Browsing Category

ଆଞ୍ଚଳିକ

ରାଜଧାନୀରେ ଡକାୟତି ଯୋଜନା ପଣ୍ଡ: ଚନ୍ଦ୍ରଶେଖରପୁର ପୋଲିସ ହାତରେ ୪ ଦୁର୍ବୃତ୍ତ ଗିରଫ, ୨ ଫେରାର

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପଟିଆ ବରାଦେଇ ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ଉ କରି ଏକ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି।

ସୁଧୀର କୁମାର ପଣ୍ଡା ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ସଦସ୍ଯ

ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅନୂଆଦିଲ୍ଲୀ : ପ୍ରତିଦିନ ଖବର କାଗଜ ଓ ପ୍ରତିଦିନ ଟିଭିର ସୁଧୀର କୁମାର ପଣ୍ଡା ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ (ଭାରତୀୟ ପ୍ରେସ୍ ପରିଷଦ) ସଦସ୍ଯ ମନୋନୀତ ହୋଇଛନ୍ତି | ଭାରତର ରାଜପତ୍ର (ଦି ଗେଜେଟ୍ ଅଫ୍ ଇଣ୍ଡିଆ)ରେ ପ୍ରକାଶିତ ଅଧିସୂଚନା ଅନୁଯାୟୀ,

ଡୋରା ସ୍ନାତକ ମହାବିଦ୍ୟାଳୟରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ, ଦେଶାତ୍ମବୋଧ ଜାଗ୍ରତ

ଗୋପାଳପୁର/ଗଞ୍ଜାମ : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡୋରା ସ୍ନାତକ ମହାବିଦ୍ୟାଳୟରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ମୋର୍ଚ୍ଚା, ଗଞ୍ଜାମ ତରଫରୁ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି 'ବନ୍ଦେ ମାତରମ୍' ଗୀତର ୧୫୦ ବର୍ଷ

ସର୍ବଣ ଓ ଏସ. ଏ. ଭି. ପବ୍ଲିକ ସ୍କୁଲରେ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ୨୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ବ୍ରହ୍ମପୁର/ରଙ୍ଗେଈଲୁଣ୍ଡା : ଗତ ଡିସେମ୍ବର ୩ ତାରିଖରେ ସର୍ବଣ ଓ ଏସ. ଏ. ଭି. ପବ୍ଲିକ ସ୍କୁଲ ତରଫରୁ ସ୍ଥାନୀୟ ସିଟି ହାଇସ୍କୁଲ ଖେଳପଡ଼ିଆ ଠାରେ 'ବିଶ୍ୱ ଭିନ୍ନକ୍ଷମ ଦିବସ' ଅତି ଆଡମ୍ବର ସହକାରେ ପାଳନ କରାଯାଇଛି। ବିଶ୍ୱ ଭିନ୍ନକ୍ଷମ ଦିବସ ସହିତ ବିଦ୍ୟାଳୟର ୨୦ତମ ବାର୍ଷିକ ଉତ୍ସବ ମଧ୍ୟ

ଦିବ୍ୟ ଜୀବନ ସଂଘ, ମହିଳା ଶାଖା, ଲାଞ୍ଜିପଲ୍ଲି, ବ୍ରହ୍ମପୁର ଆଶ୍ରମ ପରିସରରେ ପବିତ୍ର ଗୀତା ଯଜ୍ଞ…

ବ୍ରହ୍ମପୁର : ଦିବ୍ୟ ଜୀବନ ସଂଘ, ମହିଳା ଶାଖା, ଲାଞ୍ଜିପଲ୍ଲି, ବ୍ରହ୍ମପୁର ଆଶ୍ରମ ପରିସରରେ ପବିତ୍ର ଗୀତା ଯଜ୍ଞ ଆଶ୍ରମର ପୂଜକ ଅରୁଣ କୁମାର ଦାଶଙ୍କ ପୌରହିତ୍ୟରେ ଭାଗବତ ଗୀତାର ସମ୍ପୂର୍ଣ ଶ୍ଲୋକର ଆବୃତ୍ତି ପରେ ଘୃତ ଯଜ୍ଞ କରାଯାଇଥିଲା। ସ୍ଵାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ମତ

ଦେଶୀ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ ଜବତ, ଜଣେ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ପାଙ୍ଗାପାଜୁ ଗ୍ରାମରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପୁଲିସ। ଘଟଣା ସ୍ଥଳରୁ ୩ଟି ଦେଶୀ ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ସହିତ ନିର୍ମାଣ ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କଟ୍ରିଙ୍ଗିଆ

କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ସ୍ଥାନାନ୍ତର: ନୂତନ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଉଦ୍ଘାଟନ କଲେ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଓଡ଼ଗାଁ ସହରର ସନ୍ତୋଷୀମା ମନ୍ଦିର ନିକଟକୁ ସ୍ଥାନାନ୍ତରିତ ହୋଇଛି ।ଏହି ନୂତନ କାର୍ଯ୍ୟାଳୟକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉକ୍ତ ବ୍ୟାଙ୍କ ଶାଖା ଦୀର୍ଘ ଦିନ ଧରି

ଲକ୍ଷଲକ୍ଷ ଟଙ୍କା ଠକେଇ ମାମଲାରେ ପୋଷ୍ଟମାଷ୍ଟର ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ବୁଧବାର ପୋଲିସ ହାବୁଡ଼ରେ ପଡ଼ି କୋର୍ଟ ଚାଲାଣ ହୋଇଛି। ପୋଲିସ ସୂଚନା ଅନୁସାରେ ଉକ୍ତ ପୋଷ୍ଟ ଅଫିସରେ ୨୦୨୧

ଅବିଭକ୍ତ କୋରାପୁଟ ଜିଲାରେ ବନ୍ଦ ଓ ମିଶ୍ରଣ ହୋଇଛି ୬୮୬ ସ୍କୁଲ

ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାରେ ୬୮୬ ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ ହୋଇଛି। ଆଦିବାସୀ ବହୁଳ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଓଡ଼ିଶା ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ୬୮୬ଟି ସ୍କୁଲ ବନ୍ଦ ଓ ମିଶ୍ରଣ କରିଛନ୍ତି। ଅଭିିଭକ୍ତ କୋରାପୁଟ ଜିଲାରେ ସରକାରୀ ଓ