Browsing Category

ଆଞ୍ଚଳିକ

ଜାତୀୟ ଯୁବ ଦିବସ ପାଳିତ

ମାଲକାନଗିରି : ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖା ଓ ଘଡାଇ ଶିକ୍ଷା ସଂସ୍ଥାନ, ମାଲକାନଗିରିଙ୍କ ଆନୁକୁଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଘଡ଼ାଇ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିଵିର

ନୟାଗଡ଼: ନୟାଗଡ଼ ଜିଲ୍ଲା ପାଳଙ୍କ ଏକ ଜନଶୁଣାଣୀ ଶିଵିର ଦଶପଲ୍ଲା ବ୍ଲକ ପରିସରେ ଅନୁଷ୍ଠିତ ହୋଇଥିଲା, ଉକ୍ତ ଶିବିର ରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଉପଜିଲ୍ଲାପାଳ କର୍ଣ୍ଣ ଦେଵ ସମାଦାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନ ଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ଵିଜୟା ନନ୍ଦ…

କୋଦଳା ଏନ୍ଏସିରେ ହୋଇଥିବା ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ କରାଯାଉ – ଫରୱାର୍ଡ ବ୍ଲକ୍…

ବ୍ରହ୍ମପୁର,୧୩/୦୧: କୋଦାଳ ଏନ୍ଏସିରେ ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୋଦଳା ଠାରେ ତା-୦୭/୦୯/୨୦୨୫ ରେ ବି.ଜେ.ପି.ର ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କୋଦଳା ଏନ୍ଏସିର ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ,ମୁଖ୍ଯ କିରାଣୀ ହିମାଂଶୁ ଚରଣ…

ଗଞ୍ଜାମରେ ଚାଲିବ ୫୦ ଅତ୍ୟାଧୁନିକ ଇ-ବସ, ବ୍ରହ୍ମପୁରରେ ୨୫ ଓ ଛତ୍ରପୁରରେ ୨୫…

-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୫ ନୂତନ ଇ-ବସର ଶୁଭାରମ୍ଭ -ଦୁର୍ଘଟଣା ରୋକିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ -ଦୁର୍ଘଟଣା ପ୍ରବଣ ସ୍ଥାନରେ ଲାଗିଛି ୭; ଆଉ ଲାଗିବ ୧୮ ଏ ଏନ ପି ଆର କ୍ୟାମେରା -୧୫ ହଜାର ଗାଡିଚାଳକଙ୍କୁ ଦିଆଯାଇସାରିଛି ପ୍ରଶିକ୍ଷଣ ବ୍ରହ୍ମପୁର…

ପୋଲିସ, ଅବକାରୀ ଓ ରାଜସ୍ବ ବିଭାଗ ର ମିଳିତ ଉଦ୍ୟମରେ ୮୬ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା, ତା, ୧୨/୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ,…

ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ଓ ଆଇ.ଏସ.ଆର.ଡି ର ଆହ୍ବାନ

"ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ " ବ୍ରହ୍ମପୁର : ୧୬୩ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମପୁର ର ଅଗ୍ରଣୀ ସାମାଜିକ…

ରେଡ୍ ରିବନ କ୍ଲବ୍ ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ଓ ବିଶ୍ୱ ଯୁବ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେଡ୍ ରିବନ କ୍ଲବ୍ ଆନୁକୂଲ୍ଯରେ ସ୍ଵାମୀ ବିବେକାନନ୍ଦ ଙ୍କ ୧୬୩ ତମ ଜୟନ୍ତୀ ତଥା ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ସମ୍ମାନିତ ଅତିଥି ଭାବେ…

ଆଦିବାସୀ ମହାବିଦ୍ୟାଳୟରେ ୧୫୦ ତମ ବନ୍ଦେମାତରଂ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ୧୫୦ ତମ ବନ୍ଦେ ମାତରଂ ସଂଗୀତ ସମୂହ ଭାବେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ତଥା ସମସ୍ତ ଛାତ୍ର ଛାତ୍ରୀ ଗାନ କରିବା ସହ ସ୍ୱଦେଶୀ ଭାବନା ସମ୍ୱଳିତ ଶପଥ କାର୍ଯ୍ଯକ୍ରମ ଅନୁଷ୍ଠିତ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

ନୟାଗଡ଼ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ହୋଇଛି ।ଚଳିତ ମାସ ଜାନୁଆରୀ ୦୯ ତାରିଖରେ ଅନୁଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ୬୭ ନମ୍ବର ପ୍ରଶ୍ନପତ୍ର ତଳେ ଥିବା ୪ ସମ୍ଭାବିତ ଉତ୍ତର (ଅପ୍ସନ୍)…

ସ୍ଵର୍ଣ୍ଣଧନୁଙ୍କ ଓଡ଼ଗାଁ ପରିକ୍ରମା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ବିରାଜିତ ଶ୍ରୀ ରଘୁନାଥ ଜୀଉଙ୍କ ପୀଠ ତଥା ଓଡ଼ିଶାର ଗୁପ୍ତ ଅଯୋଧ୍ୟା ଓଡ଼ଗାଁ ର ଅଧୀଶ୍ଵର ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ଦକ୍ଷିଣ ଦ୍ବାର ବେଢାରେ ରବିବାର ସଂଧ୍ୟାରେ ପଞ୍ଚାଧତୁରେ ନିର୍ମିତ ସ୍ଵର୍ଣ୍ଣ ଧନୁ ପହଞ୍ଚିବା ପରେ ଖୋଳ କୀର୍ତ୍ତନ ବଜାଇ ଲୋକମାନେ…