Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୋଦଳାରେ ବିଜେଡ଼ି ଗଡ଼ରେ ଫୁଟିଲା ପଦ୍ମ…
କୋଦଳା : କୋଦଳା ପୌର ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ବିଜେପିର ବୃହତ୍ତ ବିଜୟ ହୋଇଛି । ଅଧ୍ୟକ୍ଷ ପଦବୀ ସମେତ ୮ ଟି ୱାର୍ଡର କାଉନସିଲର ପଦବୀ ବିଜେପି ଖାତାକୁ ଯାଇଛି । କୋଦଳାରେ ବିଜେପିର ଏକ ପାଖୁଆ ବିଜୟୀ ହୋଇଛି । ଅଧ୍ୟକ୍ଷ ପ୍ରାର୍ଥୀ ଭାବେ!-->!-->!-->…
୧୧ନଂ ୱାର୍ଡରେ ବିଜେପିର ବସନ୍ତ କୁମାର ସାହଣୀ ବିଜୟୀ
ଫୁଲବାଣୀ : ଚଳିତ ଫୁଲବାଣୀ ପୌର ନିର୍ବାଚନରେ ୧୧ନଂ ୱାର୍ଡର ବିଜେପିର ବସନ୍ତ କୁମାର ସାହଣୀ ୪୪୮ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ (୪୧୯) ଠାରୁ ୨୯ ଟି ଭୋଟ ଅଧିକ ପାଇ ଜୟ ଯୁକ୍ତ ହୋଇଛନ୍ତି । ବିଜୟୀ ହେବା ପରେ ଯାହା ସେ ୱାର୍ଡକୁ କଥା ଦେଇଛଥିଲେ!-->…
ବାଲିଗୁଡ଼ା : ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ, ବିଜେପି ଖାତା ଖୋଲି ପାରିନାହିଁ
ବାଲିଗୁଡ଼ା : ପୌର ନିର୍ବାଚନ ରେ ପୁଣି ବିଜେଡ଼ିର ବାଜିମାତ୍ । ମାଟି କାମୁଡ଼ିଲେ ଦୁଇ ଜାତୀୟ ଦଳ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି କରିଛି ବିପୁଳ ବିଜୟ । ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ୫୯୯୧ ଭୋଟରେ!-->…
ବିଜେପିକୁ କ୍ଲିନ ସ୍ୱିପ କରି ବିଜେଡ଼ି ହାତେଇଲା ପୌର ପରିଷଦ ଅଧକ୍ଷା ପଦବୀରେ ଦୀପା କୁମାରୀ…
ଚିକିଟି - ପୌର ପରିଷଦ ନିର୍ବାଚନ ଗଣନା ପରେ ଚିକିଟି ଏନଏସି ର ଅଧକ୍ଷା ଭାବେ ବିଜେଡ଼ି ପାର୍ଥୀନି ଦୀପା କୁମାରୀ ସାହୁ ବିପୁଳ ପରିମାଣରେ ବିଜୟୀ ହୋଇଛନ୍ତି। ତାଙ୍କୁ ପ୍ରତିଦ୍ବନ୍ଦିତା କରୁଥିବା ବିଜେପିର ପୁଷ୍ପାଞ୍ଜଳି ସେଠି ମୋଟ ୮୯୮ ଖଣ୍ଡ ଭୋଟ ପାଇଥିବା ବେଳେ ଦୀପା କୁମାରୀ ୬୭୨୫ ଖଣ୍ଡ!-->…
ହିଞ୍ଜିଳି ପୌର ପରିଷଦ ନିର୍ବାଚନ : ପ୍ରବଳ ସଙ୍ଘର୍ଷ ସହ ବିଜେଡ଼ିର ବାଜିମାତ୍…
ହିଞ୍ଜିଳିକାଟୁ :ବହୁଦିନର ଚର୍ଚ୍ଚା ଓ ପ୍ରତୀକ୍ଷାର ଅନ୍ତଘଟାଇ ହିଞ୍ଜିଳି ପୌର ପରିଷଦର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି ।ପୂର୍ବାନୁମାନ ପ୍ରକାରେ ନିର୍ବାଚନ ଶାସକ ଦଳ ଏବଂ ଅନ୍ୟାନ୍ୟ ଦଳ ପ୍ରତିହାର ଜିତ୍ ସଂଘର୍ଷ ପୂର୍ଣ ହେବ ବୋଲି ଯେଉଁ ଆକଳନ ହୋଇଥିଲା ତାହା ଆଜି ସଠିକ୍ ପ୍ରମାଣିତ!-->!-->!-->…
ଆଦିବାସୀ ଜନସାଧାରଣଙ୍କୁ ମାକ୍ସ ଏବଂ ସାନିଟାଇଜର ପ୍ରଦାନ
ଫୁଲବାଣୀ : ଜବାହାର ନବୋଦୟ ବିଦ୍ୟାଳୟ, ଫୁଲବାଣୀ ଏବଂ ଗରୀବ ସାଥି ଫାଉଣ୍ଡେସନ ର ମିଳିତ ସହଯୋଗ ରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ପୁନ୍ଦାଲି ଗ୍ରାମରେ ଥିବା ପ୍ରାୟ ୧୫୦ ଜଣଙ୍କୁ ଆଜି ମାକ୍ସ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି।ଜବାହାରଲାଲ ନବୋଦୟ ବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ!-->…
ନବରଙ୍ଗପୁର ପୌରପାଳିକା ଫଳାଫଳ : ବିଜେଡି ଗଡ଼ ରେ ଫୁଟିଲା ପଦ୍ମ…
ନବରଙ୍ଗପୁର : ବିଜେଡି ଗଡ଼ ରେ ଫୁଟିଛି ପଦ୍ମ, ନବରଙ୍ଗପୁର ପୋୖରାଧକ୍ଷ ପଦ ଅକ୍ତିଆର କରିଛନ୍ତି, ବିଜେପି ର କୁନୁ ନାୟକ ବିଜେଡି ର ଭୀମ ହରିଜନ କୁ 2000 ଭୋଟ ବ୍ୟବଧାନ ରେ ପରାଜିତ କରିଛନ୍ତି, ନବରଙ୍ଗପୁର ପୌରପାଳିକା 17 ଟି ୱାର୍ଡ କୁ ନେଇ ଗଠିତl ଚଳିତ ନିର୍ବାଚନ ରେ ବିଜେପି ସମସ୍ତ 17!-->…
ବିଜେପିର ସ୍ମିତା ରାଣୀ ମହାନ୍ତି ଫୁଲବାଣୀ ପୋୖରାଧ୍ୟକ୍ଷା ଭାବେ ନିର୍ବାଚିତ…
ଫୁଲବାଣୀ:- ଫୁଲବାଣୀ ପୋୖରାଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ପ୍ରସାର ଯୋର ସୋରରେ ଚାଲିଥିଲା ଆଜି ତାହାର ଫଳାଫଳ ବାହାରିଛି । ଫୁଲବାଣୀ ପୋୖରାଧ୍ୟକ୍ଷ ମୁକୁଟ ବିଜେପି ର ସ୍ମିତା ରାଣୀ ମହାନ୍ତି ପିନ୍ଧିଛନ୍ତି।ଚଳିତ ଫୁଲବାଣୀ ପୋୖର ନିର୍ବାଚନରେ ମୋଟ ୧୩ଟି ୱାର୍ଡରୁ!-->…
ଭଞ୍ଜନଗର ଏନ ଏ ସି ଅକ୍ତିଆର କଲା ବିଜେଡି…
ଭଞ୍ଜନଗର:- ଭଞ୍ଜନଗର ଏ ନ ଏ ସି କୁ ପୁଣି ଥରେ ବିଜୁ ଜନତା ଦଳ ଅକ୍ତିଆର କରିଛି। ଗତ ଦୁଇ ଦଶନ୍ଧି ରୁ ଅଧିକ ସମୟ ହେଲା ଭଞ୍ଜନଗର ଏନ ଏ ସି ବିଜୁ ଜନତା ଦଳ ଅକ୍ତିଆର ରେ ରହିଛି। ଆଜି ଏନ ଏ ସି ଭୋଟ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ତାଙ୍କର ନିକଟତମ!-->…
ସରିଲା ପୌର ନିର୍ବାଚନ ର ଫଳାଫଳ ମାଲକାନଗିରି ପୌର ବିଜେଡି ହାତେଇଥିବା ବେଳେ ବାଲିମେଳା ଏନ ଏ ସି ହାତେଇଲା ବିଜେପି
ମାଲକାନଗିରି ୨୬/୦୩ ପଞ୍ଚାୟତ ନିର୍ବାଚନ ପରେ ଆରମ୍ଭ ହୋଇଥିଲା ପୌର ନିର୍ବାଚନ । ମାଲକାନଗିରି ଜିଲ୍ଲାରେ ଗୋଟିଏ ପୌର ପରିଷଦ ଓ ଗୋଟେ NAC ରେ ହୋଇଥିଲା ନିର୍ବାଚନ ।ନିର୍ବାଚନ ଅଧିକାରୀଙ୍କ ତାରିଖ ଅନୁଯାୟୀ 24 ତାରିଖରେ ହୋଇଥିଲା ନିର୍ବାଚନ । ତେବେ ଆଜି ପୌର ନିର୍ବାଚନର ଫଳାଫଳ!-->!-->!-->…