Browsing Category

ଆଞ୍ଚଳିକ

ଫୁଲବାଣୀ ପୌରପରିଷଦ ପାଇଁ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ସବିତା ମହାନ୍ତି

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି।ନେତାଜୀ କ୍ଳବ ଫୁଲବାଣୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଲାଗି କାଉନ୍‌ସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ…

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ଓ୍ବାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ…

ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଫକୀରମୋହନ ଭଞ୍ଜ ସ୍ମୃତି ସମ୍ମାନ

ଫୁଲବାଣୀ : କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ , ଜୋରକୁଳ,ବିଳିପଡ଼ା, ବାଙ୍କୀ ତରଫରୁ ଷୋଡଶ ବାର୍ଷିକ ଉତ୍ସବ ଅବସରରେ ଆଦର୍ଶ ଶିକ୍ଷକ ଫକୀର ମୋହନ ଭଞ୍ଜ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି l ବାଙ୍କୀ…

ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଜାପନ ହୋଇଯାଇଛି। ଏହି ତୁର୍ଣ୍ଣାମେଣ୍ଟ ରେ ମୋଟ ୮ ଗୋଟି ଦଳଙ୍କୁ ନେଇ ଟୁର୍ଣାମେଣ୍ଟ ଖେଳା ଯାଇଥିଲା । ଏଇ ଉଦଜାପନା ଦିବସରେ ମୂଖ୍ୟ…

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀ ପାଳନ

ବାଲିଗୁଡା : ଝଡ଼ର ଇଗଲ୍ ସେ । ଆଜି ପ୍ରବାଦ ପୁରୁଷ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପାଳନ ହୋଇଯାଇଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୁଆଗାଁ, ବାଲିଗୁଡ଼ା,କୋଟଗଡ଼ ଓ ତୁମୁଡ଼ିବନ୍ଧ ଚାରୋଟି ବ୍ଲକରେ…

ପୁସ୍ତକ ଉନ୍ମୋଚନ ଓ କବିତା ପଠନ

ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟ ଆନୁକୁଲ୍ୟରେ କବିତା ପାଠ ଓ ପୁସ୍ତକ ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଲେଖକ ସାମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ବରିଷ୍ଠ…

ଏଜେଓହାଇସ୍କୁଲର ଆଲୁମୁନି ଛାତ୍ର ସଂଘର ବୈଠକ

ଫୁଲବାଣୀ;-ଏଜେଓ ହାଇସ୍କୁଲର ଆଲୁମୁନି ଛାତ୍ର ସଂଘର ବୈଠକ ସଭାପତି ସର୍ବେଶ୍ୱର ମିଶ୍ରଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୋସ୍କୁଲ ଅଭିଯାନରେ ଏଜେଓହାଇସ୍କୁଲକୁ ସାମିଲ କରି ଅଧିକ ଛାତ୍ର ଛାତ୍ରୀ ଆକୃଷ୍ଟ କରିବାକୁ ଘରୋଇ ବିଦ୍ୟାଳୟ ଭଳି ପରିବେଶ ସୃଷ୍ଟି…

ଝିଅଙ୍କର ମଧ୍ୟ ପଡିଆରେ ଫୁଟବଲ ଖେଳିବାର ଅଧିକାର ଅଛି

ଫୁଲବାଣୀ : ସ୍ଥାନୀୟ ସାରଙ୍ଗଡ ହାଇ ସ୍କୁଲ ପଡିଆ ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ଫୁଟବଲ ପ୍ରତିଯୋଗୀତା ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲ୍ଲେନ ତରଫରୁ ଆୟୋଜିତ ହୋଇଯାଇଅଛି । ଉଦଘାଟନି ଉତ୍ସବରେ ବାଲିଗୁଡାର ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ର ଯୋଗ ଦେଇ ଏହି ପ୍ରତିଯୋଗୀତା…

ବ୍ରହ୍ମପୁର ମେୟର ପ୍ରାର୍ଥୀ ପାଇଁ ବାଜି ମାରି ନେଲେ ସଂଘମିତ୍ରା ଦଳେଇ !

ବ୍ରହ୍ମପୁର : ବହୁ କଳ୍ପନାଜଳ୍ପନା ର ଶେଷରେ ଅନ୍ତ ଘଟି ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତିନି ମହାନଗର ନିଗମର ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀନୀ ହେଲେ ଅନୁଭବୀ ନାରୀ ନେତ୍ରୀ ଶ୍ରୀମତୀ ସଂଘମିତ୍ରା…

ସୁବାଷ ପୋଲାଇଙ୍କୁ ବିଜେଡ଼ି ଦଳ ପକ୍ଷରୁ ଅଧ୍ୟକ୍ଷ ଟିକଟ

ହିଞ୍ଜିଳିକାଟୁ (୫/୩) : ବିଜୁ ଜନତା ଦଳ ପକ୍ଷରୁ ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ରୂପେ ଚୟନ କରାଯାଇଛି । ଶନିବାର ବିଜୁ ଜନତା ଦଳର ନିର୍ବାଚନୀ କାର୍ଯ୍ୟାଳୟ ବୃନ୍ଦାବନ ବିଦ୍ୟାପିଠ ନିକଟରେ ଉଦଘାଟନ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର…