Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶ୍ମଶାନ ପାଲଟିଛି ଡମ୍ପିଂୟାର୍ଡ, ପବିତ୍ର ସ୍ଥାନରେ ଭର୍ତ୍ତିହୋଇ ରହିଛି ଅଳିଆ ଆବର୍ଜନା…
ମାଲକାନଗିରି : ମାଲକାନଗିରି ସହରର ଶ୍ମଶାନ ଘାଟ । ଜୁଆଡେ ଚାହିଁବେ ସିଆଡେ ଭର୍ତ୍ତି ହୋଇଛି କୁଢକୁଢ ଅଳିଆ । କେଉଁଠି ପଚାସଢା ଜିନିଷ ତ ପୁଣି କେଉଁଠି ଅଦରକାରୀ ବର୍ଜ୍ୟବସ୍ତୁ ଗଦା ହୋଇଛି । ଶ୍ମଶାନ ନୁହେଁ, ବରଂ ଏହା ଡମ୍ପିଂୟାର୍ଡ ସଦୃଶ ମନେ ହେଉଛି ।
ମାଲକାନଗିରି ତା:- ୦୬/୦୨!-->!-->!-->!-->!-->…
ମା ଠାକୁରାଣୀ ଅଟୋସଙ୍ଘ ଗୁଟିଙ୍ଗିଆ କନ୍ଧମାଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନବ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଠାରେ ମା ଠାକୁରାଣୀ ଅଟୋ ସଙ୍ଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ନବ ନିର୍ବାଚିତ ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆକାଂକ୍ଷା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା!-->…
ତିନି ପ୍ରମୁଖ ଦଳ ସହ ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ଦାଖଲ କଲେ ନାମାଙ୍କନ ପତ୍ର
ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ନିର୍ବାଚନ ନିମନ୍ତେ ତିନି ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ମାନଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ!-->…
ଚିକିଟି ଏନଏସି : ଅଧ୍ୟକ୍ଷ ଦୌଡ଼ରେ ତିନି – ପାଞ୍ଚ ଅପ୍ରତିଦ୍ବନ୍ଦୀ
ଚିକିଟି : ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଏନଏସି ଚିକିଟି ର ନାମାଙ୍କନ ପ୍ରକ୍ରିୟା ଶେଷ ସୁଦ୍ଧା ମଇଦାନରେ ତିନି ଜଣ ଅଧ୍ୟକ୍ଷ ଆଶାୟୀ ରହିଛନ୍ତି। ବିଜେଡି ଦଳ ରୁ ଯୁବ ନେତା ରଘୁନନ୍ଦନ ସାହୁ ଙ୍କ ପତ୍ନୀ ଦୀପାରାଣୀ ସାହୁ,ଭାରତୀୟ ଜନତା ଦଳ ରୁ ପୁଷ୍ପାଞ୍ଜଳି ସେଠି, ସ୍ୱାଧୀନ ପ୍ରାର୍ଥୀ ଭାବେ!-->…
ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁସ୍’…
ସୁନ୍ଦରଗଡ଼ (୭/୨) : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ!-->!-->!-->…
ଶେଷ ଦିନରେ ୫୬ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ
ହିଞ୍ଜିଳିକାଟୁ (୭/୩) : ଚଳିତ ମାସ ୨୪ ତାରିଖରେ ୧୦୬ ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ସୋମବାର ସୁଦ୍ଧା ନାମାଙ୍କନ ଦାଖଲ ସକାଶେ ସ୍ତିର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ!-->!-->!-->…
ଖଲ୍ଲିକୋଟ ଏନଏସି : ବିଜେଡିରୁ ନିରଞ୍ଜନ ,ବିଜେପି ରୁ ଭାରତୀ ଓ କଂଗ୍ରେସରୁ ଯତୀନ୍ଦ୍ର ନଗରପାଳ ପାଇଁ ନାମାଙ୍କନ ଦାଖଲ…
ଖଲ୍ଲିକୋଟ : ପୌର ନିର୍ବାଚନ ର ଅନ୍ତିମ ଦିବସ ରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ର ନଗରପାଳ ପାର୍ଥି ପାଇଁ କଂଗ୍ରେସ ଦଳ ତରଫରୁ ଯତୀନ୍ଦ୍ର ସେଠି ,ବିଜେଡି ଦଳ ତରଫରୁ ନିରଞ୍ଜନ ବେହେରା ଓ ବିଜେପି ଦଳ ତରଫରୁ ଭାରତୀ ବେହେରା ନଗରପାଳ ପାର୍ଥି ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି l!-->…
ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ!-->…
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ବୈଠକ
ନବରଙ୍ଗପୁର (୩/୨) : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି, ଏବଂ!-->…
ଚିକିଟି ପୌରପରିଷଦ ପାଇଁ ପାଇଁ ସମସ୍ତ ୱାର୍ଡ ପାଇଁ ପାର୍ଥୀ ଦେଲା ବିଜେଡି…
ଚିକିଟି-ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟର ସମସ୍ତ ପୌରପରିଷଦ ଓ ମହାନଗର ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସହ ପାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି।ଚଳିତ ମାସ ଶେଷ ସୁଦ୍ଧା ସମ୍ପନ୍ନ ହେବାକୁ ଥିବା ବେଳେ ୨ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ୯ ତାରିଖରେ!-->…