Browsing Category

ଆଞ୍ଚଳିକ

ଆଜି ବି ବଞ୍ଚିଛି ମାନବିକତା : ରୋଗୀଙ୍କୁ ଫେରାଇଲେ ଟଙ୍କା ଓ ଜରୁରୀ କାଗଜପତ୍ର

ଫୁଲବାଣୀ:- ମାନବିକତା ଦେଖାଇଛନ୍ତି ରୋଗୀବୁହା ଯାନର କର୍ମଚାରୀ। ଭଲ ହୋଇ ଘରକୁ ଫେରି ଯାଇଥିବା ଜଣେ ବ୍ୟକ୍ତିଙ୍କୁ କର୍ମଚାରୀମାନେ ୬ ହଜାର ଟଙ୍କା ସହିତ ଘରର ସମସ୍ତ କାଗଜପତ୍ର ଓ ଅନ୍ୟ କେତେକ ସାମଗ୍ରୀ ଫେରାଇଛନ୍ତି। ଶୁକ୍ରବାର ଫୁଲବାଣୀ ଡାକ୍ତରଖାନା ପରିସରରେ କର୍ମଚାରୀ ମାନେ ଟଙ୍କା…

କୋଟଗଡ଼ରେ ୮୨% ଭୋଟ

ଫୁଲବାଣୀ/ବାଲିଗୁଡା : କନ୍ଧମାଳ ଜିଲାର କୋଟଗଡ ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । ମାଓ ସମସ୍ୟା ଦୃଷ୍ଟି କୋଣରୁ ଗୁରୁତ୍ବପୁର୍ଣ୍ଣ ଏହି ବ୍ଲକରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଟଗଡ ବ୍ଲକରେ ୮୨.୬୯ ଶତକଡା ମତଦାନ ସାବ୍ୟସ୍ତ ହୋଇଛି। ଆଜି କୋଟଗଡ ଓ…

କୁମାର ଅଭିଜିତ ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷାରେ ଟିକାବାଲି ବ୍ଲକରେ ପ୍ରଥମ

ଟିକାବାଲି (୧୯/୦୨) : ଟିକାବାଲି ବ୍ଲକର ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ତୃତୀୟ ଶ୍ରେଣୀ ସ୍କୋଲାରସିପ ପରୀକ୍ଷା ରେ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ବୁର୍ବିନାଜୁ ର ତୃତୀୟ ଶ୍ରେଣୀ ଛାତ୍ର କୁମାର ଅଭିଜିତ (ସୋହନ )ଭାଗନେଇ ଟିକାବାଲି ବ୍ଲକ ପାଇଁ ଉତୀର୍ଣ୍ଣ ହୋଇ…

ବିଏସଏଫ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ

ମାଲକାନଗିରି : (୧୯/୦୨) : ୬୫ ବିଏସଏଫ ବଟାଲିୟନ ତରଫରୁ ଜନସମ୍ପର୍କ ଶିବିର ଖାଇରପୁଟ ବ୍ଲକ ର ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମରେ ଅନୁଷ୍ଠିତ ହେଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ DIG ଶ୍ରୀ ମଦନଲାଲ ଏବଂ ୬୫ ବଟାଲିୟନ ର କମାଣ୍ଡିଂ ଅଫିସର ଶ୍ରୀ ଟି.ଏନ.ରେଡ୍ଡୀ…

ଖଲ୍ଲିକୋଟ : ପିଇବା ପାଣି, ଭତ୍ତା ଓ ଆବାସ ପାଲଟିଛି ନିର୍ବାଚନୀ ମୁଦ୍ଦା

ଖଲ୍ଲିକୋଟ (୧୯ /୨) : ପଂଚାୟତ ଓ ନଗରପାଳିକା ଆଇନର ପ୍ରଚଳନ ପ୍ରାୟ ୨୬ ବର୍ଷ ବିତିବା ସହ ସ୍ୱାଧୀନତା ପ୍ରାପ୍ତି ର ୭୫ ବର୍ଷ ବିତିଗଲାଣି ଓ ବାରମ୍ବାର ପଂଚାୟତ ଅନୁଷ୍ଠିତ ହେଉଛି ତଥାପି ଗାଁ ଗଣ୍ଡା ଏବେବି ମାଲ ମାଲ ମୌଳିକ ସମସ୍ୟା ଏବେବି ଅପହଞ୍ଚ ହେବା ସହ ଗ୍ରାମାଞ୍ଚଳ ରେ ଉତ୍କଟ ବେକାରୀ,…

ରାୟଗଡ଼ା ମୃତକଙ୍କ ନାଁରେ ମନରେଗା ବିଲ ହଡପ, ଗୁଡାରି ବ୍ଲକରେ ଅନିୟମିତତା ଅଭିଯୋଗରେ ଲୋକପାଳଙ୍କ ଦ୍ୱାରସ୍ଥ

ରାୟଗଡ଼ା (୧୯/୦୨) : ରାୟଗଡା ଜିଲ୍ଲାରେ ବିକାଶ ନାଁରେ ଚାଲିଛି ଠକେଇ | ବିଶେଷ କରି ମନରେଗା ଯୋଜନାରେ ସମସ୍ତ ବିଭାଗରେ ଅନିୟମିତତା ବଢ଼ିବାରେ ଲାଗିଛି | ଏହିପରି ଅନିୟମିତତା ରାୟଗଡା ଜିଲ୍ଲା ଗୁଡାରି ବ୍ଲକରେ ଦେଖିବାକୁ ମିଳିଛି | ଜିଲ୍ଲାରେ ମନରେଗା ଯୋଜନାରେ ବ୍ୟକ୍ତିଙ୍କ ଅଗୋଚରରେ…

ରାୟଗଡ଼ା ଅଚଳ ହୋଇ ପଡ଼ିଛି ବିଭିନ୍ନ ସ୍ଥାନର ପାନୀୟ ଜଳପ୍ରକଳ୍ପ

ରାୟଗଡ଼ା (୧୯/୦୨) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପମାନ ଅଚଳ ହୋଇ ପଡ଼ି ଥିବାରୁ ପାଣି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉ ଥିବାଜଣା ଯାଇଛି ।ନିମ୍ନ ମାନର କାମ ଯୋଗୁଁଜଳ ପ୍ରକଳ୍ପ ମାନ ଶୀଘ୍ର ଖରାପ ହୋଇ ପଡ଼ୁ ଥିବା…

୧୧ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀଙ୍କୁ ଜିତେଇବାକୁ ବିଧାୟକ ସାଲୁଗା ପ୍ରଧାନଙ୍କ ଗଦାପୁର ଓ ଝିଞ୍ଜିରିଗଡା ଠାରେ ଦଳୀୟ…

ଦାରିଙ୍ଗବାଡ଼ି, (୧୯/୦୨) : ଦାରିଙ୍ଗବାଡି ବ୍ଲକରେ ଦୁଇଟି ଜିଲାପରିଷଦ ଯୋନ ରହିଛି। ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଶାସକ ଦଳ ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ବାସିନ୍ଦା ଅଟନ୍ତି। ଏଣୁ ଏହି ବ୍ଲକରେ ଥିବା ୨ ଜିଲା ପରିଷଦ ପଦବୀ ହତେଇବା ପାଇଁ, ବିଜେଡିର ଦଳୀୟ ପଥୀଙ୍କୁ…

ଶାରୀରିକ ଅକ୍ଷମ ବ୍ୟକ୍ତି ମତଦାନରୁ ବଞ୍ଚିତ : ପ୍ରଶାସନିକ ଅବ୍ୟବସ୍ଥାକୁ ଦାୟୀ କରିବା ସହ ନ୍ୟାୟ ପାଇଁ ଦାବି…

କୋରାପୁଟ:- ମତଦାନ କରି ପ୍ରତିନିଧି ଚୟନ କରିବା ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାର । ଯେପରି ଜଣେ ବି ମତଦାତା ମତଦାନରୁ ବଞ୍ଚିତ ନହୁଅନ୍ତୁ, ସେଥିପାଇଁ ବିଭିନ୍ନ ମାଧ୍ୟମରେ ପ୍ରତି ସମୟରେ ଲୋକମାନଙ୍କୁ ସଚେତନ କରାଯାଉଅଛି । ତେବେ ଏତେ ସବୁ ପ୍ରୟାସ କରାଯାଉଥିଲେ ପ୍ରଶାସନିକ ଅବ୍ୟବସ୍ଥା…

ଚିକିଟି ବ୍ଲକ ରେ ୬୫.୩୬ ଶତକଡା ମତଦାନ

ଚିକିଟି : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚିକିଟି ବ୍ଲକ ରେ ପରିସମାପ୍ତି ଘଟି ୬୫.୩୬ ଶତକଡ଼ା ମତଦାନ ହୋଇଛି। ଚଳିତ ଥର ଭୋଟରଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ବୁଥ ଭିତରେ ବହୁ ସଂଖ୍ୟାରେ ବହୁ…