Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାମୋଦରପୁରରୁ ପ୍ରଚାର ଆରମ୍ଭ କଲା ବିଜେଡି, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଚେୟାରମ୍ୟାନ ପ୍ରାର୍ଥିନୀ
ଗଞ୍ଜାମ: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଗଞ୍ଜାମ ପୌରାଞ୍ଚଳରେ ନିର୍ବାଚନ ଉଷ୍ମତା ସେତିକି ବୃଦ୍ଧି ପାଉଛି l ବୁଧବାର ପାର୍ଥୀ ପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁର ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛି l ବିଜେଡି ଅଧ୍ୟକ୍ଷା ପାର୍ଥିନି ଜୁଲି ପାତ୍ର ନିଜ ସମର୍ଥକ!-->!-->!-->…
ଯୈାତୁକ ପାଇଁ ବଧୁହତ୍ୟା ଅଭିଯୋଗ, ସ୍ବାମୀ କଟକ
ହିଞ୍ଜିଳିକାଟୁ, ( ୯।୩) : ଅଧିକ ଯୈାତୁକ ଦାବି କରି ଜନୈକା ବିବାହିତା ମହିଳାଙ୍କୁ ଶାଶୁଘର ଲୋକେ ମାରିଦେଇ ଆତ୍ମହତ୍ୟାର ରୂପ ଦେଉଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ମଙ୍ଗଳବାର ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଘଟିଛି । ମୃତକ ଜଣକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ସୁନିତା!-->…
ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସରେ ମିଶିଲେ
ଫୁଲବାଣୀ : ବିଜେଡିର ଅଧିକାଂଶ ବରିଷ୍ଠ କର୍ମୀଙ୍କୁ ଦଳ ତରଫରୁ ଚଳିତ ପୌର ନିର୍ବାଚନରେ ଟିକେଟ ନମିଳିବା ନେତାମାନଙ୍କ ଅଣଦେଖା କରାଯାଇଥିବାରୁ ବିଜେଡ଼ି ଦଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଫଳରେ ସହରର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ଦିନ ବିଜେଡି ଦଳ ଛାଡି କଂଗ୍ରେସରେ!-->!-->!-->…
୧୪ବର୍ଷରୁ କମ୍ ଜାତୀୟସ୍ତରୀୟ ରଗବୀ ଖେଳାଳୀଙ୍କୁ ପ୍ରେସକ୍ଳବ ପକ୍ଷରୁ ସମ୍ବର୍ଦ୍ଧନା
ଫୁଲବାଣୀ : ହାଇଦ୍ରାବାଦରେ ଅନୁଷ୍ଠିତ ୧୪ ବର୍ଷରୁ କମ ଖେଳାଳୀଙ୍କୁ ନେଇ ହୋଇଥିବା ଟଚ ରଗବି ପ୍ରତିଯୋଗିତାରେ କନ୍ଧମାଳ ଜିଲା ଜି. ଉଦୟଗିରିର ଚାରି ଜଣ ଟଚ ରଗବି ଜାତୀୟ ସ୍ତରୀୟ କୁନୀ ଖେଳାଳୀଙ୍କୁ ଜିଲ। ପ୍ରେସ କ୍ଲବ ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସ୍ଥାନୀୟ!-->!-->!-->…
ବିଜୁଳି ନଥିବାରୁ ହଷ୍ଟେଲ ଛାଡିଲେ କ୍ରୀଡ଼ାଛାତ୍ର
କ୍ରୀଡ଼ାଛାତ୍ରାବାସର ବିଜୁଳି ବିଲ୍ ବାକି ପଡ଼ିଛି
ମାଲକାନଗିରି : ରାଜ୍ୟ ସରକାର ବିଭିନ୍ନ ଆନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ କରି ସାରାଦେଶରେ ବାହାବା ନେଉଥିବା ବେଳେ ଦୀପତଳ ଅନ୍ଧାର ଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର ଏକ ମାତ୍ର!-->!-->!-->!-->!-->…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ : ୫ଟି ସ୍ଥାନରେ ଚଢାଉ ଜାରି
ଭୁବନେଶ୍ବର : ବ୍ରହ୍ମପୁର ରୁରାଲ ୱାର୍କ୍ସ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଜଣେ ଡିଏସପିଙ୍କ ନେତୃତ୍ଵରେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ!-->…
ଭାରତୀୟ ମଜଦୁର ସଂଘ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ପାଳନ…
ରାୟଗଡା: ଭାରତୀୟ ମଜଦୁର ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି. ଏହି ଉପଲକ୍ଷେ ରାୟଗଡା ଜିଲ୍ଲା ର ୧୧ ଗୋଟି ବ୍ଳକରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ସହ, ଜିଲ୍ଲା ସ୍ତରୀୟ ପାଳନ ଉପଲକ୍ଷେ ଶ୍ରୀମତୀ ଜୟନ୍ତୀ ପଦ୍ମଲାୟ ସାହୁ ଏବଂ ଶ୍ରୀମତୀ ଉଷା ରାଣୀ ଦାଶ ଙ୍କ!-->…
ଆନ୍ତର୍ଜାତୀୟ ମହିଳା ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ହ୍ୟାଲି ମ୍ୟାଡ଼ାମଙ୍କ ୪୦ତମ ରକ୍ତଦାନ
ଫୁଲବାଣୀ : ଆଜି ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରି ଆସୁଥିବା ମହିଳାମାନଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଛି। ସେହିପରି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଠାରେ ଏକ!-->!-->!-->…
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଚିକିଟି : ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ଓ ମହିଳା ସମନ୍ୱୟ ବିକାଶ କାର୍ଯ୍ୟlଳୟ ତରଫରୁ ଅlନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସିଡିପିଓ ଶ୍ରୀମତୀ ଗୀତାଞ୍ଜଳୀ ପାଣିଗ୍ରାହୀଙ୍କ ଅଧକ୍ଷତା ରେ ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲିର ସୁରକ୍ଷା କବଚ ସମ୍ପର୍କିତ ଆଲୋଚନାରେ ମୁଖ୍ୟ!-->…
ନିଖୋଜ ଗାଡି ମାଲିକ ଙ୍କ ପତ୍ତା ମିଳୁନି
ଚିକିଟି : କେ ନୂଆଗାଁ ଥାନା ଜକର ଗ୍ରାମ ର ଗାଡି ମାଲିକ ଜୟଦେବ ପ୍ରଧାନ ଚାରି ଦିନ ହେଲା ନିଖୋଜ ହୋଇଥିଲେ ମଧ୍ୟ ଏ ଯାବତ ପତ୍ତା ମିଳୁନାହିଁ।ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ କେ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି।କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକ ଆଶଙ୍କା ମଧ୍ୟରେ!-->…