Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟିରେ କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋରର ଶାଖା ଉଦ୍ଘାଟିତ
ଚିକିଟି : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋର ଅଧିକା ରିହାତି ଦରରେ ଲୋକଙ୍କୁ ଔଷଧ ଦେଇ ନିଜର ପ୍ରତିଷ୍ଠା ଅର୍ଜନ କିରିଛି।ସେହି କ୍ରମରେ ଆଜି ଚିକିଟି ପେଣ୍ଟ ମୁଖ୍ୟ ବଜାର ସୁବୁଦ୍ଧି ଭେରାଇଟି ଷ୍ଟର ନିକଟରେ ତାର ଏକ ଶାଖା ପ୍ରତିଷ୍ଠା କରି!-->…
ପିତାତଳି ନିର୍ବାଚନୀ ମାମଲାରେ ୮ ଗିରଫ
ଚିକିଟି : ଏହି ବ୍ଲକ ଗଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ନିର୍ବାଚନି ଗଣ୍ଡଗୋଳ ମାମଲାରେ ଗଳନ୍ଥରା ପୋଲିସ ଆଜି ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାର ପିଟ,ଗଣ୍ଡଗୋଳ ଏବଂ ବୋମା ମାଡ଼ ଘଟଣା କୁ ନେଇ ଥାନାରେ ଅଭିଯୋଗ ସାଙ୍ଗକୁ ଏତଲା ଦିଆଯାଇଥିଲା।ଏତଲା କୁ!-->…
ପିଲାଙ୍କ ଭବିଷ୍ୟତ ଖେଳଘର ନୁହେଁ : ବିନା ଏନଓସିରେ ଚାଲିଛି ବିଦ୍ୟାଳୟ
ଫୁଲବାଣୀ : ଗୁରୁବାର ଦିନ ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକା କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଯାହା ଲିଖିତ ରହିଛି ଯେ,ସେମାନଙ୍କ ପୁଅ, ଝିଅ ମାନେ ପ୍ରଥମ ଶ୍ରେଣୀ ରୁ ଫୁଲବାଣୀ ସହର ସ୍ଥିତ ଶ୍ରୀ ସତ୍ୟସାଇ ଉଚ୍ଚ!-->!-->!-->…
ସ୍ୱାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଛନ୍ତି ଦୀପାକୁମାରୀ
ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନୀ ମାହୋଲ ଧୀରେ ଧୀରେ ସରଗରମ ହେଉଥିବା ବେଳେ ବର୍ତ୍ତମାନ କିଛି ନୂଆ ମୁହଁ ଦେଖିବାକୁ ମିଳିଛି । ପ୍ରାର୍ଥୀ ପତ୍ର ନାକଚ ଓ ପ୍ରତ୍ୟାହାର ପରେ ଉଷ୍ମତା ବଢିବା ଦୃଶ୍ୟମାନ ହେଉଛି ଏବଂ ବିଗତ ଦିନ ମାନଙ୍କ ଭଳି ଅଯଥା ଗଣ୍ଡଗୋଳ ପ୍ରଶାସନ!-->…
ଏଏମସିଏସ କଲେଜରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିକାବାଲି (୧୦/୦୩) : କନ୍ଧମାଳ ଜିଲ୍ଲାର ନେହେରୁ ୟୁବ କେନ୍ଦ୍ର ତରଫରୁ ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଟିକାବାଲି ଏ. ମ.ସି . ଏସ ମହାବିଦ୍ୟାଳୟରେ ରେ ଅଧକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ଫୁଲବାଣୀରେ ସଂଯାଜକ ନବନୀତ!-->!-->!-->…
୨୫ଟି କଇଁଛ ସହ ଗୋଟିଏ ମୋଟର ସାଇକେଲ ଜବତ,୨କଇଁଛ ବେପାରୀ କୋର୍ଟଚାଲାଣ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ବିଭିନ୍ନ ସ୍ଥାନରେ କଇଁଛ ଚାଲାଣ କରାଯାଉଥିବା ନେଇ ଅନ୍ତର୍ରାଜ୍ୟ ରାକେଟ ଜଡିତ ଥିବା ନେଇ ଗତ ଦିନରେ ଗଣମାଧ୍ୟମ ରେ ଚର୍ଚ୍ଚା ସୃଷ୍ଟି କରିଥିଲା।ଏଥି ଲାଗି ଗତ କିଛିଦିନ ଧରି ବନବିଭାଗ ପକ୍ଷରୁ ଗୁପ୍ତ ସୂଚନା ସଂଗ୍ରହ ସହ ଏକାଧିକ ସ୍ଥାନରେ ଚଡାଉ!-->!-->!-->…
ଚନ୍ଦନଗଛକୁ କାଟି ନେବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ : ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି, ଜଙ୍ଗଲ ମାନଙ୍କ ରେ ଥିବା ପ୍ରାୟ ଚନ୍ଦନ ଗଛ କାଟି ସଫା କରୁଥିବାବେଳେ ବିଭିନ୍ନ ସରକାରୀ, ବେସରକାରୀ ବାସ ଭବନ ତଥା ଅନୁଷ୍ଠାନ ମାନଙ୍କରେ ଲଗା ଯାଇଥିବା ଚନ୍ଦନ ଗଛ କାଟି ତାକୁ ଚୋରା ଚାଲାଣ!-->…
ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳବାସୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଜନସମ୍ପର୍କ ଶିବିର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭାଲିଆପାଣି ପଞ୍ଚାୟତରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳବାସୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ପରିଚାଳିତ!-->…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୩ ବର୍ଷ ଜେଲ ୨୫ ହଜାର ଜରିମାନା
ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପପୁନା ମଲ୍ଲିକକୁ!-->!-->!-->…
ମହିଳା ସଶକ୍ତିକରଣରେ ନ୍ୟାୟିକ କ୍ଷମତାକୁ ଅଗ୍ରାଧିକାର ଦେଵା ବାଞ୍ଛନୀୟ !
ଛତ୍ରପୁର : ଗଞ୍ଜାମଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ବିଜୁ ଲିଗାଲ ସେଲ୍ ଅବା ବିଜୁ ଆଇନ ସମ୍ମୁଖ୍ୟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଆଇନଜ୍ଞ ବିଜୟକୃଷ୍ଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ନାରୀ ନେତ୍ତୃତ୍ୱ ନେଇ ଏକ ଆଲୋଚନା ହୋଇଥିଲା । ମହିଳା!-->!-->!-->…