Browsing Category

ଆଞ୍ଚଳିକ

ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସଚେତନତା

ହିଞ୍ଜିଳିକାଟୁ (୨୧/୩): ଚଳିତ ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ହିଞ୍ଜିଳିକାଟୁ ପୌର ପରିଷଦ ସକାଶେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟା…

ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସ୍ମୃତି ସମ୍ମାନ

ଫୁଲବାଣୀ : କନ୍ଧମାଳର ଜଣାଶୁଣା ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ଶ୍ରୀ ଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ,ଅଗ୍ନିସ୍ପୁଲିଙ୍ଗ, ରାଉରକେଲା ଓ ପୂଜ୍ୟ ପୂଜା ପରିଷଦ, କଟକ ତରଫରୁ ସମ୍ମାନ ଜନକ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସମ୍ମାନ ପ୍ରଦାନ କରାଯାଇଛି l…

ଚିକିଟିରେ ବିଜେପିର ବାଇକ ରାଲି

ଚିକିଟି : ଚିକିଟି ଏନଏସି ନିର୍ବାଚନି ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ବାକୁ ବସିଥିବା ବେଳେ ଭାରତୀୟ ଜନତା ଦଳ ର ସୋମବାର ବିରାଟ ବାଇକ ରାଲି ହୋଇଛି।ସହ ସହ ସମର୍ଥକ ଙ୍କ ଗହଣ ରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଯୋଗ ଦେଇ କର୍ମୀ ଙ୍କୁ ଉତ୍ସାହିତ କରି ଚିକିଟି ରେ ଶାନ୍ତି ଫେରେଇ…

ବନ ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ବନ ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ କରାଯାଇଛି | ଖଣ୍ଡିୟ ବନ ଅଧିକାରୀ ଶ୍ରୀ ପ୍ରତାପ କୋଟାପଲ୍ଲୀଙ୍କ ଅଧ୍ୟକ୍ଷତାରେ, ବିଭିନ୍ନ ବନ ସୁରକ୍ଷା ସମିତିର ସଭାପତି ତଥା ମାଲକାନଗିରି ଡିଭିଜନର ସମସ୍ତ କର୍ମଚାରୀଙ୍କୁ ନେଇ…

ସମାଜିକ ଅନୁଷ୍ଠାନ ନୀପିଡିତର ୪୦ବର୍ଷର ଯାତ୍ରା

ଫୁଲବାଣୀ : ନୀପିଡ଼ିତର ୪୦ବର୍ଷ ପୂର୍ତ୍ତି ଉପଲେକ୍ଷ ଏକ କାର୍ଯ୍ୟକ୍ରମ କରାଯାଇଥିଲା | କନ୍ଧମାଳ ଜିଲ୍ଲାର ପାବୁରିଆ ଠାରେ ୧୯୮୨ମସିହାରେ ସାମାଜର ପଛୁଆ ଅବହେଳିତ ଵର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ନାଯ୍ୟ ଅଧିକାର ସାବ୍ୟସ୍ତ ପାଇଁ ରାମଚନ୍ଦ୍ର ଦାସଙ୍କ…

ଜଙ୍ଗଲ ସୁରକ୍ଷା ପାଇଁ ଫାୟାର ସ୍କୁୱାର୍ଡ଼ ଗାର୍ଡଙ୍କୁ ପୋଷାକ ଓ ସରଞ୍ଜାମ ପ୍ରଦାନ

ଦାରିଙ୍ଗବାଡ଼ି (୨୧/୦୩) : ଜଙ୍ଗଲ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା ସହିତ ପରିବେଶ ସନ୍ତୁଳନ ସଠିକ ହୋଇ ପାରିବ। ଏଣୁ ବନ ବିଭାଗ ପକ୍ଷରୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ଊଦ୍ୟମ ଜାରି ରହିଛି। ଖରା ଦିନେ ପ୍ରତି ବର୍ଷ ପ୍ରାକୃତିକ ଓ କୁତ୍ରିମ ଉପାୟରେ ବିଭିନ୍ନ…

ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ପଞ୍ଚାୟତ ସମିତି ସଭାଗୃହରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପଞ୍ଚାୟତ…

ମନରେଗା ଦୁର୍ନୀତି ତଦନ୍ତ ଆଳରେ ଘଟଣାକୁ ଚପେଇ ଦେଉଛନ୍ତି ଅଧିକାରୀ

ଦାରିଙ୍ଗବାଡ଼ି (୨୧/୦୩) : ସିମନବାଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ତଦନ୍ତ ଆଳରେ ଅଧିକାରୀ ଘଟଣାକୁ ଚପେଇ ଦେଉଥିବା ଚର୍ଚ୍ଚା ଜୋରଧରିଥିବା ଜଣାପଡିଛି।ଏଭଳିକି ଦୁର୍ନୀତିରେ ସମ୍ପୃକ୍ତ ଥିବା…

ରାସ୍ତା କଡରେ ଠିଆହୋଇ ଥିବା ଟିପ୍ପର କୁ ଧକ୍କା ଦେଇ ବାଇକ ଚାଳକ ମୃତ…

ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ତୁମକିମାଡକା ଗ୍ରାମ ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ । ତେବେ ଘଟଣାରୁ ଜଣାପଡିଛି ଯେ ଭେଜାଙ୍ଗିୱ।ଡ଼ା ଗ୍ରାମ ଆଡୁ ଏମ୍ ଭି ୬୬ ଗ୍ରାମ ଅଭିମୁଖେ ଆସୁଥିବା ଏକ ପଲସର ବାଇକ୍ (ଓଡି ୧୦ ଏଚ ୬୧୯୨) ଛିଡା ହୋଇଥିବା ୬ ଚକିଆ ଟିପର(ଓଆର ୦୨…

ଓଡ଼ିଆ ବିଭାଗର ଆଲୋଚନାଚକ୍ର

ଚିକିଟି : ଚିକିଟି ମହାବିଦ୍ୟାଳୟ ପରିସରରେ ସ୍ନାତକୋତ୍ତର ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଏକ ପାଠଚକ୍ର ଅଧକ୍ଷ ଡ଼. ଭବାନି ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ଭାଷଣରେ ଶ୍ରୀ ପଣ୍ଡା ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଜାତିର ଗୌରବ…