Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଫେବୃୟାରୀ ୩ ତାରିଖରୁ ଘୁ.ଉଦୟଗିରିରେ ଶୀତ ମହୋତ୍ସବ “ତୁଷାର -୨୦୨୬”
କନ୍ଧମାଳ, (୧୪/୦୧) : ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଅଞ୍ଚଳ ର ଲୁପ୍ତ ପ୍ରାୟ କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ସହ ଏହାକୁ ଲୋକ ଲୋଚନ କୁ ଆଣିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସନ୍ତା ଫେବୃୟାରୀ ୩ ତାରିଖ ରୁ ୭ ତାରିଖ!-->…
ଅନ୍ୟାୟପୂର୍ଣ ବିଦ୍ୟୁତ ବିଚ୍ଛିନ୍ନ ପାଇଁ ସାଉଥକୋ ସମ୍ମୁଖରେ ଗଣବିକ୍ଷୋଭ
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦଳିତ ପରିବାରଙ୍କ ସାହି ଅନ୍ଧାରଆନ୍ଦୋଳନ ଯୋଗୁଁ ୫ ଦିନ ପରେ ଜୟପୁର ଦଳିତ ସାହିରେ ଆଲୁଅ ଲାଗିଲା*ଆସିକା : ବିଦ୍ୟୁତ ଉପଭୋକ୍ତା ମହାସଂଘ ନେତୃତ୍ୱରେ ଜୟପୁର ଗ୍ରାମର ଦଳିତ ସାହିରେ ଅନ୍ୟାୟପୂର୍ଣ୍ଣ ଭାବେ ବିଛିନ୍ନ ହୋଇଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ କରେଣ୍ଟ!-->…
ପାଣି ପଞ୍ଚାୟତପକ୍ଷ ପାଳନ ସମାରୋହ – ୨୦୨୬ ଉଦଘାଟିତ
ନୟାଗଡ଼ (ନିସର୍ତ୍ତ) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ଵାରା ନୟାଗଡ଼ ଜିଲ୍ଲା ସୃଜନ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ - ୨୦୨୬ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।
ଚାଷୀ ଭାଇ ଓ!-->!-->!-->!-->!-->…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୭ତମ ବାର୍ଷିକୋତ୍ସବ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୭ ତମ ଉତ୍ସବ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାମୁହିକ ବନ୍ଦେ ମାତରମ ସହ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ!-->…
ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆନ୍ତଃ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ
ଛତ୍ରପୁର : ଗ୍ରାମାଞ୍ଚଳରେ ଯୁବପିଢ଼ିଙ୍କ ମଧ୍ୟରେ କ୍ରିଡାର ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ଗ୍ରାମଗୁଡିକର ଯୁବକମାନଙ୍କୁ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏକ ଆନ୍ତଃଗ୍ରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ କାଳିପଲ୍ଲି ପଞ୍ଚାୟତସ୍ଥିତ!-->!-->!-->…
ସେବା ସମିତି ପକ୍ଷରୁ ଆୟୋଜିତ ଯୁବ ଉତ୍ସବ -୨୦୨୬ ଉଦଯାପିତ
ନୟାଗଡ଼,୧୩/୦୧ (ନିସର୍ତ୍ତ ) : ନୟାଗଡ଼ ସେବାଉତ୍ସବ ସମିତି ପକ୍ଷରୁ ପୁରୁଣା ସହର ଠାରେ ଆୟୋଜିତ ଯୁବ ଉତ୍ସବ କାର୍ଯ୍ୟକ୍ରମ ସୋମବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି l ନୟାଗଡ଼ ପୁରୁଣା ସହର ସ୍ଥିତ ଯଦୁମଣି ନାଟ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସେବା ଉତ୍ସବ!-->…
୧୬ତମ ଜାତୀୟ ମତଦାନ ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ
ବ୍ରହ୍ମପୁର : ୧୬ତମ ଜାତୀୟ ମତଦାନ ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାଗୁଡିକ ୦୯.୦୧.୨୦୨୬ , ୧୩ .୦୧.୨୦୨୬ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ଉପଜିଲ୍ଲାପାଳ!-->…
ମାଦକ ମୁକ୍ତ ଭାରତ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା : ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଲୁକ୍ ଆଇନ ସେବା ସମିତି ବାଲିଗୁଡା, କନ୍ଧମାଳ ପକ୍ଷରୁ ନାଲସାଙ୍କ ଡ୍ରଗ୍ ଅୱେରନେସ୍ ଆଣ୍ଡ ୱେଲନେସ୍ ନାଭିଗେସନ ମାଦକ ମୁକ୍ତ ଭାରତ ପାଇଁ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ!-->…
ଜିଲ୍ଲାସ୍ତରୀୟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ଉତ୍ସବ ପାଳିତ
ପ୍ରଜାନୁବତ୍ସଳ ରାଜା ରାମଚନ୍ଦ୍ର ଓଡିଶା ଜନମାନସରେ ସଦା ସ୍ମରଣୀୟ ହୋଇ ରହିବେ – ମୁଖ୍ୟ ଅତିଥି
ଛତ୍ରପୁର : ଆଧୁନିକ ଓଡିଶାର ଅନ୍ୟତମ ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବରରେ!-->!-->!-->…
ଜାତୀୟ ଯୁବ ଦିବସ ପାଳିତ
ମାଲକାନଗିରି : ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖା ଓ ଘଡାଇ ଶିକ୍ଷା ସଂସ୍ଥାନ, ମାଲକାନଗିରିଙ୍କ ଆନୁକୁଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଘଡ଼ାଇ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ!-->…