନ୍ଦ ପାଳନ
ଆସିକା(୨୯/୦୩) : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ୪ ଶ୍ରମ ସଂହିତା ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୨୬୦୦୦ ଟଙ୍କା କରିବା, ଠିକା ଶ୍ରମ ସମାପ୍ତ କରିବା, ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ନୀତିର ପ୍ରତ୍ୟାହାର, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରର!-->…
କମେଣ୍ଟମରାକୁ କେନ୍ଦ୍ର କରି ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ, ଜଣେ ଫେରାର
ହତ୍ୟାରେ ବ୍ୟବହୃତ ୬ଟି ରକ୍ତଭିଜା କାଠ ଫାଳିଆ, ଲୁହାର ରଡ୍ ସମେତ ବିଭିନ୍ନ ମାରଣାସ୍ତ୍ର ଓ ୨ ସ୍କୁଟି ଜବତ
ହିଞ୍ଜିଳିକାଟୁ (୨୯ା୩): ୨୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯ ନଂ ଜାତୀୟ ରାଜପଥ ଉପରେ କମେଂଟମରାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ୬ଜଣ ମିଶି!-->!-->!-->…
ଚୈତ୍ର ଦ୍ବିତୀୟ ମଙ୍ଗଳବାର : ଶ୍ୟାମଳାଇ ପୀଠ ଲୋକାରଣ୍ୟ, ଶତାଧିକ ଶିଶୁଙ୍କ ମୁଣ୍ଡନ
ହିଞ୍ଜିଳିକାଟୁ (୨୯/୩ ) : ଚୈତ୍ର ମାସ ୨ୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ!-->…
ମହାବିର ଜୁନିୟର ଭଲିବଲ ଟୁର୍ଣ୍ଣାମେଣ୍ଟ : କଞ୍ଚୁରୁ ଦଳକୁ ହରାଇ ରାଳବ ଚମ୍ପିୟାନ
ହିଞ୍ଜିଳିକାଟୁ(୨୯/୩) : ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ଗ୍ରାମ ପଞ୍ଚାୟତରେ ୨୬ ତାରିଖରୁ କଞ୍ଚୁରୁ ଜୁନିୟର ଯୁବକ ସଂଘ ଦ୍ବାରା ଆୟୋଜିତ ମହାବିର ଜୁନିୟର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉଦଯାପନି ଦିବସରେ କଞ୍ଚୁରୁ ଓ ରାଳବ ଦଳ ମଧ୍ୟରେ ଖେଳ!-->…
ତେଲକୋଇ ମଲଣ୍ଡା ରେ ପୋଖରୀରେ ବୁଡି ଶିଶୁକନ୍ୟା ମୃତ
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତର ମଲଣ୍ଡା ଠାରେ ଗାଧୋଉଥିବା ବେଳେ ଜଣେ 6 ବର୍ଷୀୟ ଶିଶୁ କନ୍ୟା ଙ୍କର ମୃତ୍ୟୁ ହୋଇଛି।ସୂଚନା ଅନୁସାରେ ଆକୁଳ ମଲଣ୍ଡା ଗ୍ରାମର ସୁଶାନ୍ତ ନାୟକ ଙ୍କର 6 ବର୍ଷର ଶିଶୁ କନ୍ୟା ପପି ନାୟକ ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ବେଳେ ଗାଁ!-->…
କାୟାକଳ୍ପ ପୁରସ୍କାର ଲାଗି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯୋଗ୍ୟ ବିବେଚିତ
ଦାରିଙ୍ଗବାଡ଼ି(୨୯/୩) : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ପୁରସ୍କୃତ ହେବା ପାଇଁ ପ୍ରଥମ ଥର ବିବେଚିତ ହୋଇଥିବା ରାଜ୍ୟ ତାଲିକାରୁ ପ୍ରକାଶ ପାଇଛି । ଗତ ମାର୍ଚ୍ଚ ମାସ ୫ ତାରିଖ ଦିନ ରାଜ ସ୍ବାସ୍ଥ୍ୟ ବିଭାଗ!-->!-->!-->…
ଜଙ୍ଗଲ ନିଆଁରେ ଟିକାବାଲି ଧୂଆଁ ଧୂଆଁ : ପରିବେଶ ପ୍ରତି ଦୃଷ୍ଟି ଦେଉନି ପ୍ରଶାସନ
ଟିକାବାଲି (୨୯/୦୩) : ଟିକାବାଲି ର ଆଖ ପାଖ ଅଞ୍ଚଳ ରେ ଥିବା ଜଙ୍ଗଲ ମାନଙ୍କରେ ନିଆଁ ଲାଗିଥିବା ହେତୁ ଟିକାବାଲି ବଜାର ସମେତ ଆଖପାଖ ଅଞ୍ଚଳ ପୁରା ଧୂଆଁ ଧୂଆଁ ହୋଇ ଦୂଷିତ ହେଉଛି | ବର୍ତ୍ତମାନ ଟିକାବାଲି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅଧିକ ହେଉଥିବା ବେଳେ କନ୍ଧମାଳ ର!-->!-->!-->…