Browsing Category

ଆଞ୍ଚଳିକ

ମାଲକାନଗିରି ପରିବହନ ବିଭାଗ ଦ୍ଵାରା ଘୋରଇ ବସ ଯାଂଚ…

ମାଲକାନଗିରି : ମାଲକାନଗିରି ପରିବହନ ବିଭାଗ ଦ୍ଵାରା ଗ୍ରୀଷ୍ମ ପ୍ରବାହ ସମୟ ରେ ଘୋରଇ ପାସେଞ୍ଜର ବସ ଯାଂଚ କରାଯାଇଛି ଗ୍ରୀଷ୍ମପ୍ରବାହ ସମୟ ରେ ବସ ଭିତରେ ପାଣି ତଥା ଓ.ଆର.ଏସ ପ୍ୟାକେଟ ମହଜୁଦ ରଖିବା ଓ ଏହାର ଖିଲାପ ହେଉଛି କି ନାହିଁ ତାହା ଜାଣିବା ପାଇଁ ମାଲକାନଗିରି ଆର.ଟି.ଓ ପକ୍ଷରୁ…

ରାଉରକେଲା ଓକିଲ ସଂଘ ନିର୍ବାଚନ : ସଭାପତି ଭାବେ ସୁରେଶ ମାଝୀ ଏବଂ ସମ୍ପାଦକ ଭାବେ ଅକ୍ଷୟ ସାହୁ ନିର୍ବାଚିତ…

ରାଉରକେଲା : ରାଉରକେଲା ଓକିଲ ସଂଘ ନିର୍ବାଚନରେ ସୁରେଶ ମାଝୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏକାଧିକବାର ସଭାପତି ପଦ ମଣ୍ଡନ କରିଥିବା ରମେଶ ବଳଙ୍କୁ ଏଥର ପରାଜୟ ଭୋଗିବାକୁ ପଡ଼ିଛି। ଶ୍ରୀ ମାଝି ୨୯୬ ଭୋଟ ପାଇଥିବା ବେଳେ ଶ୍ରୀ ବଳ ୨୮୯ ଖଣ୍ଡ ଭୋଟ୍‌ ପାଇ ୭ ଖଣ୍ଡ ଭୋଟରେ…

ସୁନ୍ଦରଗଡ଼ରେ ବାଜିମାରିଲା ଭାରତୀୟ ଜନତା ପାର୍ଟି : ପୌର ଅଧ୍ୟକ୍ଷ ହେଲେ ବିଜପିର ତନୟା ମିଶ୍ର…

ସୁନ୍ଦରଗଡ଼ / ରାଉରକେଲା : ସୁନ୍ଦରଗଡ ଜିଲ୍ଲା ପୌର ନିର୍ବାଚନରେ ବିଜୁ ଜନତା ଦଳ ଦୁଇଟି ମୁନିସିପାଲିଟିର ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପି ଖାତାରେ ଗୋଟିଏ ଅଧ୍ୟକ୍ଷ ପଦ ଯାଇଛି।ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷ ନିର୍ବାଚନରେ ବିଜେପି ର ତନୟା ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ…

କନ୍ଧମାଳ : ପୌରପରିଷଦରେ ବିଜେପି, ଦୁଇ ଏନଏସିରେ ବିଜେଡି ବିଜୟୀ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀନୀ ସ୍ମିତା ରାଣୀ ପଟ୍ଟନାୟକ ବିଜୟୀ ହୋଇଥିବା ବେଳେ ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ଓ ଜି. ଉଦୟଗିରି ଏନଏସିରେ ବିଜେଡି ପ୍ରାର୍ଥନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି | ଜି.ଉଦୟଗିରି ଏନଏସିରେ…

ଆଇଟିସି ମିଶନ ସହଯୋଗରେ ମମତା ଓଡିଶା ପକ୍ଷରୁ କର୍ମଶାଳା ଆୟୋଜିତ

ମାଲକାନଗିରି (୨୬/୦୩) : ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟର ବିକାଶ ପାଇଁ ଗତ ପ୍ରାୟ ଏକ ବର୍ଷ ଧରି ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡିଆ ବ୍ଲକରେ ଆଇଟିସି ମିଶନ ସୁନେହରାକଲ କାର୍ଯ୍ୟକ୍ରମ ଅବସରରେ ମମତା ଓଡିଶା ପକ୍ଷରୁ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା।…

ଛତ୍ରପୁର ଏନଏସି ଅଧ୍ୟକ୍ଷା ହେଲେ ଭାଜପାର ଶର୍ମିଷ୍ଠା ପ୍ରଧାନ

ଛତ୍ରପୁର:ଛତ୍ରପୁର ଏନଏସି ଅଧ୍ୟକ୍ଷା ଭାବେ ଭାଜପା ର ଶର୍ମିଷ୍ଠା ପ୍ରଧାନ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ର ଟି.ଲକ୍ଷ୍ମୀଙ୍କ ଠାରୁ ୮୧୮ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଭାଜପା ପ୍ରାର୍ଥିନୀ ଶର୍ମିଷ୍ଠା ୬୦୯୫ ଭୋଟ ପାଇଥିବାବେଳେ ବିଜେଡି ର…

ରମ୍ଭା ସହରରେ ବିଜେପିର ବିଶାଳ ବିଜୟଶୋଭାଯାତ୍ରା !

ରମ୍ଭା ସହର ବିଜେପି ର ପୂର୍ଣ୍ଣଦଖଲରେ ! ରମ୍ଭା : ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ବିଜୟର ବାନା ଉଡ଼ାଇ କର୍ମୀମାନେ ଆତସବାଜି ଓ କଷା ରଙ୍ଗର ଫଗୁ ଖେଳିଛନ୍ତି, ଯାହା ଫଳରେ ରମ୍ଭା ସହର ଖୁସିର ପର୍ବରେ ଆନନ୍ଦର ହୋ ହାଲ୍ଲାରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଗଞ୍ଜାମ…

ଗଞ୍ଜାମ ଏନଏସି ପୌରନିର୍ବାଚନରେ ଅଧ୍ୟକ୍ଷା ସ୍ୱାଧୀନ ପ୍ରାର୍ଥୀନୀ ପ୍ରତିଭା ପାଢ଼ୀ ୫୧ ଭୋଟ ବ୍ୟବଧାନରେ ବିଜୟିନୀ

୧୨ଟି ୱାର୍ଡରୁ ବିଜେଡି ହାତରେ ୧୧ କାଉନସିଲର ଗଞ୍ଜାମ: ଗଞ୍ଜାମ ଏନଏସି ପୌରନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ସ୍ୱାଧୀନ ଅଧ୍ୟକ୍ଷା ପାର୍ଥିନୀ ପ୍ରତିଭା ପାଢ଼ୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନିଙ୍କ ଝୁଲି ପାତ୍ର ଙ୍କ ଠାରୁ ୫୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟିନୀ…

ବାଲିଗୁଡା ଏନଏସିର ୧୩ଟି ୱାର୍ଡର କାଉନସିଲର ଫଳାଫଳ ଘୋଷିତ : ବିଜେଡି ୧୧ କୁ କଂଗ୍ରେସ ୨

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ରେ କାଉନସିଲର ଫଳାଫଳ ଘୋଷିତ ହୋଇ ଯାଇଛି l ୱାର୍ଡନଂ- ୧- ଅଜୟ କୁମାର ଦିଗାଲ (କଂଗ୍ରେସ ): ୨୯୨ଟି ଭୋଟ, ଅମୀୟ ବେହେରା(ବିଜେପି): ୧୯ଟି ଭୋଟ, ଗୁରେଖା ମଲ୍ଲିକ(ବିଜେଡି): ୧୫୪ ଟି ଭୋଟ, ଦିଲ୍ଲୀପ ମଲ୍ଲିକ (ମାଠିଆ) : ୧୨୦ଟି ଭୋଟ,…

ଓକିଲ ସଂଘର ନିର୍ବାଚନ : ସଭାପତି ଵିଜୟ ମହାନ୍ତି, ସମ୍ପାଦକ ଦୁର୍ଗା ପଟ୍ଟନାୟକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ।ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଵିଜୟ କୁମାର ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଦୁର୍ଗା ଶଙ୍କର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ କମଳ କୁମାର ବେହେରା, ସହ…