Browsing Category

ଆଞ୍ଚଳିକ

ବୁଥ୍ ମୁହାଁ ପୋଲିଂ ଅଧିକାରୀ, ୨୨ରେ ଭୋଟ,୭୫ ଟି ସମ୍ବେଦନଶୀଳ ୩୦ ଅତି ସମ୍ବେଦନଶୀଳ ବୁଥ୍

କୋରାପୁଟ : ଆସନ୍ତା ୨୨ ତାରିଖରେ ନାରାୟଣପାଟଣା ବ୍ଲକ ରେ ହେବ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ।ଗୋଟିଏ ମାତ୍ର ଜିଲ୍ଲାପରିଷଦ ଆସନ ପାଇଁ ଏଠି ଭୋଟ ହେବାକୁ ଥିବା ବେଳେ ୯ଟି ପଂଚାୟତ ରେ ସମିତି ସଭ୍ୟ, ସରପଂଚ ଏବଂ ୧୦୫ ଟି ୱାର୍ଡ ରେ ସଭ୍ୟ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିପାଇଁ ବ୍ଲକ…

ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଫଲଗୁ ପରିବାରର ଶ୍ରଦ୍ଧାଞ୍ଜଳି

ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଦିଗରେ ନୂତନ ଚିନ୍ତନ ଓ ସୃଜନ ବିଚାର ରଖି ସାରସ୍ଵତ ସାଧନାରେ ନିରନ୍ତର ବ୍ରତୀ ରହି ଆସିଥିବା ବରିଷ୍ଠ ସାହିତ୍ୟିକ ଶିକ୍ଷାବିତ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରତି ଫଲଗୁ ପରିବାର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି । ଅନୁଷ୍ଠାନ ର ସଭାପତି ପ୍ରଫେସର…

ବକେୟା ବିଜୁଳି ଦେୟ ଆଦାୟ ପାଇଁ ଟିପିଏସଓ କମ୍ପାନୀ ର ଜୁଲୁମ : ଫାସୁଲା ଗ୍ରାମ ର ୮୦ ଘର ବିଜୁଳି ସଂଯୋଗ…

ଖକ୍କିକୋଟ : ବଜାର ରେ ଅସହ୍ୟ ଦରଦାମ ସାଙ୍ଗକୁ ଗ୍ୟାସ ଓ ତୈଳ ଦ୍ୱାରା ବୃଧି ପାଇବା ସାଙ୍ଗକୁ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକମାନେ ସରକାରଙ୍କ ଖାଦ୍ୟ ନିରାପତା ଯୋଜନା କୁ ଆଶ୍ରୟ କରି ବିଚରା ଗରିବ ପରିବାର ଟି ଚଳାଉଥିବା ବେଳେ କ୍ରମଶଃ ବିଜୁଳି ୟୁନିଟ ପିଛା ଦରବୃଦ୍ଧି ସଧାରଣ…

ରାୟଗଡ଼ା ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା : ମହିଳାମାନଙ୍କୁ କରାଉଛି ସଶକ୍ତି…

ରାୟଗଡ଼ା : ଆଦିତ୍ୟ ବିର୍ଲା ଗ୍ରୁପ୍ ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସିନାଲ ଲିମିଟେଡ (ୟୁ ଏ ଆଇ ଏଲ୍) ନିଜର କାରଖାନା ଚତୁର୍ପାର୍ଶ୍ୱରେ ବାସ କରୁଥିବା ଜନସାଧାରଣଙ୍କ ଅର୍ଥପୂର୍ଣ୍ଣ କଲ୍ୟାଣ ପ୍ରୟାସ ଗୁଡ଼ିକ କ୍ଷେତ୍ରରେ ନିବିଡ଼ ଭାବରେ ନୀୟଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ ପ୍ରୋଜେକ୍ଟ…

ବାଲିଗୁଡା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ତିନି ଛାତ୍ରୀଙ୍କ କୃତିତ୍ୱ…

ବାଲିଗୁଡା,:ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ରେ ଆୟୋଜିତ ହୋଇଥିବା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ଛାତ୍ରୀ ସ୍ମୃତିରେଖା ପ୍ରଧାନ ଓ ଆଭା ଅଦିତି ବାଲିଗୁଡା ବ୍ଲକ ରେ ତୃତୀୟ ଓ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ସେହିଭଳି ପଞ୍ଚମ ଶ୍ରେଣୀ…

ଫୁଲବାଣୀ ସହରରେ ଘରଡିହ ସ୍ଥାୟୀ ପଟ୍ଟାପ୍ରଦାନ ପାଇଁ ଜମିଜମା ସତ୍ତ୍ବ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ…

ଫୁଲବାଣୀ;-ଦେଶ ସ୍ୱାଧିନ ହେବାର ୭୫ବର୍ଷ ପରେ ଫୁଲବାଣୀ ସହରର ଅଧିକାଂଶ ଲୋକ ପଟା ଜମି ଅଭାବରୁ ଅନାବାଦୀ ଜମିରେ ଘରକରି ବସବାସ କରି ଆସୁଛନ୍ତି।୩୦ବର୍ଷ ରୁ ଅଧିକ ସମୟ ନିରବଛିନ୍ନ ଗୋଟାଏ ଜାଗାରେ ଘର କରି ରହି ଆସୁଥିଲେ ସେହି ଜମିର ସ୍ଥାୟୀ ଘରଡିହ ପଟା ପ୍ରଦାନ କରିବାକୁ ସରକାରୀ ନିୟମ…

ପାତ୍ରପୁର ବ୍ଳକରେ ୬୪.୪୮ ଶତକଡା ମତଦାନ, କାଁ ଭାଁ ହିଂସାକାଣ୍ଡ ସହିତ ମତଦାନ ଶେଷ

ପାତ୍ରପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନରେ ପାତ୍ରପୁର ବ୍ଳକ ରେ କା ଭା ହିଂସାକାଣ୍ଡ ସହିତ ମତଦାନ ଶେଷ ହୋଇଛି। ବ୍ଳକର ସର୍ବମୋଟ ୧,୧୨,୧୬୦ ଭୋଟର ର଼ହିଥିବା ବେଳେ ୭୨,୩୨୫ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିମଧ୍ୟରୁ ୩୪,୦୬୨ ପୁରୁଷ…

ଖଲ୍ଲିକୋଟ ବ୍ଲକ : ୩୭୨ ବୁଥରେ ନିର୍ବାଚନ, ୪୦ ବୁଥ ସମ୍ବେଦନଶୀଳ ଗୋଟିଏ ଗୋଲାପୀ ବୁଥ

ଖଲ୍ଲିକୋଟ : ଆଗାମୀ ୨୨ ତାରିଖରେ ଖଲ୍ଲିକୋଟ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମ୍ପାଦନ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ୩୭୨ ବୁଥ ରେ ନିର୍ବାଚନ ପାଇଁ ପକ୍ରିୟା ଆରମ୍ଭ ହୋଇଛି l ସେହିପରି ବ୍ଲକ ୪୦ ଗୋଟି ସମ୍ବେଦନଶୀଳ ବୁଥ ରେ ଆଜିଠାରୁ ପୋଲିସ ପହଁରା ଆରମ୍ଭ କରାଯାଇଛି l…

ହିନ୍ଦ ମଜଦୁର ସଭା ଓଡିଶା ଶାଖାର ସାଧାରଣ ସମ୍ପାଦକଙ୍କ ବିୟୋଗରେ ଶୋକସଭା

ଫୁଲବାଣୀ : ଫୁଲବାଣୀ ସାମ୍ବାଦିକ ଭବନ ସଂଗ୍ରାମୀ ଶ୍ରମିକ ନେତା ତଥା ହିନ୍ଦ ମଜଦୁର ସଭା ଓଡିଶା ଶାଖାର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ଏକ ଶୋକସଭା କନ୍ଧମାଳ ଜିଲ୍ଲା ମଜଦୂର ସଭାର ଆବାହକ ସତ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ଉକ୍ତ…

ଭୋଟର ତାଲିକାରେ ନାଁ ନ ଥିବାରୁ ଉତ୍ୟକ୍ତ ହୋଇ ବୁଥରୁ ଭୋଟବାକ୍ସ ଉଠାଇ ନେଲେ

ରାୟଗଡ଼ା (୨୦/୨) : ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଳକ ସନାଖଣ୍ଡି ପଞ୍ଚାୟତର ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ର ଡଙ୍ଗରିଆ ଭୋଟରମାନେ । ଉକ୍ତ ପଂଚାୟତର ବୁଥ ନମ୍ବର ୧୪ ରାଇଲିମା କେନ୍ଦ୍ରରେ ରାଇଲିମା ସହ ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ଲାେକଙ୍କ ଭୋଟ ଗ୍ରହଣ ଅନୁଷ୍ଠିତ…