Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବରଗଡ ମୁଖ୍ୟ ଯୋଗାଣ ଅଧିକାରୀ ନିଲମ୍ବିତ
ବରଗଡ଼: ବରଗଡ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ଆଜି ରାଜ୍ୟ ଖାଦ୍ଯ ଏବଂ ଯୋଗାଣ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ରଜନୀକାନ୍ତ ଦାସଙ୍କ ବେଆଇନ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି ।
ସ୍କୁଲ୍ ମଧ୍ୟାହ୍ନ ଭୋଜନ ଏବଂ ଆଙ୍ଗନବାଡ଼ି କେନ୍ଦ୍ରର ଚାଉଳ!-->!-->!-->…
ସିଆରପିଏଫ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଛପଡା ଅନ୍ତର୍ଗତ ବାଲାନ୍ଦାପଡା ଠାରେ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବାଲାନ୍ଦାପଡା ପଂଚାୟତ, ଲୁଇସିଙ୍ଗ ପଂଚାୟତ ତଥା କୁଇରମାଣ୍ଡୁ ପଂଚାୟତ ର ଅଭାବି ଗରିବ ଲୋକଙ୍କ ପାଇଁ!-->…
ପୁସ୍ତକ ଉନ୍ମୋଚନ ଓ କବିତା ପଠନ
ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟ ଆନୁକୂଲ୍ୟରେ କବିତା ପାଠ ଓ ପୁସ୍ତକ ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଲେଖକ ସାମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ବରିଷ୍ଠ!-->…
ଫୁଲବାଣୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ “କାର୍ଯ୍ୟକ୍ଷେତ୍ରରେ ଚାପ ହ୍ରାସ” ସମ୍ପର୍କିତ କର୍ମଶାଳା
ଫୁଲବାଣୀ : ଆଜି ଫୁଲବାଣୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟ କ୍ଷେତ୍ରରେ ଚାପ ହ୍ରାସ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ପଞ୍ଚାନନ ବେହେରା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତପସ୍ଵିନୀ ଆଚାର୍ଯ୍ୟ, ଦଧିବାମନ!-->…
ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ପୌରକାର୍ଯ୍ୟାଳୟ ଘେରିଲେ ଆଦର୍ଶ କଲୋନୀ ବାସିନ୍ଦା
ହିଞ୍ଜିଳିକାଟୁ (୪/୩) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୬ ଆଦର୍ଶ କଲୋନୀ ବାସିନ୍ଦା ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନ ପାଇଁ ଗୁରୁବାର ପୌରକାର୍ଯ୍ୟାଳୟ ଘେରିବା ସହ ଏକ ଦାବିପତ୍ର ହିଞ୍ଜିଳି ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି।!-->…
ମାର୍ଚ୍ଚ ୭ରୁ ସୁନ୍ଦରଗଡ଼ ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ
ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’
ସୁନ୍ଦରଗଡ଼(୪/୩) : ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଯୋଡ଼ି ହୋଇଛି। ସେହିପରି!-->!-->!-->!-->!-->…
ନାମାଙ୍କନ ଦାଖଲ ତୃତୀୟ ଦିନରେ ୧୧ ଜଣ ପ୍ରାର୍ଥୀ ପତ୍ର ନେଇଛନ୍ତି
ହିଞ୍ଜିଳିକାଟୁ (୪/୩) : ପୌରପରିଷଦ ଅଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ। ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପାଇଁ ନିର୍ଵାଚନ ହେଵ। ଵୁଧବାର ୨ ତାରିଖ ଠାରୁ ପ୍ରାର୍ଥୀ ନାମାଙ୍କନ!-->…
ହିଞ୍ଜିଳିକାଟୁ ପୌର ନିର୍ବାଚନ : ମତାଧିକାର କରିବେ ୨୦୬୯୬ ଭୋଟର, ୧୬ ନଂ ୱାର୍ଡରେ ସର୍ବାଧିକ ଓ ୧୯ନଂ ୱାର୍ଡରେ…
ହିଞ୍ଜିଳିକାଟୁ(୪ା୩) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦର ୨୧ଟି ୱାର୍ଡର ୨୩ ଟି ମତଦାନ କେନ୍ଦ୍ରରେ ଚଳିତ ମାସ ୨୪ ତାରିଖରେ ୨୦ ହଜାର ୬୯୬ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧୦ହଜାର ୮୦୮ ପୁରୁଷ ଓ ୯ ହଜାର!-->…
ଲାଇନମ୍ୟାନ ଦିବସ ପାଳିତ
ହିଞ୍ଜିଳିକାଟୁ (୪ା୩) : ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟାପାୱାର ଦକ୍ଷିଣାଞ୍ଚଳ ଜୋନ ହିଞ୍ଜିଳିକାଟୁ ଶାଖାର ପ୍ରଥମ ଲାଇନମ୍ୟାନ ଦିବସ ଶୁକ୍ରବାର ଗ୍ରାହକ ସେବା କେନ୍ଦ୍ର ପ୍ରକୋଷ୍ଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟାଟା ପାୱାର ଦକ୍ଷିଣାଞ୍ଚଳ ବିତରଣ ସଂସ୍ଥାର ଅଧିକ୍ଷଣ ଯନ୍ତ୍ରୀ ଇଂ!-->…
ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଶୁଭଖୁଣ୍ଟି ସ୍ଥାପନ
ପାତ୍ରପୁର : ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ହେବାକୁ ଥିବା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ନେଇ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଏହି ଅବସରରେ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ନାମ ସଂକୀର୍ତ୍ତନ ଘଣ୍ଟ ଘଣ୍ଟା ହୁଳହୁଳି ଦେଇ ମାଁ ଠାକୁରାଣୀ ଙ୍କ!-->…