Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜେପି ଦଳ ପକ୍ଷରୁ ୧୧ନଂ ଯୋନ ଜିଲ୍ଲା ପରିଷଦ ପାର୍ଥିଙ୍କୁ ଜିତେଇବା ନେଇଁ ବ୍ରାହ୍ମଣୀଗାଁ ଓ ଗଦାପୁର ରେ ଡୋର ଟୁ ଡୋର…
ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଜିଲାର ସର୍ବ ବୃହତ ବ୍ଲକ ଅଟେ। ୨୫ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠିତ ହୋଇଛିଲ। ଏହି ବ୍ଲକରେ ଦୁଇଟି ଜିଲାପରିଷଦ ଯୋନ ରହିଛି। ବିଜେପି ଦଳ ପକ୍ଷରୁ ଞ୍ଚଳର ଜଣା ଶୁଣା ସାମାଜିକ କର୍ମୀ ଫିଲି ବେହେରାପାତ୍ରଙ୍କୁ ଦଳୀୟ ପାର୍ଥିଭାବେ ମନୋନୀତ!-->!-->!-->…
କଳାହାଣ୍ଡି : ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ…
କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ମୃତ ସାମ୍ବାଦିକ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ ବୋଲି ଜଣାପଡିଛି।
ସୂଚନା!-->!-->!-->…
ଦଳୀୟ ପାର୍ଥିଙ୍କୁ ଜିତେଇବାକୁ ନଦୀ ନାଳ ପାର ହୋଇ ପ୍ରଚାର କଲେ ବିଧାୟକ…
ଦାରିଙ୍ଗବାଡ଼ି :, ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି। ନିଜ ଦଳର ପ୍ରାର୍ଥଙ୍କୁ ଜିତାଇବା ପାଇଁ ବିଧାୟକଙ୍କ ସହିତ ମନ୍ତ୍ରୀ ମାନେବି ଘରକୁ ଘର ପହଞ୍ଚି ଲୋକଙ୍କୁ ଭୋଟ ମାଗୁଛନ୍ତି। ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ବିଧାୟକ ସାଲୁଗା ପ୍ରଧାନ ।!-->!-->!-->…
ମଦବେପାରୀଠୁ ୫ହଜାର ଲାଞ୍ଚ ନେଇ ଏଏସ୍ଆଇ ଗିରଫ
ଭୁବନେଶ୍ୱର: ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ମଞ୍ଚେଶ୍ୱର ଥାନାର ଏଏସ୍ଆଇ ରବିନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ରସାୟନ ମିଶ୍ରିତ ନଗଦ ୫ହଜାର ଟଙ୍କା ଜବତ ହୋଇଛି । ଏନେଇ ଭିଜିଲାନ୍ସ କେସ୍ ନଂ ୨/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ!-->…
ରାଜଧାନୀରେ କଟୁରି ଦେଖାଇ ଲୁଟିନେଲ ୪୬ ହଜାର
ଭୁବନେଶ୍ୱର: ଭୁଜାଲି ଦେଖାଇ ମାଛ ବ୍ୟବସାୟୀଙ୍କଠୁ ସ୍କୁଟି ଓ ୫୦ହଜାର ଟଙ୍କା ଲୁଟ୍ ହୋଇଛି । ଗୁରୁବାର ରାତିରେ ବଡ଼ଗଡ ଥାନା ଅନ୍ତର୍ଗତ କଳ୍ପନା ଛକ ନିକଟରେ ଏଭଳି ଘଟଣା ଘଟିଛି । ୪ଜଣ ଲୁଟେରା ଦୁଇଟି ବାଇକ୍ରେ ଆସି ତାଙ୍କୁ କଟୁରି ଦେଖାଇ ସ୍କୁଟି ସହ ୪୬ ହଜାର ଟଙ୍କା ନେଇ ଫେରାର!-->…
ଆସନ୍ତା ୮ରୁ ଖୋଲିବ ପ୍ଲାନେଟାରିୟମ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ପ୍ଲାନେଟାରିୟମଗୁଡିକୁ ପୁନଃ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଓ!-->…
ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍
ବାରିପଦା: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟିପ୍ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ବାୟୁ ଅଧିକାରୀଙ୍କ ସହ ମୟୂରଭଞ୍ଜ ଏମ୍ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟର ଅଗ୍ରଗତି!-->…
ମଶାଣି ପାଇଁ ଭୋଟ ବର୍ଜନ : ଚେତାବନୀ ଦେଲେ ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ…
ବାଲିଗୁଡା : ରାଜନେତା ଓ ପ୍ରଶାସନ ଙ୍କ ପ୍ରତିଶୃତି ପାଣିର ଗାର ମଶାଣି ନାହିଁ ତ ଭୋଟ ନାହିଁ ଏହି ନାରା ଦେଇଛନ୍ତି ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ l ବାଲିଗୁଡା ଏନଏସି ର ସର୍ବ ବୃହତ୍ତମ ସାହି ରୂପେ ପରିଚିତ ନୂଆସାହି l ଏନଏସି ର ୫,୬,୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ!-->…
ଭୋଜି ଖାଇବାକୁ ଯିବାବେଳେ ଅଘଟଣ : ଟାୟାର ଫାଟି ଓଲଟିଲା ପିକ୍ଅପ୍ ଭ୍ୟାନ୍, ୩ ମୃତ,୩୪ ଗୁରୁତର…
ବାଲିଗୁଡ଼ା: ମୃତ୍ୟୁ କେତେବେଳେ କେମିତି ଆସିବ ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଉପାନ୍ତ ବ୍ଲକ୍ କୋଟଗଡ଼ ଅଞ୍ଚଳରେ ।ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା କୁଟିବାଲି!-->…
ମାଲକାନଗିରି : ଚିକିତ୍ସା ଅବହେଳାରୁ ନାବଳର ମୃତ୍ୟୁ, ମୃତ ଶରୀର କୁ ନେଇ ମେଡିକାଲ ଆଗରେ ଧାରଣା ଦେଲେ ପରିବାର…
ମାଲକାନଗିରି : ମାଲକାନଗିରି ଜିଲ୍ଲା ତଣ୍ଡକି ଗ୍ରାମପଞ୍ଚାୟତର ପୂର୍ଣ ଦାସ ନାମକ ବ୍ୟକ୍ତି ଙ୍କ ଦୁଇଜଣ ଶିଶୁ ପୁତ୍ର ହଠାତ ଅସୁସ୍ଥ ହୋଇପଡିବାରୁ ମାଲକାନଗିରି ସଦର ମହାକୁମା ଚିକିତ୍ସାଳୟରେ ଭର୍ତି କରଯାଇଥିଲା l ଦୁଇଦିନ ଧରି ଚିକିତ୍ସା ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର!-->!-->!-->…