Browsing Category

ଆଞ୍ଚଳିକ

ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ, ସ୍ୱଚ୍ଛତା କିଟ ପ୍ରଦାନ…

ନବରଙ୍ଗପୁର : ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ, ନବରଙ୍ଗପୁର ଜିଲ୍ଲା ନିମନ୍ତେ ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା ନବରଙ୍ଗପୁର କୁ ପ୍ରଦାନ କରାଯାଇଥିଲା । ସ୍ୱଚ୍ଛତା କିଟ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ପରେ ସେହି କିଟ କୁ…

ଦାରିଙ୍ଗବାଡି : ପ୍ଲିହେରି ଗ୍ରାମ ନିକଟରେ ବୋଲେରୋ ଜିପ ଦୁର୍ଘଟଣା…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ ପ୍ଲିହେରି ଗ୍ରାମ ନିକଟରେ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରୋଡ଼ରେ ବୋଲେରୋଜିପ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ଗଦାପୁର ଗ୍ରାମର ଜନୈକ ଠିକଦାର, ଦାରିଙ୍ଗବାଡ଼ି କୌଣସି କାମରେ ଆସୁଥିଲେ । ପ୍ଲିହେରି ଗ୍ରାମ…

ମାଲକାନଗିରି : ବିଜେପି ପକ୍ଷରୁ ଚିତ୍ରକୋଣ୍ଡା ଠାରେ ବିଶାଳ ସମାରୋହ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ମାଲକାନଗିରି : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିତ୍ରକୋଣ୍ଡା ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥୀ ଉଦୟ ଖିଲଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ସହ ୮ ଗୋଟି ପଞ୍ଚାୟତ କାର୍ଯ୍ୟକତ୍ତା ନେଇ…

ଭତା ପାଇଁ ହିତାଧିକାରୀ ହନ୍ତସନ୍ତ : ପ୍ରଶାସନ ନିରବ ଦ୍ରଷ୍ଟା…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ର ସଙ୍କରାଖୋଲ ଗ୍ରାମ ପଞ୍ଚାୟତର କର୍ମଚାରୀ ମାନେ ମନମୁଖି କାର୍ଯ୍ୟ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁଯାୟୀ ମାସର ୧୫ ତାରିଖ ଦିନ ଭତା ବଣ୍ଟନ କରାଯିବା କଥା, କିନ୍ତୁ ହିତାଧିକାରୀମାନେ ବାରମ୍ବାର ଦଉଡ଼ି ନିରାଶ ହୋଇ…

କନ୍ଧମାଳ : ରେଡ଼ିଓ ମୁସ୍କାନର ମୁସ୍କାନ ବମ୍ବେଇ ଆଇଆଇଟି ଦ୍ୱାରା ପ୍ରଶଂସିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀରେ ଦିର୍ଘଦିନ ଧରି ଚାଲିଥିବା ରେଡିଓ ମୁସ୍କାନ । ଦିର୍ଘଦିନ ଧରି ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲ ଏବଂ ଜିଲ୍ଲାର ଖଜୁରିପଡା ଅଂଚଳରେ ଗ୍ରାମାଂଚଲର ଲୋକଙ୍କୁ ରେଡିଓ ମୁସ୍କାନ ଜରିଆରେ ବାଲ୍ୟବିବାହ,ଶିଶୁ ଶ୍ରମିକ, ବାଳିକା ଚାଲାଣ ଏବଂ…

ରାୟଗଡ଼ା ଜିଲ୍ଲାପାଳଙ୍କ କୋଲନରା ବ୍ଲକ ଗସ୍ଥ : “୪ଟି ବିଦ୍ୟାଳୟର ରୂପାନ୍ତରିଣ ନିମନ୍ତେ ଭିତ୍ତିଭୂମି…

ରାୟଗଡା-: ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କୋଲନରl ବ୍ଳକ ଗସ୍ଥ କରିଛନ୍ତି l ଏହି ପରିଦର୍ଶନ ସମୟରେ ୪ଟି ବିଦ୍ୟାଳୟ ଗୁଡିକର ରୂପାନ୍ତରିଣ କlର୍ଯ୍ୟକୁ ଅନୁଧ୍ୟାନ କରିଥିଲେ l ସେହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର କୋଲନରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜଗଦମ୍ବା…

କବିସୂର୍ଯ୍ୟ ନଗର ଶିଶୁ ଉଦ୍ୟାନ ନିର୍ମାଣ ରେ ଦୁର୍ନୀତି ର ଗନ୍ଧ : କାର୍ଯ୍ଯର ତଦନ୍ତ ପାଇଁ ଅଭିଯୋଗ…

ବ୍ରହ୍ମପୁର : କବିସୂର୍ଯ୍ୟନଗର ଏନ୍ଏସିର ଅରବିନ୍ଦ ନଗର ନିକଟରେ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନ କାର୍ଯ୍ଯର ତଦନ୍ତ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। କେଉଁ କେଉଁ ଅନୁଦାର ଅର୍ଥ ଶିଶୁ ଉଦ୍ୟାନରେ…

ହିଞ୍ଜିଳି : ରାସ୍ତା ନିମନ୍ତେ କଣଭାଗ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି…

ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶେରଗଡ଼ ବ୍ଳକ ର କଣଭାଗ ଗ୍ରାମକୁ ଆଜିପର୍ଯ୍ୟନ୍ତ ସ୍ଥାୟୀ ରାସ୍ତାଟିଏ ହୋଇପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ନିର୍ବାଚନ ଆସିଲେ ରାସ୍ତାପାଇଁ ରାଜନେତା ଠାରୁ ଆରମ୍ଭକରି ପ୍ରସାଶନିକ ଅଧିକାରୀ ମାନେ ପ୍ରତିଶୃତି ଦିଅନ୍ତି ଏବଁ…

ମାଲକାନଗିରି : ନିଉ ଆଲଙ୍କାର ଗହଣା ଦେକାନର ଲଟେରୀ ଉଠାଣ…

ମାଲକାନଗିରି :, ସୁନା ଗହଣା ତିଆରି ଏବଂ ବିକ୍ରିରେ ନିଜର ସୁନାମ ଅର୍ଜନ କରିଥିବା ନିଉ ଅଳଙ୍କାର ଦୀର୍ଘ ୧୦ ବର୍ଷୀରୁ ଉର୍ଦ୍ଧ ସମୟ ଧରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି l ଏକ ପ୍ରତିଷ୍ଠିତ ସୁନା ଦୋକାନ ହିସାବରେ ଜିଲ୍ଲା ତଥା ଜିଲ୍ଲା ବାହାରେ ନିଜର ସୁନାମ ଅର୍ଜନ କରିଛି l ସୁନାର…

ଚିକିଟି : ଓଲଟିଲା ବେଆଇନ ଧାନ ବୋଝେଇ ଟ୍ରକ…

ଚିକିଟି : କେ ନୂଆଗାଁ ଥାନା କୋଳଥିଆ ଏବଂ କରବାଲୁଆ ମଝି ରାସ୍ତାରେ ହେଚ ପି ପେଟ୍ରୋଲ ଟେଙ୍କ ସମ୍ମୁଖରେ ଥିବା weight bridge ସମ୍ମୁଖରେ ଏକ ଧାନ ବୋଝେଇ ଟ୍ରକ ଟି ଓଲଟି ପଡ଼ିଛି।ସେଥିରେ ବେଆଇନ ଧାନ ବୋଝେଇ ହୋଇ ବାହାର ରାଜ୍ୟକୁ ଚୋରା ଚାଲାଣ ସମୟରେ ଓଜନ ପାଇଁ ଆସିଥିବା ବେଳେ ts 29 ta…