Browsing Category

ଆଞ୍ଚଳିକ

ପୌର ପରିଷଦ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଚଳିତ ମାସରେ କନ୍ଧମାଳ ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ସଂକ୍ରାନ୍ତରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି…

ନାଏବ ସରପଞ୍ଚ ନିର୍ବାଚନ : ଧର୍ମଗୁଳାରେ ବିଜୟୀ ହେଲେ ଏମବିଏ ପ୍ରାର୍ଥୀ

ଦାରିଙ୍ଗବାଡ଼ି,(୧୧/୩) : ଦାରିଙ୍ଗବାଡ଼ି ବ୍ଲକରେ ରହିଥିବା ସମସ୍ତ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ପାଇଁ କଡ଼ା ଟକ୍କର ହୋଇଥିବା ବେଳେ ସିମନବାଡ଼ି ନାଏବ ସରପଞ୍ଚ ଭୋଟ କିଛି ନିଆରା ଥିଲା । ସିମନବାଡ଼ି ଗ୍ରାମ ପଞ୍ଚାୟତର ବଜାର ସାହି ୬ ନଂ ୱାର୍ଡର ୱାର୍ଡମେମ୍ବର ପଦ ନିମନ୍ତେ ଏମବିଏ…

ସହରାଞ୍ଚଳ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଛତ୍ରପୁର (୧୧/୦୩) : ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି, ସଭାସମିତି, ଶୌଭାଯାତ୍ରା, ଭୋଟ ପ୍ରାର୍ଥନା ଓ ପ୍ରଚାର କରାଯାଇ ପାରିବ । ଏଥି ସକାଶେ ଆଜି ଅପରାହ୍ନରେ…

ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ପଦବୀରେ ହର୍ଷ ବର୍ଦ୍ଧନ ବସ୍ତରାୟ

ଦାରିଙ୍ଗବାଡ଼ି,(୧୧/୦୩) : ଦାରିଙ୍ଗବାଡି ବ୍ଲକର ୧୧ ନଂ ଜିଲା ପରିଷଦ ଯୋନ, ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ପଦବୀ ପାଇଁ ଆଜି ମତ ଦାନ କାର୍ଯ୍ୟକ୍ରମ ରହି ଥିଲା। ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ଅଧିନରେ ୧୨ ଗୋଟି ୱାଡ଼ ରହିଛି। ହେଲେ ୧୧ନଂ ୱାର୍ଡରେ ୱାର୍ଡ ସଭ୍ୟପଦ…

ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥିନୀ ପୁନମ କଁହରଙ୍କ ପ୍ରଚାର ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପାଳିକା ପାଇଁ ନାମାଙ୍କନ ଯାଞ୍ଚ ଶେଷ ହେବା ପରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ତେବେ ଏ ସମୟରେ ବିଜେଡିର ପୁନମ କଁହର ପୋୖରାଧ୍ୟକ୍ଷ ପ୍ରାର୍ଥୀନୀ ଭାବରେ ନାମାଙ୍କନ ପତ୍ର ଦାଖଲ ଦିନହିଁ କୋର୍ଟ ଛକ ନିକଟରେ…

ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତି ବୈଠକ

ବ୍ରହ୍ମପୁର (୧୧/୩) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତି ପାଇଁ ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଦଳର ମୁଖପାତ୍ର ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କଂଗ୍ରେସର ମେୟର…

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଆମ ଜାତୀୟ ଗୌରବ ଓ ସ୍ବାଭିମାନର ପ୍ରତୀକ : ରୋଶନ୍

ବ୍ରହ୍ମପୁର, (୧୧/୦୩) : ରାଜ୍ୟର ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ "ମଞ୍ଚଜ୍ୟୋତି" ପକ୍ଷରୁ ସ୍ଥାନୀୟ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ…

ପୁଇଁତୋଳାରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଝୁଲି ପାତ୍ର

ଗଞ୍ଜାମ: ଗଞ୍ଜାମ ପୌରାଞ୍ଚଳରେ ବିଜେଡି ପ୍ରଚାରରେ ଆଗୁଆ ରହିଥିବା ଜଣାପଡିଛି l ଗୁରୁବାର ପୁଇଁତୋଳା ୱାର୍ଡ ନ ୮ ରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀନୀ ଝୁଲି ପାତ୍ର ଓ ୱାର୍ଡ ନ ୮ କାଉନ୍ସିଲର ପ୍ରାର୍ଥୀନୀ ମହାଲକ୍ଷ୍ମୀ ନାୟକ ଓ ବହୁ ସମର୍ଥକଙ୍କୁ ସାଥିରେ ଧରି ଘର ଘର ବୁଲି ଭୋଟ ଭିକ୍ଷା…

ଛତ୍ରପୁର ମୁଖ୍ୟବଜାର ମେନରୋଡ଼ରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଉଦଘାଟିତ

ଛତ୍ରପୁର : ଛତ୍ରପୁର ମେଇନରୋଡ଼ ମୁଖ୍ୟବଜାରରେ ବିଜୁଜନତାଦଳର ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଛତ୍ରପୁରର ଚେୟାରମ୍ୟାନ ପ୍ରାର୍ଥୀନୀ ଟି.ଲଷ୍ମୀ ଙ୍କ ସମେତ ଅନ୍ୟ ସମସ୍ତ…

ଅଗ୍ନିକାଣ୍ଡ ଘଟି ଚାରି ଗୁହାଳ ପୋଡି ପାଉଁଶ

ଚିକିଟି : ପାତ୍ରପୁର ବ୍ଳକ ତଣ୍ଡିପୁର ପଂଚାୟତର ଖଇର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାରୋଟି ଗୁହାଳ ପୋଡି ଯାଇଥିବା ଜଣା ଯାଇଛି। ଆଜି ସନ୍ଧ୍ୟାରେ ହଠାତ ନିଆଁ ଲାଗି ଗ୍ରାମର ଧୋବା ପ୍ରଧାନ, କୃଷ୍ଣ ପ୍ରଧାନ ,ସୁକୁଟା ପ୍ରଧାନ, ଏବଂ ନିରଞ୍ଜନ ବେଜ ଙ୍କ ଚାରୋଟି ଗୁହାଳ ପୋଡି ଯାଇଥିବା ଜଣା ଯାଇଛି।…