Browsing Category

ଆଞ୍ଚଳିକ

ଜିରିଡିକିଆ ପଞ୍ଚାୟତ ନିର୍ବାଚନ ୨୦୨୨ ବନ୍ଦ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ସମୁଖରେ ଧାରଣା

ଫୁଲବାଣୀ : ଜିରିଡିକିଆ ପଞ୍ଚାୟତ ନିର୍ବାଚନ ୨୦୨୨ ବନ୍ଦ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ସମୁଖରେ ୧୫ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ଧାରଣା । ସୂଚନା ଅନୁସାରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ତଳକଙ୍ଗେରିକିଆ, ଉପରକଙ୍ଗେ ରିଜିଆ, ବଲାବାଲି, ଗୁଞ୍ଜିଗାଁ, ସସିମାହା, ଡୁଡୁକାରଗାଁ,…

ରୋହିତ ବିଶ୍ୱାଳଙ୍କ ଅକାଳ ବିୟୋଗରେ ପ୍ରେସକ୍ଲବ ପକ୍ଷରୁ ଶୋକ ସଭା

ଫୁଲବାଣୀ : କଳାହାଣ୍ଡିର ସାମ୍ବାଦିକ ରୋହିତ ବିଶ୍ୱାଳ ଙ୍କ ଅକାଳ ବିୟୋଗ ରେ ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି l ଏହି ଅବସରରେ ଫୁଲବାଣୀ ପ୍ରେସ କ୍ଲବ ଠାରେ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ସମସ୍ତ ସଦସ୍ୟ…

ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଛତ୍ରପୁର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ…

ଛତ୍ରପୁର ବ୍ଲକରେ ୨୮୨ଟି ବୁଥ୍ ମଧ୍ୟରୁ ୯ ଟି ସମ୍ବେଦନଶୀଳ ବୁଥ୍…!

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୬ ରୁ ୨୪ ଯାଏଁ ୫ ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥି ପାଇଁ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଓ ନିର୍ଭୀକ ମତଦାନ ଚ୍ୟାଲେଞ୍ଜ ସୃଷ୍ଠି କରିଛି । ଏହି…

ରାୟଗଡ଼ା : ଏନ୍ ସି ସି ର “ବି” ସାର୍ଟିଫିକେଟ ପରୀକ୍ଷା ଦେଲେ ୭ଟି କଲେଜର ୧୨୫ଜଣ ଏନସିସି…

ରାୟଗଡ଼ା : ରାୟଗଡ଼ା ର ଦ୍ଵିତୀୟ ଓଡ଼ିଶା ବାଳିକା ଏନସିସି ବାଟାଲିୟନ ର କମାଣ୍ଡି ଅଧିକାରୀ ତଥା କରନାଲ ଲେଫ୍ଟନାଣ୍ଟ ଅଧିକାରୀ ଆଲୋକ ଘୋଷଙ୍କ ପ୍ରତ୍ୟେକ୍ଷ ତତ୍ଵବଧନାରେ ଏନସିସି କ୍ୟାଡେତଙ୍କ ବି ସର୍ଟିଫିକେଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ରାୟଗଡାର ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା…

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବାଲିଗୁଡ଼ା,:କନ୍ଧମାଳ ଜିଲ୍ଲାର ସର୍ଵପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ" ପାହାଡ଼ି ତରଙ୍ଗ "ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସକର ଇହଲୀଳା ସମ୍ବରଣ କଲେ l ସମସ୍ତ ଅନୁଷ୍ଠାନ ସ୍ତମ୍ଭୀଭୁତ ହୋଇଗଲା l ଏକ ଶୋକାକୁଳ…

ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ-ମହୁରୀ ଟିମ ବିଜୟୀ

ଚିକିଟି : ଚିକିଟି ପେଣ୍ଠ ସ୍ପୋର୍ଟିଂ କ୍ରିକେଟ କ୍ଲବ ସହଯୋଗ ରେ ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ 32 ଟିମ କୁ ନେଇ ଆୟୋଜିତ ହୋଇ ରବିବାର ଉଦଯାପିତ ହୋଇଯାଇଛି।ଦିବଙ୍ଗତ କ୍ରିକେଟର ଏମ. ନାଗରାଜୁ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ଖେଳ ରେ ମହୁରୀ କାଳୁଆ ଟିମ ବିଜୟୀ…

ବାସମ ଫାଉଣ୍ଡେସନ ଟ୍ରଷ୍ଟର ରକ୍ତଦାନ ଶିବିର ଆୟୋଜନ

ବ୍ରହ୍ମପୁର : ଦ୍ବିତୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବାସମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରକ୍ତଭଣ୍ଡାର ର କୋର୍ଡିନେଟିଙ୍ଗ ଅଫିସର ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିର ଉଦଘାଟନ…

ଲତା ମଙ୍ଗେଶକରଙ୍କ ବିୟୋଗରେ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଆଜି ସାରା ଦେଶରେ ଶୋକ ର ଛାୟା ଖେଳିଯାଇଛି।ଆଜି ଆମ ଗହଣରେ ଆଉ ନାହାନ୍ତି ସେହି କୋକିଳ କଣ୍ଠି ,ଭାରତ ରତ୍ନ ଲତା ମଙ୍ଗେସ୍କାର। ଆଜି ସେ ୯୨ ବର୍ଷ ବୟସରେ ଆମ ସଭିଙ୍କୁ ଛାଡ଼ି ସ୍ୱର୍ଗ ବାସୀ ହୋଇଯାଇଛନ୍ତି। ତାଙ୍କ ଭଳି ଆଉ କୁଶଳୀ କଣ୍ଠଶିଳ୍ପୀ ହୁଏତ ଆଉ କେହି ରହିଥିବେ। ସେ ତାଙ୍କ ଜୀବନ ସାରା…

ବାଇକ ଦୁର୍ରଘଟଣାରେ ଗୁରତ୍ବର ଯୁବକଙ୍କ ଚାଲିଗଲା ଜୀବନ

ଟିକାବାଲି (୦୬/୦୨) : ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ସହରରେ ରହୁଥିବା ପରେଶ ପ୍ରଧାନ ଙ୍କ ପୁଅ ଆକାଶ କୁମାର ପ୍ରଧାନ ବୟସ ୨୫, ଗତ ତା :30/01/2022 ରିଖ ପରୀକ୍ଷା ଦେବାକୁ ଯାଇ ଫୁଲବାଣୀରୁ ବାଇକ ଯୋଗେ ଫେରୁଥିବାବେଳେ ସଦର ଥାନା ଅନ୍ତର୍ଗତ କେରେଡି ନିକଟ ବୁଲାଣି…